ବାତ୍ୟା ଅମ୍ଫାନ ମୁକାବିଲା ନେଇ ଓଡିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଓଡିଶା ସରକାର ବାତ୍ୟା ଅମ୍ଫନର ସୁଚାରୁରୂପେ ମୁକାବିଲା କରିଥିବା ଯୋଗୁଁ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ ଜରିଆରେ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।
'ମନ କି ବାତ୍’ରେ ରାଷ୍ଟ୍ରକୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୋଟିଏ ପଟେ ଆମେ କରୋନା ମହାମାରୀର…