Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ଆଉ ୨୦୧୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୦୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1321076978418470913?s=19…

ହିରୋ ମୋଟୋ କର୍ପ ବିକ୍ରି କରିବ ହାର୍‌ଲି ଡେଭିଡ୍‌ସନ୍ ବାଇକ୍ !

ନୂଆଦିଲ୍ଲୀ: ଗତମାସ ପ୍ରିମିୟମ୍ ବାଇକ୍ କମ୍ପାନୀ ହାର୍‌ଲି ଡେଭିଡ୍‌ସନ୍ ଭାରତରେ ନିଜ ଉତ୍ପାଦନ ଓ ବିକ୍ରୟ ବନ୍ଦ କରିବା ନେଇ ଘୋଷଣା କରିଥିଲା । ଭାରତୀୟ ବଜାରରେ ଏହି ବାଇକର ଚାହିଦା ଥିଲେ ବି ବିକ୍ରୟ ଏତେଟା ଆଖିଦୃଶିଆ ନଥିଲା । ଏହି କାରଣରୁ ହାରଲି ଡେଭିଡ୍‌ସନ୍ ନିଜ ମୂଳ ବଜାର ୟୁରୋପ,…

ଛାତ୍ରବୃତ୍ତି ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ହେବେ ଉପକୃତ

ଭୁବନେଶ୍ୱର: ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ। ମାତ୍ର ଗୋଟିଏ ପୋର୍ଟାଲ www.scholarship.odisha.gov.inରେ କ୍ଲିକ୍‌ କଲେ ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ…

ଅଖା ଭିତରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

କେନ୍ଦୁଝର: କେନ୍ଦୁଝର ବାଇପାସ୍ ଫ୍ଲାଏ ଓଭର ନିକଟରେ ଜଣେ ବ୍ୟକ୍ତି ମୃତଦେହ ଭର୍ତ୍ତି ଥିବା ଏକ ଅଖା ପକାଇ ଘଟଣାସ୍ଥଳରୁ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତି ସନ୍ଦେହଜନକ ଭାବେ ଚଳପ୍ରଚଳ କରୁଥିବା ଦେଖି ସ୍ଥାନୀୟ ଲୋକମାନେ ତାଙ୍କ ମୋପେଡରେ କ'ଣ ଅଛି…

ଦିଲୀପ ରାୟଙ୍କୁ ବଡ ଆଶ୍ୱସ୍ତି, ୩ ବର୍ଷ ଜେଲ୍ ଦଣ୍ଡାଦେଶ ସସ୍‌ପେଣ୍ଡ

ଭୁବନେଶ୍ୱର: କୋଲ ସ୍କାମରେ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଛି ବଡ ଆଶ୍ୱସ୍ତି । ତାଙ୍କ ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କରାଯାଇଛି । ଦିଲ୍ଲୀ ହାଇକୋର୍ଟ ଏହି ଦଣ୍ଡାଦେଶକୁ ସସ୍‌ପେଣ୍ଡ କରିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି । ବହୁ…

ଐତିହାସିକ ସହର କଟକରେ ଶେଷ ହେଲା ମାଆଙ୍କ ଭସାଣ ଉତ୍ସବ

କଟକ: ଶେଷ ହେଲା ଚଳିତ ବର୍ଷର ଦୁର୍ଗାପୂଜା। ଆଜି ଧରାପୃଷ୍ଠରୁ ବିଦାୟ ନେଲେ ଜଗତଜନାନୀ ମାଆ ଦୁର୍ଗା। ଐତିହାସିକ ସହର କଟକରେ ଶେଷ ହୋଇଛି ମାଆଙ୍କ ଭସାଣ ଉତ୍ସବ। କୋଭିଡ୧୯ ଗାଇଡ଼ଲାଇନ ସହ ରୌପ୍ୟ ନଗରୀରେ ଶେଷ ହୋଇଛି ମାଆଙ୍କ ମୂର୍ତ୍ତି ବିସର୍ଜନ। ୧୬୦ ରୁ ଅଧିକ ପୂଜା ମଣ୍ଡପ ଗୁଡିକର…

ଆଇଏଏସ୍ ସ୍ତରରେ ଅଦଳବଦଳ, ପରାଗ ଗୁପ୍ତା ହେଲେ ଓଏଫଡିସି ଅଧ୍ୟକ୍ଷ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ବଡ ଧରଣରର ଅଦଳବଦଳ । ରାଜ୍ୟ ସରକାର ୩ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ।  ୧୯୮୮ ବ୍ୟାଚର ଆଇଏଏସ ପରାଗ ଗୁପ୍ତା ହୋଇଛନ୍ତି  ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ ବା ଓଏଫଡିସିର ଅଧ୍ୟକ୍ଷ । ସେ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ସେହିପରି…

ଆଇପିଏଲ୍‌କୁ ହଁ, ବିଗ୍ ବାସ୍ ଲିଗ୍‌କୁ ନାଁ କହିଲେ ଡିଭିଲିୟର୍ସ !

ଦୁବାଇ: ବିଶ୍ୱର ସବୁଠୁ ଆକର୍ଷଣୀୟ କ୍ରିକେଟ୍ ପ୍ରତିଯୋଗୀତା ଆଇପିଏଲ୍‌ରେ ଜାରି ରହିଛି ଡି'ଭିଲିୟର୍ସଙ୍କ ସଫଳ ଯାତ୍ରା । ସନ୍ୟାସ ପରେ ବି ଆଖି ପିଛୁଳାକେ ମ୍ୟାଚ୍ ଛଡାଇ ଆଣିବାର କଳା ତାଙ୍କ ନିକଟରେ ଜୀବିତ ଅଛି । ଚଳିତବର୍ଷ ଧୁଆଁଧାର ମାଡରେ ସେ ବିଶ୍ୱର ସମସ୍ତ ଦର୍ଶକଙ୍କ ମନୋରଂଜନ କରିଛନ୍ତି…

ସମ୍ବଲପୁରର ପ୍ରସିଦ୍ଧ ବକ୍ର ଦେଉଳ; ଯେଉଁଠାରେ ମୀନ ଅବତାର ଧାରଣ କରିଥିଲେ ବିଷ୍ଣୁ ଦେବ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ମାନେଶ୍ଵର ବ୍ଳକ ଅନ୍ତର୍ଗତ ହୁମା ଗାଁର ଶେଷମୁଣ୍ଡରେ ବହିଯାଉଥିବା ମହାନଦୀ କୂଳରେ ପୂଜା ପାଇ ଆସୁଛନ୍ତି ବାବା ବିମଳେଶ୍ଵର ମନ୍ଦିର। ଏହି ମନ୍ଦିର ଭୁପୃଷ୍ଠ ଆଡ଼କୁ ଢଳି ରହିଥିବାରୁ ଏହା ବକ୍ର ଦେଉଳ ଭାବେ ପରିଚିତ । ମନ୍ଦିରକୁ ଲାଗିରହିଥିବା ଦୀଘାଟରେ…

ଇଣ୍ଡିଆନ୍ ମୁଜାହିଦ୍ଦିନ ସମେତ ୧୮ ଜଣ ଆତଙ୍କୀ ଘୋଷିତ

ନୂଆଦିଲ୍ଲୀ: ଆତଙ୍କୀ ବିରୋଧରେ ପୁଣି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ଆଜି ୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି । ଏହା ମଧ୍ୟରେ ରହିଛନ୍ତି ଅସିଦ୍ଧ ଘୋଷଣା ହୋଇଥିବା ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସଲାଉଦ୍ଦିନ ଏବଂ ଇଣ୍ଡିଆନ ମୁଜାହିଦ୍ଦିନର ପ୍ରତିଷ୍ଠାତା ଭଟକଲ…