ବ୍ୟାସନଗର ମ୍ୟୁନିସିପାଲିଟିର ଅଭିନବ ପ୍ରୟାସ; ସ୍ୱଚ୍ଛତା ଦିଗରେ ନେଲେ ଏହି ପଦକ୍ଷେପ
ଯାଜପୁର: ସ୍ବଚ୍ଛତା ଦିଗରେ ଆଉ ପାଦେ ଆଗେଇଛି ଯାଜପୁର ଜିଲ୍ଲାର ପ୍ରମୁଖ ସହର ବ୍ୟାସନଗର । ସହର ପରିମଳ ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ପୌର ପରିଷଦ । ପ୍ରଥମ କରି ସହରରେ ଅଳିଆ ଆବର୍ଜନା ଉଠାଇବା ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା କରାଯାଇଛି । ଆଉ ଏହି ଗାଡି ଚଳାଉଛନ୍ତି ଜଣେ…