‘ବେଲାସୁରୁ’ର ବିଶ୍ୱନାଥଙ୍କୁ ମୁଁ ଭୁଲିପାରିବି ନାହିଁ: ଅକ୍ଷୟ ପରିଜା
ଭୁବନେଶ୍ୱର: ଦାଦା ସାହେବ ଫାଲକେ ସମ୍ମାନ ଓ ପଦ୍ମଭୂଷଣରେ ସମ୍ମାନିିତ ସୌମିତ୍ର ଚାଟ୍ଟାର୍ଜୀ ହେଉଛନ୍ତି ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ।
ତାଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ମୋ ଜୀବନର ଏକ ବଡ ସଫଳତା ଥିଲା ବୋଲି କହିଛନ୍ତି ଅକ୍ଷୟ ପରିଜା। ସେ ସ୍ୱପ୍ନ ‘ବେଲାସୁରୁ’ ଜରିଆରେ ସାକାର…