ଜୁନ ୧ରୁ ଗଡିବ ‘ମୋ ବସ୍’
ଭୁବନେଶ୍ୱର: କଟକ, ଭୁବନେଶ୍ୱର ଏବଂ ପୁରୀରେ ଆସନ୍ତା ଜୁନ୍ ୧ ତାରିଖରୁ ‘ମୋ ବସ୍’ ସେବା ଆରମ୍ଭ ହେବ।
କ୍ରୁଟର ସୂଚନାନୁଯାୟୀ, ଏନେଇ ଖୁବ୍ ଶୀଘ୍ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ମଧ୍ୟ ଜାରି କରାଯିବ।
ଦେଶବ୍ୟାପୀ ଲକଡାଉନ ଯୋଗୁଁ…