‘ଏସିଆନ୍ ଅଫ୍ ଦି ଇୟର’ରେ ସ୍ଥାନ ପାଇଲେ ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା
ନୂଆଦିଲ୍ଲୀ:କୋଭିଡ୍-୧୯ ମହାମାରୀର ମୁକାବିଲା ପାଇଁ ସିଙ୍ଗାପୁରର ଅଗ୍ରଣୀ ଦୈନିକ ଦି ଷ୍ଟ୍ରାଇଟ୍ସ ଟାଇମ୍ସ ଦ୍ୱାରା ପ୍ରକାଶିତ "ଏସିଆନ୍ ଅଫ୍ ଦି ଇୟର"ରେ ୬ ଜଣଙ୍କ ମଧ୍ୟରେ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ…