ଜାଣନ୍ତୁ, କେମିତି କଟିବ ଆଜିର ଦିନ
ରାଶିଫଳ
ତା ୨୭-୧୨-୨୦୨୦ ରବିବାର
ଆଜିର ମହତ୍ତ୍ୱ
ଆଜି ୨୦୨୦ ମସିହା ଡିସେମ୍ବର ତା ୨୭ ରିଖ ରବିବାର ଧନୁ ୧୩ ଦିନ ମାର୍ଗଶିର ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର
ଘାତ ବାର:-ମେଷ ରାଶିର
ଘାତ ଚନ୍ଦ୍ର :- ବିଛା ରାଶି ପୁରୁଷଙ୍କର
ନିଷେଧ ଖାଦ୍ୟ :-…