Latest Odisha News

BREAKING NEWS

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ପୋଲିସ ଅଧିକାରୀ

ନୟାଗଡ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୟାଗଡ ବାଣୀଗୋଛା ଏଏସ୍‌ଆଇ । ଆଜି ଜଣେ ବ୍ୟକ୍ତିଙ୍କଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି । ସୂଚନା ଅନୁଯାୟୀ, ବାଣୀଗୋଛା ଥାନା ଅନ୍ତର୍ଗତ କୁଳକୁମ୍ଫା ଗାଁର ସୁଶାନ୍ତ…

ଆଘାତ ସମସ୍ୟା ନେଇ ସଂଘର୍ଷ କରୁଥିବା ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ

ବ୍ରିସବେନ୍‌: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଦଳ ଆଘାତ ସମସ୍ୟାରେ ପଡିଛି । ପରିସ୍ଥିତି ଏପରି ଉପୁଜିଛି ଯେ, ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଚୂଡାନ୍ତ ଏକାଦଶ ଠିକା କରାଇବା କଷ୍ଟକର ହୋଇପଡିଛି । ଏହା ସତ୍ୱେ ବୁଧବାର ଟିମ୍ ଇଣ୍ଡିଆ ଗାବା ଷ୍ଟାଡିୟମରେ କଡା ଅଭ୍ୟାସ କରିଛି । ରୋହିତ…

ମକର ସଂକ୍ରାନ୍ତି ସୂର୍ଯ୍ୟଙ୍କ ମହାପର୍ବ, ଆସନ୍ତୁ ଜାଣିବା ଏ ନେଇ କିଛି ଅଜଣା କଥା

ପୁରୀ: ୧୪ ଜାନୁୟାରୀ ଗୁରୁବାର ମକର ସଂକ୍ରାନ୍ତି ଏବଂ ସୂର୍ଯ୍ୟଙ୍କ ଉତରାୟଣ ଚଳନ । ସୂର୍ଯ୍ୟଙ୍କ ଯୋଗୁ ପୃଥ୍ୱୀରେ ଜୀବନ ସମ୍ଭବ ହୋଇଛି । ବିଭିନ୍ନ ଗ୍ରନ୍ଥରେ ଶିବ, ବିଷ୍ଣୁୁ, ଗଣେଶ, ଦୁର୍ଗା ଓ ସୂର୍ଯ୍ୟଙ୍କୁ ପଂଚଦେବ ଭାବେ ବର୍ଣ୍ଣିତ କରାଯାଇଛି । ପ୍ରତ୍ୟେକ ଦିନ ଏହି ମହାପ୍ରଭୁଙ୍କ ପୂଜା…

ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକ

ଭୁବନେଶ୍ୱର: ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟରେ ଶ୍ରୀ ରାଓଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ତାଙ୍କ ସହ ବିତେଇଥିବା ସମୟକୁ ମନେପକାଇ ଫଟୋ ସେୟାର କରିଛନ୍ତି । Saddened by the demise of Shri D Prakash…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ୬୫ କୋଟି ବ୍ୟୟରେ କଟକରେ ନିର୍ମାଣ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ

ଭୁବନେଶ୍ବର: କଟକର ଖାନନଗର ଠାରେ ନିର୍ମିତ ହେବାକୁ ଯାଉଛି ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଘୋଷଣା…

ଶ୍ରୀମନ୍ଦିରକୁ ମକରତାଡ଼ ବିଜେ ନୀତି ଅନୁଷ୍ଠିତ

ପୁରୀ: ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ମକର ଚାଉଳ ଲାଗି କରାଯିବ । ଏଥିନିମନ୍ତେ ଆଜି ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ମକରତାଡ଼ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ପୌଷମାସ ମାସନ୍ତ ଦିନ ଶ୍ରୀମନ୍ଦିରରେ…

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଏଥି ସହ ତାଙ୍କର ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, 'ପଦ୍ମଶ୍ରୀ ପ୍ରକାଶ ରାଓଙ୍କ…

ଚଳିତ ମାସ ରିଲିଜ କରିବ ଦି ଫ୍ୟାମିଲି ମ୍ୟାନ୍ ସିଜିନ୍‌ ୨ର ଟ୍ରେଲର୍‌

ନୂଆଦିଲ୍ଲୀ: ଆମାଜନ ପ୍ରାଇମ ଭିଡିଓର ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ର ଦ୍ୱିତୀୟ ସିଜନ୍ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସିରିଜ ମଧ୍ୟରୁ ଅନ୍ୟତମ। ଦି ଫ୍ୟାମିଲି ମ୍ୟାନ୍‌ର ଦ୍ୱିତୀୟ ସିଜିନ୍‌ ଆସନ୍ତା ଫେବୃଆରୀରେ ଆସୁଛି ବୋଲି ଆମାଜନ ପ୍ରାଇମ ପ୍ରକାଶ କରିସାରିଛି ଏବଂ ବର୍ତ୍ତମାନ ଏହାର…

୮୩ ତେଜସ ଫାଇଟର ବିମାନ କିଣିବା ପାଇଁ ବାୟୁସେନାକୁୂ ଅନୁମତି, ୪୮,୦୦୦କୋଟିର ଅନୁମୋଦନ

ନୂଆଦିଲ୍ଲୀ: ଚୀନ ଏବଂ ପାକିସ୍ତାନ ପ୍ରତି ବିପଦକୁ ଆଖି ଆଗରେ ରଖି ଭାରତ ସୈନ୍ୟ ଶକ୍ତି ମଜଭୁତ କରୁଛି । ବୁଧବାର ୮୩ ତେଜସ ଫାଇଟର ବିମାନ କିଣିବାକୁ ସିସିଏସ ଅନୁମତି ପ୍ରଦାନ କରିଛି । ଏହି ବିମାନ କିଣିବା ପାଇଁ ୪୮,୦୦୦ କୋଟି ଟଙ୍କାର ଅନୁମୋଦନ କରାଯାଇଛି । କେନ୍ଦ୍ରୀୟ ରକ୍ଷା ମନ୍ତ୍ରୀ…

ବ୍ରାଜିଲ୍‌ ବିଶେଷଜ୍ଞଙ୍କ ଦାବି; କରୋନା ବିରୋଧରେ ଚୀନ୍‌ ଟିକା ମାତ୍ର ୫୦ ପ୍ରତିଶତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଟିକା ବିଶ୍ୱରେ କରୋନା ମହାମାରୀ ବିରୋଧରେ ଲଢେଇରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ବର୍ତ୍ତମାନ ଟିକାଗୁଡ଼ିକର ପ୍ରଭାବ ଉପରେ ସମସ୍ତଙ୍କର ନଜର ରହିଛି। ଏହି ସମୟରେ ଚୀନ୍‌ର କରୋନା ଟିକା ନେଇ ବ୍ରାଜିଲ ଏକ ବଡ଼ ଦାବି କରିଛି। ବ୍ରାଜିଲର…