Latest Odisha News

BREAKING NEWS

ଡବ୍ଲ୍ୟୁଏଚଓ ମୁଖ୍ୟ କହିଲେ ‘ରାଜନୀତିକୁ ଏବେ କ୍ୱାରେଂଟାଇନରେ ରଖ’

ଓ୍ବାଶିଂଟନ: କରୋନା ମହାମାରୀକୁ ରୋକିବା ପାଇଁ ଆମକୁ ସଂଗଠିତ ଭାବେ କାମ କରିବାକୁ ପଡିବ । ଏ ନେଇ କୌଣସି ପ୍ରକାର ରାଜନୀତି କରିବା ଠିକ୍ ନୁହେଁ । ବର୍ତମାନ ରାଜନୀତିକୁ କିଛି ଦିନ କ୍ୱାରେଂଟାଇନରେ ରଖ ବୋଲି ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରୋସ୍ ଗେବ୍ରେୟେସିଏସ୍ କହିଛନ୍ତି । ଚୀନକୁ ଆଧାନମ ଭୁଲ…

ବ୍ରହ୍ମପୁର ଏମକେସିଜିକୁ ମିଳିଲା କୋଭିଡ୧୯ ନମୁନା ପରୀକ୍ଷା ଅନୁମତି

ବ୍ରହ୍ମପୁର: କୋଭିଡ୧୯ ପରୀକ୍ଷା ପାଇଁ ବ୍ରହ୍ମପୁର ଏମକେସିଜିକୁ ଅନୁମତି । ଏମକେସିଜି ମେଡିକାଲ କଲେଜକୁ ଏହି ଅନୁମତି ଦେଇଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର୍‌) । ଦକ୍ଷିଣ ଓଡିଶାର ପ୍ରଥମ ହସ୍ପିଟାଲ ଭାବେ ଏଠାରେ ପରୀକ୍ଷଣ ଆରମ୍ଭ ହେବ । ବର୍ତ୍ତମାନ ଭୁବନେଶ୍ୱରର…

ଆସନ୍ତୁ ଜାଣିବା କିପରି ଗୋଟିଏ ଫଟୋ ରୀତାଙ୍କୁ ଭିକାରୀରୁ ସେଲିବ୍ରେଟି କରିଦେଲା

ମାନିଲା: ଫିଲିପାଇନ୍ସର ସଡକରେ ରୀତା ଗାଭିଓଲା ନାମକ ଯୁବତୀ ବୁଲି ବୁଲି ଭିକ ମାଗୁଥିଲେ । ସେ କେବେ ବି ଭାବି ନ ଥିଲେ ଯେ ଦିନେ ସୋସିଆଲ ନେଟୱର୍କିଂ ସାଇଟରେ ସେଲିବ୍ରେଟି ପାଲଟିଯିବେ । ଲୁକବାନ ସହରରେ ଫଟୋଗ୍ରାଫର ଟୋଫର କ୍ୱିଟୋ ରୀତାଙ୍କୁ ଦେଖିଥିଲେ । ସେ ତାଙ୍କ ଲୁକରେ ପ୍ରଭାବିତ ହୋଇ ଫଟୋ…

ହୋମ କ୍ୱାରେଂଟାଇନରେ ରହିଥିବା ଯୁବକ ବାହାରେ ବୁଲୁଥିବାରୁ ଡାକ୍ତର ବାଡି ଧରି ଗୋଡାଇଲେ

ମକାରାନା: ରାଜସ୍ଥାନର ମକାରାନା ଅଂଚଳରେ ଡାକ୍ତରଙ୍କ ଆଉ ଏକ ରୂପ ଦେଖିବାକୁ ମିଳିଛି । ଏଠାରେ ୩୮ ଯୁବକଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଏହି ଯୁବକମାନେ ବାରମ୍ବାର ଘରୁ ବାହାରକୁ ଆସିବା ଡାକ୍ତର ଆବିଦ ହୁସେନ ଦେଖିଥିଲେ । ସମସ୍ତଙ୍କୁ ଡାକି କରୋନାର ଭୟାବହତା ବିଷୟରେ ବୁଝାଇଥିଲେ । ତଥାପି…

ବିକ୍ରି ହେବ ୱେଲସ୍ ରାଜକୁମାରୀ ଡାଏନାଙ୍କ ହାତଲେଖା ଚିଠି !

ଲଣ୍ଡନ୍‌: ଅନ୍‌ଲାଇନ୍ ଅକ୍ସନରେ ବିକ୍ରି ହେବ ସ୍ୱର୍ଗତ ରାଜକୁମାରୀ ଡାଏନାଙ୍କ ହାତଲେଖା ଚିଠି । ଦାମ ରହିଛି ୧୫ଲକ୍ଷ ଟଙ୍କାରୁ ଅଧିକ । ଚିଠିରେ ରହିଛି ରାଜକୁମାର ୱିଲିଅମ୍ ଓ ହେରିଙ୍କ ଦସ୍ତଖତ । Handwritten letter from Princess Diana with Harry and William's scrawled…

ଏପ୍ରିଲରୁ ଜୁନ ଯାଏଁ ଦେୟ ହ୍ରାସ କିମ୍ବା ବିଳମ୍ବ କରିବାକୁ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: କରୋନା ସଂକ୍ରମଣରୁ ପିଲାଙ୍କୁ ଦୁରେଇ ରଖିବା ନେଇ ଆସନ୍ତା ଜୁନ ୧୭ ଯାଏଁ ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ସମସ୍ତ ଘରୋଇ ସ୍କୁଲ ଶୁଳ୍କ ହ୍ରାସ /…

କରୋନା ଆତଙ୍କ: ଫ୍ଲୁ ଜନିତ ଚିକିତ୍ସା କେବଳ ‘ଫିଭର କ୍ଲିନିକ୍’ରେ ହେବ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ବିପଦକୁ ଏଡ଼ାଇବା ଲାଗି ଓଡ଼ିଶା ସରକାର ଫ୍ଲୁ ଭଳି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଏହିସବୁ ଘରୋଇ କ୍ଲିନିକ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଯାହାକୁ 'ଜ୍ୱର କ୍ଲିନିକ୍’ ବା  'ଫିଭର କ୍ଲିନିକ୍' ଭାବେ ସୂଚିତ କରାଯାଇଛି।…

ବାଲେଶ୍ଵର ଶିଶୁ ଭବନରେ ଅଗ୍ନିକାଣ୍ଡ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଶିଶୁ ଭବନରେ ଗୁରୁବାର ରାତିରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି। ପ୍ରାପ୍ତ ସୂଚନାନୁଯାୟୀ ଉପର ମହଲାରେ ଥିବା ନ୍ୟୁଟ୍ରିସନ ରିହାବିଲେସନ କେନ୍ଦ୍ରରେ ଅଗ୍ନିକାଣ୍ଡ ପରେ ଏହି ୱାର୍ଡରେ ଭର୍ତ୍ତି ହୋଇଥିବା ପିଲାମାନଙ୍କୁ…

କରୋନା ସହ ମୁକାବିଲା: ଆଇସିୟୁ ଛାଡ଼ିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌

ଲଣ୍ଡନ: କରୋନା ଭୂତାଣୁ ଜନିତ ପରୀକ୍ଷାରେ ପଜିଟିଭ୍ ଚିହ୍ନିତ ହେବାପରେ ସୋମବାର ରାତିରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଜନସନ୍ ଲଣ୍ଡନର ସେଣ୍ଟ୍ ଥୋମାସ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟରେ ୪ ଦିନ ଚିକିତ୍ସିତ ହେବା ପରେ ଗୁରୁବାର ଦିନ…

ଶବ ସତ୍କାର କରି ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୬ଗୁରୁତର

ଯାଜପୁର: ପୁରୀରୁ ଶବ ସଂସ୍କାର କରି ଫେରୁଥିବା ଏକ ଆମ୍ବୁଲାନ୍ସ ସହ ଗୋଟିଏ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୬ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁଯାୟୀ…