Latest Odisha News

BREAKING NEWS

କରୋନା ଅପଡ଼େଟ୍: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଗୁରୁବାର ଦିନ ୧୧ଟା ୩୦ମି. ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ପ୍ରବାସୀ ଶ୍ରମିକଙ୍କ ସାହାରା ପାଲଟିଛନ୍ତି କଟକର ଅବିନାଶ ଖେମକା

କଟକ: ଦେଶରେ ଲକାଡାଉନ ପାଇଁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କିଏ ବସରେ ବା ଟ୍ରକରେ ଆସୁଛନ୍ତି ତ କିଏ ଚାଲି ଚାଲି ନ ହେଲେ ସାଇକେଲରେ ଘରକୁ ଫେରୁଛନ୍ତି । ଏବେ ଏମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି କଟକର ଅବିନାଶ ଖେମକା । ଅବିନାଶ ନିଜ…

ଦ୍ୱିତୀୟ ଈଶ୍ଵର…

ଦ୍ୱିତୀୟ ଈଶ୍ଵର ସୋନାଲି ପଣ୍ଡା ଶତଭିଷା ନକ୍ଷତ୍ର ରେ ଯେଉଁ ତାରା ଟି ଉଇଁଲା ମତେ, ତୋ ଆଖି ପରି ଦିଶେ। ତୁ ଜାଣୁ? ଶିଳ୍ପୀ ମୁଖା ପିନ୍ଧି, କାଇଁ କେତେ ଯୁଗ ଧରି ମୁଁ ଗଢ଼ି ଚାଲିଚି ପ୍ରେମ ଗଢ଼ି ଚାଲିଚି ତତେ! ପ୍ରଥମେ ତୋ କପାଳ ଗଢିଲି ଛିଡ଼ି ଗଲା, ମୋ ପାଦ ରୁ ଆଙ୍ଗୁଠି।…

ଦିନ ୨ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ଝାରସୁଗୁଡା ଓ ମାଲକାନଗିରି ଆଦି ଜିଲ୍ଲାର…

ଗ୍ୱାଦର ବନ୍ଦରରେ ନୌସେନା ଘାଟି ତିଆରି କରୁଛି ଚୀନ !

ଗ୍ୱାଦର: ଚୀନ ଗ୍ୱାଦର ବନ୍ଦରରେ ଏକ ନୌଦେନା ଘାଟି ତିଆରି କରୁଛି । ଏହା ଭାରତ ମହାସାଗରରେ ଚୀନର ଶକ୍ତି ବୃଦ୍ଧି କରିବ ବୋଲି ରକ୍ଷା ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଯାହା ଭାରତ ସମେତ ଅନ୍ୟ ଦେଶଗୁଡିକ ପାଇଁ ବିପଦ ସୃଷ୍ଟି କରିବ । ଚୀନ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ୍ ମାଧ୍ୟମରେ…

ଝାରସୁଗୁଡ଼ାରେ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା; ଆଉ ୨ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଲହଣ୍ଡାବୁଡା ଠାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମଧ୍ୟରୁ ଆଉ ଦୁଇ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ବଡ ପୁଅ ଶ୍ରୀକାନ୍ତ ବିଶ୍ବାଳ (୩୩)ଙ୍କର ବୁଧବାର ସକାଳେ ମୃତ୍ୟୁ…

ଓଡ଼ିଶାରେ ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୨୪ ଶହ ଟପିଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୯୦ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯିବା ସହ ଗୁରୁବାର ଦିନ ଏହି ସଂଖ୍ୟା ୨୪୭୮କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗର ସୂତ୍ର ଅନୁଯାୟୀ, ଏହି ନୂତନ ମାମଲାଗୁଡ଼ିକ ମଧ୍ୟରୁ ୭୯ଟି କ୍ବାରେନଣ୍ଟାଇନ ସେଣ୍ଟରର ଏବଂ…

କରୋନାକୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି? ଯଥାଶୀଘ୍ର ଛାଡ଼ନ୍ତୁ ଏହିସବୁ ଅଭ୍ୟାସ !

ଭୁବନେଶ୍ୱର: କରୋନାକୁ ନେଇ ସବୁଠୁ ଚିନ୍ତା । ଏହାର ପ୍ରତିଷେଧକ ଔଷଧ ବହାରିନଥିବା ବେଳେ ସତର୍କତା ହିଁ ଏକମାତ୍ର ବିକଳ୍ପ । ଏଥିରୁ ବଞ୍ଚିବା ପାଇଁ ସମାଜିକ ଦୂରତା ଓ ଅନ୍ୟ ସଚେତନତା ଭଳି ଦେହରେ ରୋଗ ପ୍ରତିରୋଧକ ଶକ୍ତି ରହିବା ନିହାତି ଆବଶ୍ୟକ । ଶରୀରରେ ଏହି ରୋଗ ପ୍ରତିଶୋଧକ ଶକ୍ତିକୁ ବଢାଇବା…

ଭୁବନେଶ୍ୱରରେ ଜୋମାଟୋ ଡେଲିଭର ବାଳକକୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ଜୋମାଟୋର ଦୁଇଜଣ ଖାଦ୍ୟ ବିତରଣ ବାଳକଙ୍କୁ ବୁଧବାର ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ଠାରେ ତିନିଜଣ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁସାରେ, ଜଣେ ବ୍ୟକ୍ତିଙ୍କ ଠାରୁ ଖାଦ୍ୟ ଡେଲିଭରି ଅର୍ଡର ପାଇବା ପରେ ଦୀପକ ପାତ୍ର ଏବଂ ମନୋରଞ୍ଜନ…

କରୋନା କବଳରେ କୋଭିଡ ଯୋଦ୍ଧା: ପଜିଟିଭ ଚିହ୍ନଟ ହେଲେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ

ନୟାଗଡ଼: କରୋନା ସହ ଲଢୁ ଲଢୁ ଆଉ ଜଣେ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ଚିହ୍ନଟ ହୋଇଛନ୍ତି କୋରୋନା ପଜିଟିଭ । ପଜିଟିଭ ଚିହ୍ନଟ ପରେ ଖଣ୍ଡପଡ଼ା କୋଭିଡ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି…