Latest Odisha News

BREAKING NEWS

ଜିଓ ପ୍ଲାଟଫର୍ମସ୍‌ରେ ୯୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ‘ମୁବାଦଲା’

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌)ରେ ଆବୁଧାବି ସ୍ଥିତ ନିବେଶକ ସଂସ୍ଥା ମୁବାଦଲା ଇନଭେଷ୍ଟମେଂଟ୍ କଂପାନି (ମୁବାଦଲା) ୯,୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଜିଓ…

ଓଡ଼ିଶାରେ ବନ୍ଦ ହେଲା ସାମୁଦ୍ରିକ ମାଛ ଉତ୍ପାଦନ !

ପାରାଦୀପ :ଓଡ଼ିଶାରେ ସାମୁଦ୍ରିକ ମାଛ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ। ଏଭଳି ଘୋଷଣା କରିଛି ଅଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ। ଦୀର୍ଘ ବର୍ଷ ହେଲା ବିଭିନ୍ନ ଦାବିକୁ ସରକାର ଅଣଦେଖା କରିଚାଲିଛନ୍ତି। ଯେଉଁଥି ପାଇଁ ସଙ୍ଘ ଏପରି ଚରମ ନିସ୍ପତି ନେଇଥିବା ବେଳେ ପ୍ରଭାବିତ ହେବେ ୧୫ ଲକ୍ଷ…

ଆର୍‌ଆଇଏଲ୍‌ର ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍‌ସ୍ ଇସ୍ୟୁ ୧.୫୯ ଗୁଣା ଅଧିକ ସବ୍‌ସ୍କ୍ରାଇବ୍ ହୋଇ ଶେଷ ହେଲା

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସଫଳତାର ସହ ଭାରତର ସର୍ବବୃହତ ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍‌ସ୍ ଇସ୍ୟୁକୁ ସମ୍ପନ୍ନ କରିଛି । ଏହି ରାଇଟ୍‌ସ ଇସ୍ୟୁ ପ୍ରାୟ ୧.୫୯ ଗୁଣା ଅଧିକ ସବ୍‌ସ୍କ୍ରାଇବ୍ ହୋଇଛି, ଯାହା ୮୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତିବଦ୍ଧତା ସୂଚିତ…

ଜାଣନ୍ତୁ; ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଜନ୍ମଦିନ କାହିଁକି ପାଳିତ ହୋଇଥାଏ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀକ୍ଷେତ୍ରରେ ସ୍ୱୟଂ ଭଗବାନ ଦାରୁବ୍ରହ୍ମ ରୂପରେ ଲୀଳାବିତାନ କରୁଛନ୍ତି । ଜଗତର ନାଥ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସହିତ ରତ୍ନ ସିଂହାସନରେ ରହି…

ସଟଡାଉନରେ ଗଡିବନି ‘ମୋ ବସ୍’

ଭୁବନେଶ୍ୱର: ଓଡିଶା ସରକାରଙ୍କ ସାପ୍ତାହିକ ବନ୍ଦ ତଥା ସଟଡାଉନ ନିଷ୍ପତ୍ତି ଯୋଗୁଁ ଜୁନ୍ ମାସର ଶନିବାର ଏବଂ ରବିବାର ଦିନ ‘ମୋ ବସ୍’ ସେବା ଉପଲବ୍ଧ ହେବ ନାହିଁ। ଏନେଇ କ୍ରୁଟ୍ ପକ୍ଷରୁ ଶୁକ୍ରବାର ଦିନ ଟ୍ବିଟ ଜରିଆରେ ସୂଚନା ପ୍ରଦାନ କରାଯାଇଛି।…

ଜୁନ୍ ୧୫ ପର୍ଯ୍ୟନ୍ତ ଅନଲାଇନରେ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରିପାରିବେ ଇଗନୋ ଛାତ୍ରଛାତ୍ରୀ

ଜୁନ ମାସରେ ହେବାକୁ ଥିବା ପରୀକ୍ଷା ଲାଗି  ଅନଲାଇନରେ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରିପାରିବେ ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଇଗନୋର ଛାତ୍ରଛାତ୍ରୀ  । ଛାତ୍ରଛାତ୍ରୀ ନିଜର ଆସାଇନମେଣ୍ଟ ବା ପ୍ରୋଜେକ୍ଟ ରିପୋର୍ଟ ଭଲଭାବେ ପ୍ରସ୍ତୁତ କରି ଜୁନ ୧୫ ଭିତରେ ପ୍ରଦାନ…

ହାତୀ ବେଶରେ ଶ୍ରୀଜଗନ୍ନାଥ; ଜାଣନ୍ତୁ, କାହିଁକି ଏହି ବେଶରେ ଦର୍ଶନ ଦିଅନ୍ତି ମହାପ୍ରଭୁ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଏହି ଅବସରରେ ପାଳିତ ହେଉଛି ଚତୁର୍ଦ୍ଧା ମୂରତୀଙ୍କ ସ୍ନାନଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର,…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଶୁକ୍ରବାର ଦିନ ଆଉ ୧୨୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧୬୦୪କୁ ଛୁଇଁଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁଯାୟୀ, ଗଞ୍ଜାମରେ ୩୫ ଜଣ, କଟକରେ ୨୨ ଜଣ, ନୁଆପଡା ଏବଂ ବଲାଙ୍ଗୀରରେ ୧୪ ଜଣ, ଖୋର୍ଦ୍ଧାରେ ୧୦…

ଲାଞ୍ଚୁଆ ଆଇସିଡିଏସ୍ ସୁପରଭାଇଜର: ୪୫୦୦ ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ମାଲକାନଗିରି: ମାଲକାନଗିରିର ସମନ୍ୱିତ ଶିଶୁ ବିକାଶ ଯୋଜନା ବା ଆଇସିଡିଏସର ସୁପରଭାଇଜର ଗୀତାଞ୍ଜଳି ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ  । ୪ ହଜାର ୫ ଶହ ଟଙ୍କାର ଲାଞ୍ଚ ନେବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି  । ଅଭିଯୋଗ ଅନୁସାରେ  ସ୍ଥାନୀୟ କନ୍ଦିକିଗୁଡ଼ା ଗାଁର ଅଙ୍ଗନଓ୍ୱାଡ଼ି କର୍ମୀ…