Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୦୪-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅପ୍ରେଲ   ତା ୨୯ ରିଖ ବୁଧବାର ମେଷ  ୧୭ ଦିନ ବୈଶାଖ  ମାସ ଶୁକ୍ଳ ପକ୍ଷ  ଷଷ୍ଠୀ  ତିଥି  ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର  ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ,ବିଛା ଓ…

କରୋନାକୁ ମାତ୍ ଦେଲେ କ୍ୟାନସରରେ ପୀଡିତା ୪ ବର୍ଷର ଝିଅ

ଦୁବାଇ: ଦୁବାଇରେ ରହୁଥିବା ୪ ବର୍ଷୀୟା କ୍ୟାନସର ପୀଡିତ ଭାରତୀୟ ଝିଅ ଶିବାନୀ କରୋନାକୁ ମାତ୍ ଦେଇଛନ୍ତି । ୟୁଏଇରରେ କରୋନାରୁ ମୁକ୍ତି ପାଇଥିବା ଲୋକଙ୍କ ମଧ୍ୟରେ ଶିବାନୀ ସର୍ବକନିଷ୍ଠ ବୋଲି ପିଟିଆଇ ଏକ ମିଡିଆ ରିପୋର୍ଟରେ କହିଛି। ଶିବାନୀ ଜଣେ କର୍କଟ ରୋଗରେ ଆକ୍ରାନ୍ତ ଏବଂ ଏପ୍ରିଲ ୨…

ଆସିଲା ଟେଷ୍ଟ ରିପୋର୍ଟ: କରୋନାରେ ସଂକ୍ରମିତ ହୋଇନାହାନ୍ତି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ହାଇଦ୍ରାବାଦ: ବରିଷ୍ଠ ଓଡିଶା ବିଜେପି ନେତା ତଥା ଆନ୍ଧ୍ରପ୍ରଦେଶର ରାଜ୍ୟପାଳବିଶ୍ୱଭୂଷଣ ହରିଚନ୍ଦନଙ୍କର କୋଭିଡ୧୯ ପରୀକ୍ଷଣ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶ ରାଜଭବନର ମୁଖ୍ୟ ସୁରକ୍ଷା ଅଧିକାରୀ, ଷ୍ଟାଫ୍ ନର୍ସ ଓ ଅନ୍ୟ…

ଓଡ଼ିଶାର ୬୧ ନମ୍ବର ଆକ୍ରାନ୍ତ ସୁପର ସ୍ପ୍ରେଡର୍

ଭୁବନେଶ୍ୱର: ଦକ୍ଷିଣ କୋରିଆର ୩୧ ନମ୍ବର ପଜିଟିଭ ସୁପର ସ୍ପେଡର ଭାବେ ଚିହ୍ନଟ ହୋଇଥିଲେ । ଏବେ ଓଡ଼ିଶାରେ ମଧ୍ୟ ଏହିଭଳି ଏକ ସୁପର ସ୍ପ୍ରେଡର୍ ସାମ୍ନାକୁ ଆସିଛ। ଓଡ଼ିଶାର ଏହି ସୁପର ସ୍ପେଡର ହେଉଛନ୍ତି ୬୧ ନମ୍ବର କରୋନା ପଜିଟିଭ। ୫୩ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଏପର୍ଯ୍ୟନ୍ତ ନିଜ…

ସୁରଟରୁ ୧୪ ଦିନ ସାଇକେଲ ଚଳାଇ ଓଡିଶା ଫେରିଲେ ଯୁବକ

ବୁଗୁଡ଼ା: ସୁରଟରୁ ସାଇକେଲ ରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି ବୁଗୁଡ଼ା ବ୍ଲକର ଜଣେ ଯୁବକ। ବୁଗୁଡ଼ା ବ୍ଲକ ଏ କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଉକ୍ତ ଯୁବକ ଗାଁରେ ପହଞ୍ଚିଥିଲେ। ଲକଡାଉନ ଯୋଗୁଁ ସେଠାରେ ଖାଇବା ଓ ରହିବାରେ ଅସୁବିଧା ହେବାରୁ…

ଏଣିକି ହ୍ଵାଟସଆପରେ କରିପାରିବେ ସପିଂ; ଖୁବଶୀଘ୍ର ଆସୁଛି ସବୁଠୁ ବଡ ଇ-କମର୍ସ ମଡେଲ

ନୂଆଦିଲ୍ଲୀ: ଏବେ ହ୍ଵାଟସଆପ୍ସ ରେ ଚାଟିଂ କରିବାବେଳେ ସପିଙ୍ଗ ର ମଜା ନେଇପାରିବେ | ଏହି ବର୍ଷ ଆପଣଙ୍କ ଅନଲାଇନ୍ ସପିଙ୍ଗର ବ୍ୟବହାରରେ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି | ହଁ, ଏହା ସତ୍ୟ ଯେ ଖୁବ୍ ଶୀଘ୍ର ଆପଣ ହ୍ଵାଟସଆପ୍ସ ମାଧ୍ୟମରେ ନିକଟସ୍ଥ ଖାଦ୍ୟ ଦୋକାନରୁ ସାମଗ୍ରୀ କିଣିବାର…

‘ମେ ସାୟର ତୋ ନେହିଁ’ ଗୀତରେ ଋଷି କପୁରଙ୍କ ଅନ୍ଦାଜରେ କରନ ଜୋହରଙ୍କ ନୂଆ ଅବତାର  

ମୁମ୍ବାଇ: ଲକଡାଉନ ସତ୍ତ୍ୱେ ସୋସିଆଲ ମିଡିଆରେ ଦର୍ଶକଙ୍କ ପାଇଁ ମନୋରଞ୍ଜନର ଲଗାତାର ବଲିଉଡ ସେଲିବ୍ରିଟି ମାନେ ମନୋରଞ୍ଜନର ଖୋରାକ ଯୋଗାଉଛନ୍ତି । ଋଷି କପୁରଙ୍କ ଆଇକନିକ୍ ଗୀତ ‘ମେ ସାୟାର ତୋ ନାହି’ ଗୀତର ରିମେକ କରି ପୁଣି ଲାଇମଲାଇଟକୁ ଆସିଛନ୍ତି କରନ ଜୋହାର । ଏହି ଭିଡିଓଟିରେ ସେ…

ଟିକଟକ ଆପ୍ସରେ ଆପଲ ଆକାଉଣ୍ଟ, ପ୍ରସ୍ତୁତ କରିବ କ୍ଷୁଦ୍ର ଭିଡିଓ

ନୂଆଦିଲ୍ଲୀ: ଲକଡାଉନ୍ ଏବଂ ବିଶ୍ୱରେ ବିମୁଦ୍ରାକରଣର ଭୟ ମଧ୍ୟରେ ବିଶ୍ୱର ଅନ୍ୟତମ ବୃହତ୍ତମ କମ୍ପାନୀ ଆପଲ୍ ଶେଷରେ ଟିକଟକ୍ ରେ ଏକ ଆକାଉଣ୍ଟ ଖୋଲିଛି। ଲୋକପ୍ରିୟ ସର୍ଟ ଭିଡିଓ ସେୟାରିଂ ପ୍ଲାଟଫର୍ମ ଟିକଟକରେ ଆପଲ୍ ଏକ ଅଫିସିଆଲ୍ ଆକାଉଣ୍ଟ୍ ସୃଷ୍ଟି କରିଛି, କିନ୍ତୁ ଏପର୍ଯ୍ୟନ୍ତ ଏହି ଯାଞ୍ଚ…

ବିଏମସିର ନୂଆ ଗାଇଡଲାଇନ, କଣ କଣ ଖୋଲା ରହିବ ଆଉ କଣ ଖୋଲାଯିବ ନାହିଁ ଆସନ୍ତୁ ନଜର ପକାଇବା

ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଜାରି ହୋଇଥିବା କଟକଣାକୁ କୋହଳ କରିଛି ବିଏମସି । ଏ ନେଇ ଗାଇଡଲାଇନ ଜାରି ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କଣ କଣ ଖୋଲା ରହିବ ଆସନ୍ତୁ ନଜର ପକାଇବା - ଇଲେକ୍ଟ୍ରିକାଲ ଓ ଇଲୋକ୍ଟେ୍ରାନିକ ଉପକରଣ ଯଥା ଏସି, କୁଲର, ୱାଟର…

କଟକରେ ନକଲି ସାନିଟାଇଜର କାରଖାନା ଉପରେ ଚଢ଼ାଉ, ଜଣେ ଗିରଫ

କଟକ: ସିଡିଏ ସେକ୍ଟର-୧୧ ରେ ନକଲି ସାନିଟାଇଜର କାରଖାନା ଠାବ । କୌଣସି ସୂତ୍ରରୁ ଖବର ପାଇ କଟକ ଜୋନ୍ ୧, ୨ ଓ ୩ର ଡ୍ରଗ୍ସ ଇନସ୍ପେକ୍ଟର ଚଢ଼ଉ କରି ଜଣଙ୍କୁ ଗିରଫ କରିଛି । ଜୋନ୍ ୧ ଡ୍ରଗ୍ସ ଇନସ୍ପେକ୍ଟର ଜଗନ୍ନାଥ ମଲ୍ଲିକ, ଜୋନ୍-୨ର ସୁଶାନ୍ତ କୁମାର ସାହୁ ଏବଂ ଜୋନ୍ ୩ ଡ୍ରଗ୍ସ ଇନସ୍ପେକ୍ଟର…