କରୋନା ମୁକାବିଲା: ଢେଙ୍କାନାଳରେ ୧୫ ନିଜାମୁଦ୍ଦିନ ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ
ଢେଙ୍କାନାଳ: ନୂଆଦିଲ୍ଲୀର ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇ ଢେଙ୍କାନାଳ ଫେରିଥିବା ୧୫ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସୂଚନା ପ୍ରଦାନ କରିଛନ୍ତି ।
ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଦେଇଥିବା ସୁଚନା ଅନୁଯାୟୀ, ଏହି ୧୫ ଜଣ ବ୍ୟକ୍ତି…