Latest Odisha News

BREAKING NEWS

ନିର୍ବାଚନ ପରେ ବିଜେପିକୁ ଛାଡ଼ି ଆରଜେଡି ହାତ ଧରିବେ ନୀତିଶ: ଚିରାଗ ପାଶଓ୍ୱାନ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ଏଲଜେପି ମୁଖ୍ୟ ଚିରାଗ ପାଶଓ୍ୱାନ । ସେ କହିଛନ୍ତି, ନିର୍ବାଚନ ପରେ ନୀତିଶ ବିଜେପିକୁ ବାଏ ବାଏ କହି ଆରଜେଡି କ୍ୟାମ୍ପରେ ସାମିଲ ହେବାକୁ ପ୍ରସ୍ତୁତି କରିଛନ୍ତି । ତାଙ୍କୁ ଭୋଟ ଦେଲେ ଏହା…

ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ମୋରଡା ତହସିଲଦାର

ମୟୁରଭଞ୍ଜ: ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲଦାର । ତହସିଲଦାରଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦ କରି ବଡମୁଣ୍ଢାବଣି ଗ୍ରାମବାସୀ ତହସିଲଦାରଙ୍କୁ ଅଟକ ରଖିଥିବା ଜଣାପଡିଛି । ଅସନ୍ତୁଷ୍ଟ ଗ୍ରାମବାସୀଙ୍କୁ ପୋଲିସ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା…

ଶ୍ରୀମନ୍ଦିର ରୋଷଘର ସମ୍ପର୍କରେ ଜାଣନ୍ତୁ କିଛି ଜଣା-ଅଜଣା କଥା

ଭୁବନେଶ୍ୱର: କୋଟି ଓଡ଼ିଆର ମଉଡ଼ମଣି। ଭାବର ଠାକୁର ଲୀଳାମୟ ଜଗନ୍ନାଥ। ଭାଇ ଭଉଣୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିରରେ କରୁଛି ଲୀଳା। ଭକତ ଭାବରେ ବନ୍ଧା ସେ। ପ୍ରତିଦିନ ତାର ଦର୍ଶନ ପାଇଁ ବଡ଼ଦେଉଳରେ ଜମେ ଭକ୍ତଙ୍କ ଭିଡ଼।  ମାଆ ଲକ୍ଷ୍ମୀ ସାନ୍ତାଣୀ ଏଠାରେ ନିଜ ହାତରେ ଅନ୍ନ ରାନ୍ଧିବାର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୨୮-୧୦-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ.  ଆଜି ୨୦୨୦ ମସିହା ଅକ୍ଟୋବର ତା ୨୮ ରିଖ ବୁଧବାର ତୁଳା ୧୨ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ  ଦ୍ବାଦଶୀ ତିଥି ପୂର୍ବ ଭାଦ୍ର ଭୁକ୍ତ ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର  ଘାତ ବାର-: କର୍କଟ ରାଶିର   ଘାତ ଚନ୍ଦ୍ର-: ଧନୁ ରାଶି…

ବିହାରରେ ଆଜି ମୋଦି ଓ ରାହୁଲଙ୍କ ମାରାଥନ୍ ରାଲି

ପାଟନା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ବିହାରରେ ପ୍ରଚାର ସରଗରମ । ଆଜି ହାଇଭୋଲଟେଜ୍ କ୍ୟାମ୍ପେନ୍ । ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବିଜେପିର ଷ୍ଟାର କ୍ୟାମ୍ପେନର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ…

ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍: ୭୧ ଆସନରେ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜିଠୁ ବିହାର ବିଧାନସଭା ନିର୍ବାଚନ ନେଇ ମତଦାନ । ପ୍ରଥମ ପର୍ଯ୍ୟାୟରେ ଆଜି ୭୧ଟି ଆସନରେ ଭୋଟ୍ ନିଆଯାଉଛି । ମୈଦାନରେ ଅଛନ୍ତି ୧ ହଜାର ୬୬ ପ୍ରାର୍ଥୀ । ଏମାନଙ୍କ ଭିତରେ ୯୫୨ ଜଣ ପୁରୁଷ ଓ ୧୧୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଦୁଇ କୋଟିରୁ…

ଦିଲ୍ଲୀକୁ ୮୮ ରନରେ ହରାଇଲା ହାଇଦ୍ରାବାଦ, ପ୍ଲେ ଅଫ୍ ଆଶା ଉଜ୍ଜୀବିତ

ଦୁବାଇ: ଡେଭିଡ୍ ଓ୍ୱାର୍ଣ୍ଣର, ରିଦ୍ଧିମାନ ଶାହଙ୍କ ବ୍ୟାଟିଂ ଓ ରସିଦ ଖାନଙ୍କ ଚମତ୍କାରି ବୋଲିଂ ଦେଲା ବିଜୟ ଭେଟି । ଆଇପିଏଲର ୪୭ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍ ବ୍ୟବଧାନରେ ହରାଇଛି ସନ୍ ରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ଡେଭିଡ…

ଆକ୍ଟିଭାକୁ ପଛରେ ପକାଇଲା ଡେଷ୍ଟିନି 125

ନୂଆଦିଲ୍ଲୀ: ୨୦୨୦ ଅଗଷ୍ଟରେ ସର୍ବାଧିକ ବିକ୍ରି ହୋଇଥିବା ଡେଷ୍ଟିନି 125 ସ୍କୁଟର ଆକ୍ଟିଭାକୁ ପଛରେ ପକାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ହିରୋ ମୋଟୋକର୍ପ 2018 ଶେଷରେ ଡେଷ୍ଟିନି 125 ଲଞ୍ଚ କରିଥିଲା ​​ଏବଂ ଗତ ଦୁଇ ବର୍ଷ ମଧ୍ୟରେ ଏହାକୁ ଭଲ ରେସପନ୍ସ ମିଳିଛି । ହୋମଗ୍ରାଉନ୍…

ରାଜଧାନୀ ପରେ ଗଂଜାମ ପାଳି, ୨ ସାମ୍ବାଦିକ ଗିରଫ ୧ ଫେରାର୍ !

ଗଂଜାମ: ପୁଣି ସାମ୍ବାଦିକତାରେ ଲାଗିଲା କଳଙ୍କର ଛିଟା । କିଛି ହାତଗଣତି ଭ୍ରଷ୍ଟ ସାମ୍ବାଦିକଙ୍କ ପାଇଁ ବଦନାମ ହେଉଛି ସାମ୍ବାଦିକତା ପେଶା । ଗତକାଲି ବଟି ଆଦାୟ ଭଳି ଅଭିଯୋଗରେ ରାଜଧାନୀରୁ ଗିରଫ ହୋଇଥଲେ ୫ ଜଣ ଆତ୍ମଘୋଷିତ ସାମ୍ବାଦିକ । ଏହି ଘଟଣାର ମାତ୍ର ଗୋଟିଏ ଦିନ ପରେ ବ୍ଲାକମେଲିଂ କରି…

‘ମନ ମୋର କାଗଜଗୁଡି’ର ମହୁରତ୍‌

ସୁମିତ୍ରା ଏଣ୍ଟରଟେନମେଣ୍ଟ ନିବେଦିତ ଓଡିଆ ଚଳଚ୍ଚିତ୍ର ‘ମନ ମୋର କାଗଜଗୁଡି’ର ମହୁରତ ହୋଇଯାଇଛି । ନିକୋପାର୍କ ନିକଟସ୍ଥ ସୁନାଦେଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମହୁରତ କ୍ଲାପ ଦେଇ ଚଳଚ୍ଚିତ୍ରର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ସହିତ…