Latest Odisha News

BREAKING NEWS

ପାକିସ୍ତାନ ଜେଲରେ ୨୦ ବର୍ଷ ରହିବା ପରେ ଘରକୁ ଫେରୁଛନ୍ତି ଓଡ଼ିଆ ପୁଅ ବିର୍ଜୁ

ରାଉରକେଲା: ସୁନ୍ଦରଗଡ କୁତ୍ରା ବ୍ଲକର ଓଡ଼ିଆ ପୁଅ ବିର୍ଜୁ କୁଲୁ । ପାକିସ୍ତାନ ଲାହୋର ଜେଲରେ ବିତାଇଲେ ୨୦ ବର୍ଷ । ଦୀର୍ଘ ୨୦ ବର୍ଷ ପରେ ଏବେ ନିଜ ଭିଟାମାଟିକୁ ପେରୁଛନ୍ତି । ୱାଘା ବୋର୍ଡର ଦେଇ ସ୍ୱଦେଶ ଫେରୁଛନ୍ତି ଓଡ଼ିଆ ପୁଅ । ବିର୍ଜୁଙ୍କୁ ଆଣିବା ପାଇଁ ସୁନ୍ଦରଗଡ ପ୍ରଶାସନ ଗତ ୬…

ଅକ୍ଷୟଙ୍କ ପରେ ଏବେ ମିଲିନ୍ଦ ସୋମାନ୍‌ଙ୍କ କିନ୍ନର ଅବତାର ଦେଖିବେ ଦର୍ଶକ!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ' ସୋମବାର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛି। ତେବେ ଅଭିନେତା ମିଲିନ୍ଦ ସୋମାନ୍‌ ମଧ୍ୟ ଏବେ ଏହି ବିଷୟବସ୍ତୁ ପରି ଏକ ପ୍ରୋଜେକ୍ଟ ହାତେଇ ଥିବା ଜଣାପଡ଼ିଛି। ଏହି ନୁତନ…

ଦେଶରେ ଦିନକରେ ୩୮ ହଜାର କରୋନା ପଜିଟିଭ୍, ୪୪୮ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କମିଲା ଦୈନିକ କରୋନା କେସ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୮ ହଜାର ୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୫ ଲକ୍ଷ ୯୧ ହଜାର ୭୩୧କୁ ବୃଦ୍ଧି ପାଇଛି । ବଢୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଚାରେ ମହାମାରୀ ନେଇଛି ଆଉ ୪୪୮…

ରାଉଣ୍ଡ-୪ ଭୋଟ ଗଣତି ଶେଷ, ତିର୍ତ୍ତୋଲରେ ୫,୬୨୬ ଭୋଟରେ BJD ଆଗୁଆ

ବାଲେଶ୍ୱର: ସରିଛି ଚତୁର୍ଥ ରାଉଣ୍ଡ ଭୋଟ ଗଣତି । ଏଯାଏଁ ଉଭୟ ବିଧାନସଭା ଆସନରେ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଛି । ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି…

ତୃତୀୟ ରାଉଣ୍ଡ ଗଣତି, ବାଲେଶ୍ୱରରେ ବିଜେଡି ଆଗୁଆ

ବାଲେଶ୍ୱର: ବାଲେଶ୍ୱର ସଦର ଆସନରେ ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ହୋଇଛି । ଏଥିରେ ମଧ୍ୟ ବିଜେଡି ଆଗୁଆ ରହିଛି । ତୃତୀୟ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୪୦୫ ଭୋଟରେ ଆଗୁଆ ରହିଛନ୍ତି । ବିଜେଡି ୧୦,୩୬୭, ବିଜେପି ୯୦୧୫, କଂଗ୍ରେସ ୧୭୮୮ ଭୋଟ ପାଇଛି।

ଇରାନ୍‌ ମାଟି ତଳେ ଲୁଚି ରହିଛି ବିପଜ୍ଜନକ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ନିକଟରେ ଇରାନ ଏହାର ଭୂତଳ କ୍ଷେପଣାସ୍ତ୍ର ଟନେଲର ଚିତ୍ର ପ୍ରକାଶ କରିଛି। କୁହାଯାଉଛି ଯେ ଏହି କ୍ଷେପଣାସ୍ତ୍ରଗୁଡିକ ଇସ୍ରାଏଲ୍ ଏବଂ ଆମେରିକାର ଆଖିରୁ ଲୁଚାଇବା ପାଇଁ ଭୂତଳ ଭଳି ଗୁପ୍ତ ସ୍ଥାନରେ ରଖାଯାଇଛି। ଫୋର୍ବସ୍ ଡଟ୍ କମ୍ ର ଏକ ରିପୋର୍ଟ ଅନୁଯାୟୀ, ୟୁଟ୍ୟୁବରେ ପ୍ରକାଶିତ…

ଧରାପଡିଲା ବାପା, ପୁଅ ଫେରାର, ୪ ଚୋରା ବାଇକ ଜବତ

ପୁରୀ: ପର୍ଦ୍ଦାଫାଶ ହେଲା ବାପା ପୁଅଙ୍କ କାରନାମା । ଧରାପଡିଲା ବାପା, ପୁଅ ଫେରାର । ପୁରୀ ଗୋପ ଥାନା ପୋଲିସ ଚୋରା ବାଇକ୍ କିଣାବିକା ମାମଲାରେ ଚେଙ୍ଗଇଲ ଗାଁର ନିରଞ୍ଜନ ମଲିକଙ୍କୁ ଗିରଫ କରିଛି । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଅଉ ଜଣେ ଅଭିଯୁକ୍ତ ସୁକାନ୍ତ କୁମାର ମଲିକଙ୍କୁ ପୋଲିସ…

ମୟୂରଭଞ୍ଜ ଓ ସମ୍ୱଲପୁରରେ ବଢୁଛି କରୋନା ଡେଥ୍ କେସ୍, ଆଜି ରାଜ୍ୟରୁ ୧୩ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ୍ କେସ୍ କମୁଛି । କିନ୍ତୁ କମୁନି ଡେଥ୍ କେସ୍ । ଗତ ୨୪ ଘଣ୍ଚାରେ ଆଉ ୧୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୭ଟି ଜିଲ୍ଲାର ସଂକ୍ରମିତ । ମୟୂରଭଞ୍ଜ ଓ ସମ୍ୱଲପୁର ଜିଲ୍ଲାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । Regret to…

ହାରୁଛି କରୋନା, ଜିତୁଛି ଓଡ଼ିଶା: ହଜାରେ ତଳକୁ ଖସିଲା ଦୈନିକ ପଜିଟିଭ୍ କେସ୍

ଭୁବନେଶ୍ୱର: ମହାମାରୀ ସହ ଲଢ଼େଇ ଭିତରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି । ରାଜ୍ୟବାସୀଙ୍କ ପାଇଁ ଭଲ ଖବର । ରାଜ୍ୟରେ ହଜାରେ ତଳକୁ ଖସିଛି ଦୈନିକ ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାନରୁ ୫୭୨ ଜଣ ଥିବା ବେଳେ…

ଗୋଟିଏ କବିତାରୁ ଆଶୁତୋଷଙ୍କ ପ୍ରେମରେ ପଡିଯାଇଥିଲେ ରେଣୁକା

ନୂଆଦିଲ୍ଲୀ: ଅଶୁତୋଷ ରାଣା ଏବଂ ରେଣୁକା ଶାହାନେଙ୍କ ଯୋଡି ବଲିଉଡ୍‌ ଚଳଚ୍ଚିତ୍ର ଜଗତର ଏକ ଲୋକପ୍ରିୟ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଅଭିନେତା ଆଶୁତୋଷ ରାଣା ଅନେକ ଥର କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ହେତୁ ସେ ଚଳଚ୍ଚିତ୍ର ଜଗତରେ ଏତେ ସଫଳ…