ବିଶ୍ୱବ୍ୟାପୀ ୫ ଲକ୍ଷ ୬୭ ହଜାରରୁ ଅଧିକ ନୂଆ ମାମଲା ରୁଜୁ
ନୂଆଦିଲ୍ଲୀ: କରୋନା ସହିତ ମୁକାବିଲା ପାଇଁ ବିଶ୍ୱର ଅନେକ ଦେଶରେ ଟିକାକରଣ ପ୍ରକ୍ରିୟା ଚାଲିଛି। କରୋନାକୁ ପରାସ୍ତ କରିବାକୁ ସମସ୍ତ ପ୍ରୟାସ କରାଯାଉଛି। ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୫ ଲକ୍ଷ ୬୭ ହଜାର ୭୨୫ ନୂତନ କରୋନା ମାମଲା…