Latest Odisha News

BREAKING NEWS

ବକ୍ସିଂ ଡେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ଶତକ, ଅଷ୍ଟ୍ରେଲିଆ ମାଟିରେ ଦ୍ୱିତୀୟ ସେଞ୍ଚୁରୀ

ଭାରତ-ଅଷ୍ଟ୍ରେଲିଆ ବକ୍ସିଂ ଡେ ଟେଷ୍ଟରେ ଅଧିନାୟକ ଇନିଂସ ଖେଳିଲେ ଆଜିଙ୍କ୍ୟ ରାହାଣେ । ଦ୍ୱିତୀୟ ଦିନରେ ଶତକ ହାସଲ କରିଛନ୍ତି । ଏହା ତାଙ୍କ କ୍ୟାରିୟର ୧୨ତମ ଟେଷ୍ଟ ଶତକ । ଅଷ୍ଟ୍ରେଲିଆ ମାଟିରେ ଦ୍ୱିତୀୟ ଟେଷ୍ଟ ସେଞ୍ଚୁରୀ ହାସଲ କରିଛନ୍ତି ରାହାଣେ । ପୂର୍ବରୁ ୨୦୧୪ରେ ବକ୍ସିଂ ଡେ ଟେଷ୍ଟରେ…

ଇସ୍ରାଏଲ୍ ପିଏମ୍‌ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ; ବିକ୍ଷୋଭକାରୀଙ୍କ ଜୋର୍‌ଦାର୍‌ ପ୍ରଦର୍ଶନ…

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସରକାରୀ ବାସଭବନ ବାହାରେ ହଜାର ହଜାର ଲୋକ ପ୍ରଦର୍ଶନ କରିଥିଲେ। ଶନିବାର ଦିନ ଜେରୁଜେଲମରେ ନେତାନ୍ୟାହୁଙ୍କ ବାସଭବନ ବାହାରେ ବିକ୍ଷୋଭକାରୀମାନେ ଏକାଠି ହୋଇଥିଲେ। ବାସ୍ତବରେ, ନେତାନ୍ୟାହୁଙ୍କ ଉପରେ ଲାଞ୍ଚ ନେବା, ଠକେଇ…

ସ୍ୱପ୍ନାଙ୍କ ସ୍ୱପ୍ନ ସାକର କଲେ ଧମେନ୍ଦ୍ର: ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ !

ଆଜମେର:ରାଜସ୍ଥାନ ଆଜମେରର ଧମେନ୍ଦ୍ର ତାଙ୍କ ପତ୍ନୀ ସ୍ୱପ୍ନା ଅନିଜାଙ୍କୁ ବହୁତ ଭଲ ପାଆନ୍ତି । ୮ମ ବିବାହ ବାର୍ଷିକୀରେ ଧମେନ୍ଦ୍ର ନିଜ ପତ୍ନୀଙ୍କ ପାଇଁ ଜହ୍ନରେ ୩ ଏକର ଜାଗା କିଣିଛନ୍ତି । ବିଶ୍ୱାସ ନ ହେଲେ ବି ସତ । ପତ୍ନୀ ସ୍ୱପ୍ନାଙ୍କ ସ୍ୱପ୍ନ ସାକର କରିଛନ୍ତି ଧମେନ୍ଦ୍ର । ସେ ବି ଏ ଭଳି…

ରାଜ୍ୟରେ ମହାମାରୀ ନେଲା ଆଉ ୪ ଜୀବନ, ମୃତ୍ୟୁସଂଖ୍ୟା ୧,୮୬୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୪ ଜିଲ୍ଲାରୁ ୪ ଆକ୍ରାନ୍ତଙ୍କ ଜୀବନ । ଏମାନଙ୍କ ଭିତରେ ଜଣେ ମହିଳା ଅଛନ୍ତି । କଳାହାଣ୍ଡି ଜିଲ୍ଲାରେ ୪୫ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ୱରରେ ଜଣେ ୩୫ବର୍ଷୀୟ ଯୁବକଙ୍କ ଜୀବନ ନେଇଛି କରୋନା । ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ…

ବଏ୍‌ଫ୍ରେଣ୍ଡ୍‌ ଅଜୁର୍ନଙ୍କ ସହ ମସ୍ତି ମୁଡ୍‌ରେ ଅଭିନେତ୍ରୀ ମଲାଇକା

ନୂଆଦିଲ୍ଲୀ: ମସ୍ତି ମୁଡ୍‌ରେ ଅଭିନେତ୍ରୀ ମଲାଇକା ଅରୋରା। ମଲାଇକା ଏବେ ଗୋଆରେ ତାଙ୍କ ପ୍ରେମିକା ଅର୍ଜୁନ କପୁରଙ୍କ ସହ ଅନ୍ତରଙ୍ଗ ସମୟ ବିତାଉଛନ୍ତି। ତାଙ୍କ ପରିବାର ମଧ୍ୟ ମଲାଇକାଙ୍କ ସହ ଗୋଆରେ ଅଛନ୍ତି। ମଲାଇକା ମଧ୍ୟ ହଲିଡେର କିଛି ଫଟୋ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସେୟାର…

ରାଉରକେଲା ମିନି ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ରାଉରକେଲା: ଡିଭାଇଡରରେ ପିଟି ହୋଇ ମିନି ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ଆଉ ଦୁଇ ଜଣ ଆହତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଆହତ ହୋଇଛନ୍ତି ୬ ଜଣ । ଆହତମାନଙ୍କର ରାଉରକେଲା ଆର୍‌ଜିଏଚ୍‌ରେ ଚିକିତ୍ସା…

କରୋନା ଶେଷ ମହାମାରୀ ନୁହେଁ; ‘ହୁ’

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କରୋନା ସଙ୍କଟ ଚରମ ମହାମାରୀ ନୁହେଁ। ହୁ ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରିଆସିସ୍ ଜଳବାୟୁ ପରିବର୍ତ୍ତନ ଏବଂ ପଶୁ କଲ୍ୟାଣର ସମ୍ମୁଖୀନ ନ ହୋଇ ମାନବ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପ୍ରୟାସକୁ 'ଅଦରକାରୀ' ବୋଲି ବର୍ଣ୍ଣନା କରିଛନ୍ତି।…

ଆଜିଠୁ ବାରବାଟୀରେ OCL ଟି-ଟ୍ୱେଣ୍ଟି: ମୁହାଁମୁହିଁ ହେବେ ୬ଟି ଟିମ୍

କଟକ: ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏ) ଆନୁକୂଲ୍ୟରେ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍ (ଓସିଏଲ୍‌) ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହେଉଛି । ପ୍ରତିଯୋଗିତାରେ ଖେଳିବେ ମୋଟ ୬ ଦଳ । ଓଡ଼ିଶା ଲାୟନ୍‌ସ, ଓଡ଼ିଶା ଟାଇଗର୍ସ ଓଡ଼ିଶା ଚିତାଜ୍, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୪ ଲକ୍ଷରୁ ଅଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମହାମାରୀ କରୋନାର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଏଥି ସହିତ ସଂକ୍ରମିତ ଲୋକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ, ବିଶ୍ୱରେ ୪ ଲକ୍ଷ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ସମଗ୍ର ବିଶ୍ୱରେ କରୋନା…

ଆଉ ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବ୍ରିଟେନ ଫେରନ୍ତା କରୋନା ସଂକ୍ରମିତ ହେଉଛନ୍ତି । ଆଉ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି ୩ ଜଣ ବ୍ରିଟେନ ଫେରନ୍ତା । ଭୁବନେଶ୍ୱରରେ ୪ ବର୍ଷୀୟ ଝିଅର ବାପା ବି ପଜିଟିଭ…