ରାଜ୍ୟରେ ଆଉ ୨ ପୋଲିସ ଅଧିକାରୀ କରୋନା ଆକ୍ରାନ୍ତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଉ ଦୁଇଜଣ ବରିଷ୍ଠ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗଞ୍ଜାମ ଏସପି ବ୍ରିଜେଶ ରାୟ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଯେ ଛତ୍ରପୁର ଥାନାର ଆଇଆଇସି ଏବଂ ଛତ୍ରପୁରର ଏସଡିପିଓ ମଧ୍ୟ କରୋନା ପଜିଟିଭ ହୋଇଛନ୍ତି।…