Latest Odisha News

BREAKING NEWS

ଲକଡାଉନ ୩.୦: ସ୍କୁଲ ଫି’ ଛାଡ ପାଇଁ ଓଡ଼ିଶା ଅଭିଭାବକ ମହାସଂଘର ଦାବି

ଭୁବନେଶ୍ୱର: ଓଡ଼ିଶା ଅଭିଭାବକ ମହାସଂଘର ଅଭିଭାବକ ତଥା ସଦସ୍ୟମାନେ ସୋମବାର ଦିନ ସୂଚନା ଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲକଡାଉନ ଯୋଗୁଁ ପ୍ରାୟ ତିନିମାସ ସ୍କୁଲ ଶୁଳ୍କ ଛାଡ କରିବାକୁ ଦାବି କରିଛନ୍ତି। ସେମାନଙ୍କ ଅନୁଷ୍ଠାନରେ ବହି ବିକ୍ରୀ କରି ସାମାଜିକ ଦୂରତ ନିୟମକୁ…

ପୁରୀର ମହାଦେବ ଲେନ୍ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ

ପୁରୀ: ପୁରୀ ସହରରେ ଦୁଇଟି କରୋନା ମାମଲା ଚିହ୍ନଟ ହେବାର ଗୋଟିଏ ଦିନ ପରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହାଦେବ ଲେନକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ ଗତ ମେ ୭ ତାରିଖରେ ମହାଦେବ…

ଲକ୍‌ଡାଉନ୍ ୩.୦: ଛାତ୍ରଛାତ୍ରୀଙ୍କ ଲାଗି ୟୁଜିସି ପକ୍ଷରୁ ଲଞ୍ଚ୍ ହେଲା ହେଲ୍ପଲାଇନ୍‌

ନୂଆଦିଲ୍ଲୀ: କରୋନା ମହାମାରୀରେ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ ଲାଗି ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ସହିତ ଇ-ମେଲ୍ ଆଇଡ଼ି ଲଞ୍ଚ୍ ହୋଇଛି । ଛାତ୍ରଛାତ୍ରୀମାନେ ସେମାନଙ୍କ ବିଭିନ୍ନ ପରୀକ୍ଷା ତଥା ପାଠ୍ୟକ୍ରମ ସମ୍ପର୍କୀତ ଯେକୌଣସି ପ୍ରଶ୍ନ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅନୁଗୁଳ କରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣା !

ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ରବିବାର ଦିନ ଚିହ୍ନଟ ହୋଇଥିବା ୧୩ ଜଣ କରୋନା ପଜିଟିଭ ରୋଗୀଙ୍କ ନାମ ଏବଂ ଠିକଣା ଥିବା ଏକ ଡକ୍ୟୁମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡିଛି। ଏନେଇ ଅନୁଗୁଳ ଉପ-ଜିଲ୍ଲାପାଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ସକାଳ ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ରବିବାର ଯାଜପୁରରୁ ଚିହ୍ନଟ ୫ ପଜିଟିଭଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଯାଜପୁର: ରବିବାର ଦିନ ଯାଜପୁର ଜିଲ୍ଲାରୁ ମୋଟ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଯାଜପୁର ବ୍ଳକର ବାସୁଦେବପୁର ରୁ ଜଣେ ଏବଂ ଏରବାଙ୍କରୁ ଦୁଇ ଜଣ କୋରୋନା ରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ପ୍ରଥମ ଥର ପାଇଁ ଧର୍ମଶାଳା ବ୍ଲକରୁ ଦୁଇ ଜଣ କୋରୋନା ରୋଗୀ ଭାବେ…

କରୋନା ମୁକାବିଲା: ସମସ୍ତ ରାଜ୍ୟମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦୀ । ଏହି ବୈଠକରେ ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟଗୁଡିକ ଉପରେ ଫୋକସ…

ସାମାଜିକ ଦୂରତ୍ବ ନିୟମ ଉଲଘଂନ; ବ୍ରହ୍ମପୁରରେ ଆମ୍ବ ମାର୍କେଟ ବନ୍ଦ

ବ୍ରହ୍ମପୁର: ସାମାଜିକ ଦୂରତା ନିୟମାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ସୋମବାର ଠାରୁ ସହରର ଆନ୍ଧାପାସାଟା ରୋଡରେ ଆମ୍ବ ବଜାର ବନ୍ଦ କରିବାକୁ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। "ବାରମ୍ବାର ନିର୍ଦ୍ଦେଶ ସତ୍ବେ ବଜାରରେ ଦୋକାନୀମାନେ ସାମାଜିକ…

ବାଲେଶ୍ବରରେ ସମସ୍ତ କ୍ବାରେନଣ୍ଟାଇନ ସେଣ୍ଟର ହେବ କଣ୍ଟେନମେଣ୍ଟ ଜୋନ୍

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ପ୍ରବାସୀମାନଙ୍କୁ କ୍ବାରେନଣ୍ଟାଇନ ରେ ରଖିବା ପାଇଁ ସ୍ଥାପିତ ସମସ୍ତ ଅସ୍ଥାୟୀ ଚିକିତ୍ସା ଶିବିରକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ରବିବାର ଦିନ ଏକ ନିର୍ଦ୍ଦେଶରେ କହିଛନ୍ତି ଯେ କଣ୍ଟେନମେଣ୍ଟ…

କରୋନା ପଜିଟିଭ ଚିହ୍ନଟ ହେଲେ ଶିଳ୍ପା ସେଟ୍ଟୀଙ୍କ ପଡୋଶୀ !

ମୁମ୍ବାଇ: କରୋନା ପଜିଟିଭ ଚିହ୍ନଟ ହେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପଡ଼ୋଶୀ ! କିନ୍ତୁ କାହାଣୀରେ ରହିଛି ଟ୍ଵିଷ୍ଟ । ନିଜ ପଡୋଶୀ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାମୀ ରାଜ କୁନ୍ଦ୍ରାକୁ ଫୋନ ଯୋଗେ ଜଣାଉଥିବା ବେଳେ ରାଜଙ୍କ ପ୍ରତିକ୍ରିୟା ସହ ଏକ ଭିଡିଓ ଏବେ ସୋସିଆଲ…