Latest Odisha News

BREAKING NEWS

ଓଡ଼ିଶା ଫେରିବାକୁ ୪୮ ଘଣ୍ଟାରେ ୪.୮୬ ଲକ୍ଷ ପ୍ରବାସୀ କଲେ ପଞ୍ଜିକରଣ

ଭୁବନେଶ୍ୱର: ମେ ୩ ତାରିଖ ଯାଏଁ ରହିଛି ଲକ୍ଡ଼ାଉନ୍ ଅବଧି । ଏହି ଲକ୍ଡ଼ାଉନ୍ ଉଠିଯିବାପରେ ଓଡ଼ିଶାକୁ ଆସିବେ ପ୍ରବାସୀ । ନିଜ ରାଜ୍ୟକୁ ଫେରିବାକୁ ଉତ୍ସୁକତାର ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ ପ୍ରବାସୀ । ଗତ ୪୮ ଘଣ୍ଟା ମଧ୍ୟରେ ୪.୮୬ ପ୍ରବାସୀ ଘରକୁ ଫେରିବା ଲାଗି ଓଡ଼ିଶା ସରକାରଙ୍କ…

କୋରାପୁଟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ; ପୋଡ଼ାଗଡ଼ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷିତ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଳକରେ ଜଣେ ୨୨ ବର୍ଷିୟ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୋମବାର ଦିନ ପୋଡ଼ାଗଡ଼ ପଞ୍ଚାୟତ ଏବଂ ଏହାର ୩ କିଲୋମିଟର ପରିବ୍ୟପ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷିତ କରିଛନ୍ତି । ଏହାବ୍ୟତୀତ,…

ସୁସ୍ଥ ହୋଇଥିବା ରୋଗୀଙ୍କ ଠାରୁ ବ୍ୟାପିବନି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରୁ ସଂକ୍ରମଣ ବ୍ୟାପିବ ନାହିଁ । ବରଂ ପ୍ଲାଜମା ଚିକିତ୍ସା ମାଧ୍ୟମରେ ସେମାନଙ୍କ ଦ୍ୱାରା ଅନ୍ୟମାନେ ଆରୋଗ୍ୟ ହୋଇପାରିବେ । ଏଣୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର ହେବା ଆବଶ୍ୟକ…

ଡାକ୍ତରଙ୍କ ଦି ସଙ୍ଗ ଅଫ ହୋପ୍ ଲୋକଙ୍କ ମନ କିଣୁଛି

ନୂଆଦିଲ୍ଲୀ: କରୋନା ଭାଇରସ ଏବେ ସମସ୍ତଙ୍କ ମନକୁ ଭୟଭୀତ କରି ରଖିଛି କହିଲେ ଭୁଲ ହେବ ନାହିଁ । ଏହି ରୋଗ ଏବଂ ଭୟରୁ ଆମକୁ ମୁକୁଳାଇବାରେ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ଭୂମିତର ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ମନୋବଳ ବଢ଼ାଇବା ପାଇଁ ୬୦ ଜଣ ଡାକ୍ତର ମିଶି ପ୍ରସ୍ତୁତ କରିଛନ୍ତି ଦି ସଙ୍ଗ ଅଫ…

ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର

ପୁରୀ: ପଞ୍ଚଭୂତରେ ଲୀନ ହୋଇଛି ପ୍ରସିଦ୍ଧ ଓଡ଼ିଆ ନାଟ୍ୟକାର ତଥା ସଂଳାପ ଲେଖକ ବିଜୟ ମିଶ୍ରଙ୍କର ମର ଶରୀର । ରାଜ୍ୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ଆଜି ସମ୍ପନ୍ନ ହୋଇଛି ତାଙ୍କ ଶେଷ କୃତ୍ୟ । ରବିବାର ଦିନ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ…

ଲକଡାଉନର ଖାଲି ସମୟରେ ଇଟାଲୀର ଜଣେ ଛାତ୍ର ପ୍ରସ୍ତୁତ କଲେ କରୋନା ଭାଇରସ ଭିଡିଓ ଗେମ୍

ମିଲାନ: କରୋନା ଭାଇରସ ଯୋଗୁ ଅନେକ ସ୍ଥାନରେ ଲକଡାଉନ କରାଯାଇଛି । ଏଥିରୁ ମିଳୁଥିବା ଖାଲି ସମୟରେ ଇଟାଲୀର ଜଣେ ଛାତ୍ର କରୋନା ଭାଇରସ ଭିଡିଓ ଗେମ୍ ପ୍ରସ୍ତୁତ କରିଛନ୍ତି । ଇଟାଲୀର ମିଲାନ ସହର ଉପକଣ୍ଠରେ ରହୁଥିବା ଇଟାଲୀର ୯ ବର୍ଷୀୟ ବାଳକ ଲୁପୋ ଡାଟୁରୀ ହେଉଛନ୍ତି ଚତୁର୍ଥ ଶ୍ରେଣୀର ଛାତ୍ର ।…

ବନ୍ଧୁତାର ସଂଯୋଗ: ଗୋଟିଏ ତାରିଖରେ ମୃତ୍ୟୁବରଣ କରିଥିଲେ ଫିରୋଜ ଓ ବିନୋଦ

ମୁମ୍ବାଇ: ବଲିଉଡର ଦୁଇ ମହାନ ନାୟକ ଫିରୋଜ ଖାଁ ଓ ବିନୋଦ ଖାନ୍ନାଙ୍କ ଆଜିର ଦିନ (୨୭ ଏପ୍ରିଲ)ରେ ମୃତ୍ୟୁବରଣ କରିଥିଲେ । ଆଜି ସେମାନଙ୍କ ମୃତ୍ୟୁ ବାର୍ଷିକୀ । ଏହି ଦୁଇଜଣଙ୍କ ବନ୍ଧୁତା ଏବେ ମଧ୍ୟ ଲୋକମୁଖରେ ରହିଛି । ଫିରୋଜ ୨୭ ଏପ୍ରିଲ ୨୦୦୯ରେ ଏବଂ ବିନୋଦ ୨୭ ଏପ୍ରିଲ ୨୦୧୭ରେ ପ୍ରଶଂସକଙ୍କୁ…

ଭଦ୍ରକରେ ସାରା ଜିଲ୍ଲାର କରୋନା ସ୍ଥିତି ତଦାରଖ କରିବେ ବରିଷ୍ଠ ଅଧିକାରୀ

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ବ୍ଳକରେ କୋରନା ସ୍ଥିତିର ତଦାରଖ କରିବାକୁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ଜିଲ୍ଲାପାଳ…

ନାବାଳକଙ୍କ ଉପରୁ ମୃତ୍ୟୁ ଦଣ୍ଡାଦେଶ ଉଠାଇଲା ସାଉଦି ଆରବ

ରିୟାଦ:ସାଉଦି ଆରବ ରାଜା ସଲମାନ ସୋମବାର ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହା ଅନୁସାରେ ଆଗକୁ ସାଉଦି ଆରବରେ କୌଣସି ନାବାଳକଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯିବ ନାହିଁ । ପୂର୍ବରୁ ସର୍ବସମ୍ମୁଖରେ ବେତ ପ୍ରହାର ଦଣ୍ଡକୁ ମଧ୍ୟ ସେ ଉଠାଇ ଦେଇଥିଲେ । ରିପୋର୍ଟ ମୁତାବକ କ୍ରାଉନ ପ୍ରିନ୍ସ…

କିମ ଜୋଙ୍ଗଙ୍କ ଉପରୁ ରହସ୍ୟର ପର୍ଦ୍ଦା ଉଠୁନାହିଁ, ଦକ୍ଷିଣ କୋରିଆ କହିଲା ସୁସ୍ଥ ଅଛନ୍ତି

ସିଓଲ: ଉତରକୋରିଆର ବିବାଦୀୟ ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ (୩୬)ଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଉଠିଥିବା ରହସ୍ୟର ପର୍ଦ୍ଦା ଏ ପର୍ଯ୍ୟନ୍ତ ଉଠି ନାହିଁ । କେତେକ ସେ ମୃତ୍ୟୁବରଣ କରିଥିବା କହୁଥିବା ବେଳେ ଅନ୍ୟମାନେ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ଉତରକୋରିଆର ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ…