କୃଷି ବିଲ୍କୁ ନେଇ ବିଜେପିର ନୂଆ ଯୋଜନା; ଚାଷୀଙ୍କୁ ବୁଝାଇବ କୃଷି ନିୟମ; ଆଗାମୀ ଦିନରେ ହେବ ୭୦୦ ସାମ୍ବାଦିକ…
ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ କୃଷି ନିୟମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ବେଳେ ଶୁକ୍ରବାର ଯାତ୍ରୀଙ୍କ ଯାତାୟାତ ନିମନ୍ତେ ମାର୍ଗଗୁଡିକୁ ସୀମିତ ରଖାଯାଇଥିଲା। ତେବେ ଏହି ପ୍ରଦର୍ଶନ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଲାଗି ରହିଛି। ଆଜି କୃଷକଙ୍କ ଆନ୍ଦୋଳନର…