Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କଠାରେ ଦକ୍ଷତା ଏବଂ ଉତ୍ସାହର ଅଭାବ ରହିଛି ବୋଲି କହିଲେ ବାରାକ୍‌ ଓବାମା

ନୂଆଦିଲ୍ଲୀ : ଆମେରିକାରେ ଅନେକ ଦିନ ଧରି ଚାଲିଥିବା ନିର୍ବାଚନୀ ଅସ୍ଥିରତା ହ୍ରାସ ପାଇବାରେ ଲାଗିଛି, ଏହାର ମଧ୍ୟଭାଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂତନ ପୁସ୍ତକ ପ୍ରକାଶ ପାଇଛି। ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ବାରାକ ଓବାମା ତାଙ୍କ ଆତ୍ମଜୀବନୀ ‘ଏ ପ୍ରମିସିଂ…

ମୁକ୍ତିଲାଭ କରିବ ଅର୍ଚ୍ଚିତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦୁର୍ଗତିନାଶିନୀ’

ଭୁବନେଶ୍ବର: ‘ଜୀ ସାର୍ଥକ ସୁପରଷ୍ଟାର୍ ସୁପର୍ ସିନେମା’ର ତୃତୀୟ ଅବଦାନ ‘ଦୁର୍ଗତିନାଶିନୀ’ ଖୁବ୍‌ ଶୀଘ୍ର ପରଦାକୁ ଆସିବାକୁ ଯାଉଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଟେଲିଭିଜନ୍‌ରେ ଏହାର ପ୍ରିମିୟର୍‌ ପ୍ରସାରିତ ହେବ। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏହି ଚଳଚ୍ଚିତ୍ରର ନିର୍ମାତା ଅକ୍ଷୟ…

ଦେଶରେ ୮୭ ଲକ୍ଷ କରୋନା ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ଲକ୍ଷେ ୨୮ ହଜାର

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କେସ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୪୪ ହଜାର ୮୭୮ ଜଣ । ଦମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଲକ୍ଷ ୨୮ ହଜାର ୭୯୫କୁ ବୃଦ୍ଧି ପାଇଛି । ସେହିପରି ବଢୁଛି ଡେଥ୍ କେସ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୪୭ ଆକ୍ରାନ୍ତ…

ମୁକ୍ତିଲାଭ ଅପେକ୍ଷାରେ ଅଭିନେତା ହରମନ୍‌ ବୱେଜାଙ୍କ ଚଳଚ୍ଚିତ୍ର ‘ଇଟ୍ସ୍‌ ମାଏ ଲାଇଫ୍‌’

ନୂଆଦିଲ୍ଲୀ: ଏବେ ହରମନ୍‌ ବାୱେଜାଙ୍କ ଏକ ଚଳଚ୍ଚିତ୍ର ଖୁବ୍‌ ଶୀଘ୍ର ସିଧାସଳଖ ‌ଟେଲିଭିଜନ୍‌ରେ ରିଲିଜ ହେବାକୁ ଯାଉଛି। ପ୍ରକୃତରେ, ନିର୍ମାତା ବୋନି କପୁର ସିଦ୍ଧାର୍ଥ, ପ୍ରକାଶ ରାଜ ଏବଂ ଜୟସୁଧା ଷ୍ଟାରର ଚଳଚ୍ଚିତ୍ର 'ବମ୍ମାରିଲୁ'ର ହିନ୍ଦୀ ରିମେକ୍‌ରେ ହରମନ୍‌ଙ୍କୁ ଦେଖିବାକୁ ମିଳିବ।…

ଛୋଟ ଘଟଣାକୁ ନେଇ ୫ ବର୍ଷ ପର୍ଯ୍ୟନ୍ତ ଅମୀର୍‌ଙ୍କ ସହ କଥା ହୋଇନଥିଲେ ଜୁହି ଚାୱଲା

ନୂଆଦିଲ୍ଲୀ: ୯୦ ଦଶକରେ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ବଲିଉଡରେ ଅଭିନେତ୍ରୀ ଜୁହି ଚାୱଲା। ଆଜି ହେଉଛି ଜୁହି ଚାୱଲାଙ୍କ ଜନ୍ମଦିନ। ଜୁହି ବଲିଉଡର ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ରରେ କାମ କରିଛନ୍ତି। ଯଦି ସେ ସଫଳତାର ସ୍ୱାଦ ଚାଖିଛନ୍ତି, ତେବେ ସେ ଅନେକ ଫ୍ଲପ୍ ଫିଲ୍ମ କରି ବିଫଳତାର ସ୍ୱାଦ…

ବୁଡ଼ିଗଲା ୧୨୦ ଜଣଙ୍କୁ ନେଇ ଯାଉଥିବା ବୋଟ୍; ୭୪ ମୃତ

ତ୍ରିପୋଲ: ୟୁରୋପର ଲିବିୟା ବନ୍ଦରଗାହ ଉଲ-ଖୁମ୍ସ ନିକଟରେ ବୁଡିଯାଇଛି ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ବୋଟ୍ । ଏହି ବୋଟରେ ୧୨୦ ଜଣ ଯାତ୍ରୀ ଥିବା ବେଳେ ସେଥିରୁ ୭୪ ଜଣ ବୁଡିଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ। ଅକ୍ଟୋବର ମାସରୁ ଏପର୍ଯ୍ୟନ୍ତ ଏହି ସ୍ଥାନରେ ପ୍ରାୟ ୮ ଥର…

ପାକିସ୍ତାନ ଜେଲରୁ ମୁକ୍ତି ପରେ ଆଜି ଜନ୍ମମାଟି କୁତ୍ରାରେ ପହଞ୍ଚିବେ ବିରଜୁ କୁଲୁ

ସୁନ୍ଦରଗଡ଼: ଆଉ କେଇ ଘଣ୍ଟାର ଅପେକ୍ଷା । ୨୦ ବର୍ଷ ପରେ ପରିବାର ଲୋକଙ୍କୁ ଆଖିରେ ଦେଖିବେ । ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ଆଜି ନିଜ ଗାଁରେ ପହଞ୍ଚିବେ ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ । ଆଜି ସେ ଝାଡ଼ଖଣ୍ଜରୁ କୁତ୍ରା ଅଭିମୁଖେ ବାହାରିଛନ୍ତି ।…

ଆଜି ରାତିରୁ ପୁଣି ଖସିବ ପାରଦ, ବଢିବ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ କୁଛିଦିନ ହେବ ପାଗ ମେଘୁଆ ରହିଥିବା ବେଳେ ଆଜିଠୁ ଆକାଶ ମେଘ ମୁକ୍ତ ହେବା ନେଇ ଓଆଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାସହ ଆଜି ରାତିରୁ ପୁଣିଥରେ ତାପମାତ୍ରା କମିବା ସହ ସହ ଥଣ୍ଡା ମଧ୍ୟ ବଢ଼ିବ। ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ଆଜି ରାତିରୁ ୩-୪…

ଡ୍ରଗ୍ସ ଲିଙ୍କରେ ଆଜି ଏନସିବିରେ ହାଜର ହେବେ ଅର୍ଜୁନ ରାମପାଲ

ମୁମ୍ୱାଇ: ବଲିଉଡର ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଆଜି ହାଜର ହେବେ ଅଭିନେତା ଅର୍ଜୁନ ରାମପାଲ । ତାଙ୍କୁ ଏନେଇପୂର୍ବରୁ ନୋଟିସ୍ ହୋଇଥିଲା । ଆଜି ସକାଳ 10ଟାରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଗତ ୯ ତାରିଖରେ ତାଙ୍କ ଘରେ ଚଢ଼ାଉ କରିଥିଲା…

ଉଦିତ୍‌ ନାରାୟଣଙ୍କ ପୁଅ ହୋଇନଥିଲେ ଲୋକେ ମୋତେ ଅଧିକ ଗମ୍ଭୀରତାର ସହ ନେଇଥାନ୍ତେ; ଆଦିତ୍ୟ ନାରାୟଣ

ନୂଆଦିଲ୍ଲୀ: ଗାୟକ ତଥା ହୋଷ୍ଟ ଆଦିତ୍ୟ ନାରାୟଣ ତାଙ୍କ ଜୀବନରେ ଖୁବ୍ ଶୀଘ୍ର ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଡିସେମ୍ବରରେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ବିବାହ…