ଶିଶୁ ମୃତ୍ୟୁକୁ ନେଇ କଟକ ଏସସିବି ପରିସରରେ ଉତ୍ତେଜନା
କଟକ: ଚିକିତ୍ସାରେ ଅବହେଳା ଯୋଗୁଁ କଟକ ବଡ ମେଡିକାଲରେ ଜଣେ ୮ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ରବିବାର ସକାଳେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଯାଇଛି ।
ଏପରିକି ସମ୍ପୃକ୍ତ ଶିଶୁର ପରିବାର ବର୍ଗ ହସ୍ପିଟାଲର କାଜୁଆଲିଟି ବିଭାଗରେ ତାଲା ପକାଇ…