Latest Odisha News

ରାଜ୍ୟରେ ୮୭୯୬.୬୧ କୋଟି ମୂଲ୍ୟର ୧୨ ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ଟି ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଏବଂ ୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପର ଗୁଡିକର ଅଟକଳ ପ୍ରାୟ ୮୭୯୬.୬୧ କୋଟି ଟଙ୍କା ରହିଛି । ଏହାଦ୍ୱାରା ରାଜ୍ୟରେ ନୂତନ ଭାବେ…

ଜାଣନ୍ତୁ, ଭାରତର କେଉଁ ଜେଲରେ ଅଛନ୍ତି ସର୍ବାଧିକ ଉଚ୍ଚଶିକ୍ଷିତ କଏଦୀ ?

ଉତ୍ତରପ୍ରଦେଶ: କୌଣସି ସେଲିବ୍ରିଟି କିମ୍ବା ରାଜନେତା ଜେଲରେ କଏଦୀ ଭାବେ ରହିବା କିଛି ନୂଆ କଥା ନୁହେଁ । ହେଲେ କୌଣସି ଜେଲରେ ସର୍ବାଧିକ ଉଚ୍ଚଶିକ୍ଷିତ କଏଦୀ ରହିବା ନିଶ୍ଚିତ ଭାବେ ଏକ ଅନନ୍ୟ ଘଟଣା କିମ୍ବା ରେକର୍ଡ କହିଲେ ଭୁଲ ହେବନି । ଉତ୍ତରପ୍ରଦେଶର ଜେଲଗୁଡିକରେ ଭର୍ତ୍ତି ଅଛନ୍ତି…

ଅନାଲୋଚିତ କୀର୍ତ୍ତିରାଜି ବାଲିନଅରର ମୂକସାକ୍ଷୀ ସାଜିଛନ୍ତି ବାବା ଅଷ୍ଟଶମ୍ଭୁ ଓ ମା’ଶ୍ୟାମାକାଳୀଙ୍କ ମନ୍ଦିର

ପୁରୀ : ପୁରୀର ଗଜପତି ମହାରାଜାଙ୍କ ‘ବାଲିନଅର’ ତଥା ‘ପୁରୁଣା ନଅର’ଏକ ଅନାଲୋଚିତ କୀର୍ତ୍ତିରାଜି ।  ପୋତାପୋତି ଓ ରାସ୍ତ ନିର୍ମାଣରେ ସବୁ କିଛି ଲୁଚି ଯାଉଛି ଆସନ୍ତୁ ଜାଣିବା ଏହାର ଐତିହ୍ୟ ସମ୍ପର୍କରେ । ବାବା ଅଷ୍ଟଶମ୍ଭୁ ଓ ମା’ଶ୍ୟାମାକାଳୀଙ୍କ ମନ୍ଦିର ଏହି ନହରର ମୂକସାକ୍ଷୀ ।…

ପଞ୍ଜାବ ବିପକ୍ଷରେ ହାଇଦ୍ରାବାଦର ଆଗ ବ୍ୟାଟିଂ

ଦୁବାଇ: ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ୍ ଜିତି ସନରାଇଜର୍ସ ଅଧିନାୟକ ଡେଭିଡ ୱାର୍ଣ୍ଣର ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଆଜି ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି । କେଏଲ ରାହୁଲଙ୍କ ପଞ୍ଜାବ  ଏଯାଏ ୫ଟି ମ୍ୟାଚ୍…

ଲାଞ୍ଚ ନେଇ ଧରାପଡିଲେ ପ୍ରିନ୍ସପାଲ

ବ୍ରହ୍ମପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ କୁକୁଡାଖଣ୍ଡି ଯୁକ୍ତ ୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜିଆରଏଫ ଏମ୍ ଟୁନା ପାତ୍ର(୫୪)। ଜିପିଏଫ ବିଲ୍ ପଠାଇବା ପାଇଁ ପଦାର୍ଥ ବିଜ୍ଞାନ ଡେମୋନଷ୍ଟ୍ରେଟର ବସନ୍ତ କୁମାର ଜେନାଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ…

ଦକ୍ଷିଣ ଆଫ୍ରିକା କ୍ରିକେଟର ଫିଲାଣ୍ଡରଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

କେପଟାଉନ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଭେର୍ଣ୍ଣନ ଫିଲାଣ୍ଡରଙ୍କ ଭାଇ ଟାଇରୋନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ତାଙ୍କ ପଡୋଶୀଙ୍କୁ ପାଣି ଦେବାକୁ ଯାଉଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କ ମାଆ ଏହି ଦୃଶ୍ୟ ନିଜ ଆଖିରେ ଦେଖିଛନ୍ତି । ହତ୍ୟାକରୀ ଫେରାର…

ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡ ଘଟଣା; ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବ IOCL

ଭୁବନେଶ୍ୱର: ରାଜଧାନୀ ସ୍ଥିତ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବୁଧବାର ଦିନ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ଗରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛି ଭାରତୀୟ ତୈଳ ନିଗମ ଲିମିଟେଡ୍ (ଆଇଓସିଏଲ୍)। ଏହି ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଏବଂ ଗୁରୁତର…

ରାଜଧାନୀ ନାବାଳିକା ଗଣ ଦୁଷ୍କର୍ମ ମାମଲା; କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

ଭୁୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର । କ୍ରାଇମବ୍ରାଞ୍ଚ ର ଏକ ସ୍ୱତନ୍ତ୍ର ଟିମ୍ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନୁସାରେ, କ୍ରାଇମବ୍ରାଞ୍ଚର ଏକ ଟିମ ଓଟିଭି ଅଫିସରେ ପହଞ୍ଚି…

ସ୍କୁଲ୍ ଖୋଲିବାକୁ ସରକାରଙ୍କ ପ୍ରସ୍ତୁତି!

ଭୁବନେଶ୍ୱର: ସ୍କୁଲ୍ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଏଥିପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିଜ ନିଜ ହେଡ଼ କ୍ୱାର୍ଟର ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦିଆଯାଇଛି। କୋଭିଡ ଯୋଗୁଁ ଦୀର୍ଘ ୬ ମାସ ଧରି ବିଦ୍ୟାଳୟ ବନ୍ଦ ରହିଛି । ତେଣୁ ବିଦ୍ୟାଳୟ ପରିସରକୁ…

କରୋନା ଟୀକା ନଆସିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶ 

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗୁରୁବାର ଶୁଭାରମ୍ଭ ହୋଇଥିବା ଏକ ଜନଆନ୍ଦୋଳନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ସାମିଲ ହୋଇ ଓଡ଼ିଶାବାସୀଙ୍କୁ ଏହି ଜନଆନ୍ଦୋଳନରେ ସାମିଲ ହେବାକୁ ନିବେଦନ କରିଛନ୍ତି । ମାସ୍କକୁ…