Latest Odisha News

BREAKING NEWS

ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ଆସିପାରେ ଅକ୍ସଫୋର୍ଡ କୋଭିଡ-୧୯ ଟିକା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ କର୍ମୀ ଏବଂ ବୟସ୍କଙ୍କ ଲାଗି ଅକ୍ସଫୋର୍ଡ କୋଭିଡ-୧୯ ଟିକା ଆସନ୍ତା ବର୍ଷ ଫେବୃଆରୀ ଏବଂ ସାଧାରଣ ଲୋକଙ୍କ ପାଇଁ ଏପ୍ରିଲ ସୁଦ୍ଧା ଆସିବାର ସମ୍ଭାବନା ରହିଛି ବୋଲି ଗୁରୁବାର ଦିନ କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର…

ଗଜପତି ମହାରାଜାଙ୍କ ଇଷ୍ଟଦେବୀ ମା’ ବିମଳାଙ୍କ ଅଲୌକିକତା ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ମା ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀଙ୍କ ମନ୍ଦିର । ମୂଳାଷ୍ଟମୀ ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ପାରମ୍ପରିକ ରୀତିମତେ ଆରମ୍ଭ ହୋଇଥାଏ ଓ ଆଶ୍ଵିନ ଶୁକ୍ଳନବମୀ ପର୍ଯ୍ୟନ୍ତ ଚାଲେ । ଏହି ସମୟରେ…

ପୁରୀରେ ପୋଲିସ୍‌ ମାଡ଼ରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ

ପୁରୀ: ପୋଲିସ୍‌ ହେପାଜତରେ ପୁରୀରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ପୁରୀରେ ମାମଲାର ସମୀକ୍ଷା କରିଛନ୍ତି ପୋଲିସ ଆଇଜି ଇନ୍‌ଚାର୍ଜ ଏସ୍. ପ୍ରବୀଣ କୁମାର । ପୁରୀ ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସେ ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି । ତଦନ୍ତରେ ଜାତୀୟ…

ଓଡ଼ିଶାର ପାରମ୍ପରିକ ଦାସକାଠିଆ ନାଚ ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା କଳା, ନାଚ, ସଂଗୀତରେ ଭରା ଏକ ରାଜ୍ୟ । ଅତୀତରେ ଅନେକ ରାଜାଙ୍କ ଶାସନ କାଳାରେ ଏଠାକାର କଳା, ନାଚ ଆଦି ଖୁବ ସମୃଦ୍ଧ ହୋଇଅଛି । ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।…

ରିଲାଏନ୍ସ କଂପାନିର ୧୦.୦୯% ଅଂଶଧନ ଜରିଆରେ ୪୭,୨୬୫କୋଟି ଟଙ୍କା ପୁଞ୍ଜି ହାସଲ ପ୍ରକ୍ରିୟା ସମ୍ପୂର୍ଣ୍ଣ

ମୂମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆରଆରଭିଏଲ୍‌ରେ ସହଯୋଗୀ ସାମିଲ  ଏବଂ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟା  ସମ୍ପୂର୍ଣ୍ଣ ହୋଇଛି। ଆରଆରଭିଏଲ୍ ପକ୍ଷରୁ ଆର୍ଥିକ ସହଯୋଗୀମାନଙ୍କ…

କିପରି ପାଇବେ ଗ୍ୟାସ ସମସ୍ୟାରୁ ମୁକ୍ତି…

ଭୁବନେଶ୍ୱର:ଗ୍ୟାସ ହେବା କୌଣସି ରୋଗ ନୁହେଁ। ବିଭିନ୍ନ ରୋଗ ତଥା ଶାରୀରିକ ସମସ୍ୟା ଯୋଗୁଁ ଆମକୁ ଗ୍ୟାସ ହୋଇଥାଏ। ଲକ୍ଷଣ: ପେଟରେ ଗ୍ୟାସ୍‌ ହେଲେ ସାଧାରଣତଃ ବାନ୍ତି ହେବା ଭଳି ଲକ୍ଷଣ ଦେଖାଦିଏ। ଖାଦ୍ୟ ହଜମ ହୋଇନପାରିଲେ ପେଟରେ ସାଧାରଣତଃ ଗ୍ୟାସ୍‌ ସୃଷ୍ଟି ହୋଇଥାଏ।ଭୋକ…

ଉତ୍ତରପ୍ରଦେଶରେ ବୋଲେରୋ-ଟ୍ରକ ଧକ୍କା, ୧୪ ଜଣଙ୍କର ମୃତ୍ୟୁ

ଟ୍ରକକୁ ପିଟିଲା ବୋଲେରୋ । ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ୬ଜଣ ଶିଶୁ । ଦୁର୍ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ପ୍ରତାପଗଡରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମାଣିକପୁର ଥାନା ଅନ୍ତର୍ଗତ ପ୍ରୟାଗରାଜ-ଲକ୍ଷ୍ନୌ ହାଇଓ୍ୱେରେ…

ପୁରୀରୁ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ

ପୁରୀ: ପୁରୀରେ ପୋଲିସର ଅପରେସନ ବ୍ରାଉନ ସୁଗାର ଅଭିଯାନ ଜାରି ରହିଛି। ଏହି ଅବସରରେ ପ୍ରାୟ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଏଥିସହିତ ପିପିଲି ପୋଲିସ ୭ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗିରଫ ବ୍ୟକ୍ତି ମାନେ ହେଲେ ସେହି ଥାନା ଅଧିନସ୍ତ ଭବାନୀପୁର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା ୨୦- ୧୧-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୦ ରିଖ ଶୁକ୍ରବାର ବିଛା ୫ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଉତ୍ତରାଷାଢା ନକ୍ଷତ୍ର ଦିନ ୯ଟା ୨୫ ମିନିଟ୍ ପର୍ଯ୍ୟନ୍ତ ତାପରେ ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଭୋଗ ହେବ…

ନୋଡପାସ ଜାରି କଲା ସବୁଠାରୁ ଖରାପ ୨୦ ପାସୱାର୍ଡ ତାଲିକା

ନୂଆଦିଲ୍ଲୀ:ବର୍ତମାନର ଡିଜିଟାଲ ଯୁଗରେ ସବୁ କିଛି ହାତମୁଠାରେ ରହୁଛି । ଏହାର ସୁରକ୍ଷା କେବଳ ପାସୱାର୍ଡ ମଧ୍ୟରେ ସୀମିତ ରହିଛି । ନୋର୍ଡପାସ ନାମକ ସଂସ୍ଥା ସାରା ବିଶ୍ୱରେ ବ୍ୟବହୃତ ହୋଇଥିବା ଖରାପ ପାସୱାର୍ଡର ତାଲିକା ଜାରି କରିଛି । ଏଥିରେ ଏପରି ୨୦ ପାସୱାର୍ଡ ଅଛି ଯାହାକି ହ୍ୟାକରମାନେ ଏକ…