Latest Odisha News

BREAKING NEWS

ଅଜୟଙ୍କ ପାଇଁ ରାତିସାରା ରାସ୍ତାକଡରେ ଶୋଇଥିଲେ ଅଭିଷେକ

ମୁମ୍ବାଇ: କେବେ କେମିତ ବଲିଉଡ ସେଲିବ୍ରିଟିଙ୍କ ପୁରୁଣା ଘଟଣା ସାମ୍ନାକୁ ଆସିଥାଏ । ଏହି ସମସ୍ତ ଘଟଣା ଲୋକଙ୍କୁ ଉଭୟ ମାତ୍ରାରେ ମନୋରଂଜନର ଖୋରାକ ଯେଗାଇବା ସହ କିଛି ଶିକ୍ଷା ବି ଦେଇଥାଏ । ଏହି ଧାରାରେ ସାମିଲ ହୋଇଛି ଅଜୟ ଦେବଗନ ଓ ଅଭିଷେକ ବଚ୍ଚନଙ୍କ ଏକ ଅଭୁଲା ସ୍ମୃତି । ଦୁହେଁ ବେଶ ଭଲ…

ରାଜ୍ୟରେ ନୂଆବର୍ଷରୁ ପୁଣି ଟ୍ରାଫିକ୍ ଧରପଗଡ଼ ଜୋରଦାର

ଭୁବନେଶ୍ୱର: ବେପରୁଆ ଗାଡ଼ି ଚାଳକ ସାବଧାନ । କୋଭିଡ ପାଇଁ କୋହଳ ଥିବା ଟ୍ରାଫିକ୍‌ ଯାଞ୍ଚ ପୁଣି କଡ଼ାକଡ଼ି ହେବ । ନୂଆବର୍ଷରୁ ରାଜ୍ୟରେ ପୁଣି ଥରେ କଡ଼ାକଡ଼ି ହେବ ଟ୍ରାଫିକ୍ ଚେକିଂ । ଧରାପଡିଲେ ଗଣିବେ ମୋଟା ଅଙ୍କର ଜରିମାନା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ…

ମୁମ୍ବାଇ: ବିବାହ ସମାରୋହରେ ସିଲିଣ୍ଡର ଫାଟି ୨୦ ଜଣ ଆହତ

ମୁମ୍ବାଇ: ମୁମ୍ବାଇର ଲାଲବାଗ ଅଞ୍ଚଳରେ ବିବାହ ସମାରୋହରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ହେତୁ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ସୂଚନାନୁସାରେ, ଗଣେଶ ଗଳିର ସାରଙ୍ଗ ବିଲଡିଂରେ ଏହି ବିସ୍ଫୋରଣ ଘଟିଛି।…

ଭୂକମ୍ପ ପ୍ରତିରୋଧକ, ପେପର ଲେସ୍ ଅଫିସ: ଜାଣନ୍ତୁ ନୂତନ ସଂସଦ ଭବନ ବିଲଡିଂର ବିଶେଷତ୍ୱ

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୨ ସୁଦ୍ଧା ନୂତନ ସଂସଦ ଭବନ କାର୍ୟ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିବର୍ଷ ସଂସଦ ଅଧିବେଶନ ନୂଆ ବିଲଡିଂରେ ଅନୁଷ୍ଠିତ ହେବ…

ପାପାଙ୍କ ସହ ଖ୍ରୀଷ୍ଟମାସ ଟ୍ରି ସଜେଇବାରେ ବ୍ୟସ୍ତ କୁନି ଝିଅ ଇନାୟା

ମୁମ୍ବାଇ: ଆଗକୁ ଆସୁଛି ଖ୍ରୀଷ୍ଟମାସ। ସେଥିପାଇଁ ଏବେଠୁ ସଜବାଜ ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ଖ୍ରୀଷ୍ଟମାସକୁ ନେଇ ଅଭିନେତ୍ରୀ ସୋହା ଅଲି ଖାନ ଏକ ସୁନ୍ଦର ଫଟୋ ସେୟାର୍‌ କରିଛନ୍ତି। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି ଏବଂ ଏହାର ଶ୍ରେୟ ସେ ତାଙ୍କ ସ୍ୱାମୀ କୁନାଲ ଖେମୁ ଏବଂ ତାଙ୍କ ଝିଅ…

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୭୭୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୬ ଜଣ ଆକ୍ରାନ୍ତ । ୫ଟି ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି ।…

ବାବାସାହେବ ଆମ୍ବେଦକରଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପିଏମ୍‌ ମୋଦୀ; କହିଲେ ଆମ୍ବେଦକରଙ୍କ ସ୍ୱପ୍ନକୁ…

ନୂଆଦିଲ୍ଲୀ: ଆଜି ଭାରତର ସମ୍ବିଧାନର ସ୍ଥପତି ଡକ୍ଟର ଭୀମ୍‌ରାଓ ରାମଜୀ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ। ବାବା ସାହେବ ଭୀମ୍‌ରାଓ ଆମ୍ବେଦକରଙ୍କ ୬୫ ତମ ମହାପରିନିର୍ବାଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ରାଜ୍ୟରୁ ୨୪ ଘଣ୍ଟାରେ ୩୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା । ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଛି ମହାମାରୀ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ ସଂକ୍ରମଣରେ ବ୍ରେକ୍ ଲାଗୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୯୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ…

କ୍ୟାମେରା ସମ୍ମୁଖରେ କୋଭିଡ୍‌ ଟିକା ନେଲେ ମୁଁ ଖୁସି ହେବି; ହୁ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଶୁକ୍ରବାର କହିଛନ୍ତି ଯେ ଆମେରିକାର ଅନେକ ପୂର୍ବତନ ରାଷ୍ଟ୍ରପତିଙ୍କ ପରି ସେ ମଧ୍ୟ କରୋନାଭାଇରସ୍ ଟିକା ପାଇ ଖୁସି ହେବେ। ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ…

ସୋନପୁରରେ ହାଡ଼ଭଙ୍ଗା ଶୀତ, ୮ ଡିଗ୍ରୀ ସେଲସିୟସ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ସୋନପୁରରେ ହାଡ଼ଭଙ୍ଗା ଶୀତ । ଜାଡ ଥରାଉଛି । ୮ଡିଗ୍ରୀ ସେଲସିୟସ ତଳକୁ ଖସିଛି ସୋନପୁରରେ ପାରଦ । ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ୧୪ଟି ସହରରେ ପାରଦ ୧୪ ଡିଗ୍ରୀ ସେଲସିୟସକୁ ଖସିଛି । ସୋନପୁର ସମେତ ଚାରିଟି ସହର ଫୁଲବାଣୀ…