Latest Odisha News

BREAKING NEWS

ଜନତା କର୍ଫ୍ୟୁ ପ୍ରଭାବ: ୩ ବର୍ଷ ମଧ୍ୟରେ ସବୁଠୁ ସ୍ୱଚ୍ଛ ପବନରେ ନିଶ୍ୱାସ ନେଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ରବିବାର ୨୨ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପି ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ। ଏହାକୁ ସଫଳତାର ସହ ଦେଶବାସୀ ପାଳନ କରିଛନ୍ତି । ଦେଶ ମୁଖିଆଙ୍କ କଥା ମାନି ଏହି ମାରାତ୍ମକ ରୋଗ ଉପରର…

କରୋନାଭାଇରସ ପ୍ରଭାବ; ଖସିଲା ସେନସେକ୍ସ, ୪୫ମି. ଅଟକିଲା କାରବାର

ନୂଆଦିଲ୍ଲୀ: ‘କରୋନାଭାଇରସ’ ଧୀରେ ଧୀରେ ବିଭିନ୍ନ ରାଷ୍ଟ୍ରକୁ କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ମଧ୍ୟ ପଡୁଛି । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ସେୟାର ବଜାରରେ ନିବେଶକମାନେ ବହୁ କ୍ଷତି ସହିଛନ୍ତି । କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ…

କୋଭିଡ-୧୯: “ମି ଠୁ” ମାମଲାରେ ଦଣ୍ଡ ଭୋଗିଥିବା ଏହି ଚଳଚ୍ଚିତ୍ର ନିର୍ମାତାଙ୍କ ରିପୋର୍ଟ ପଜେଟିଭ

ୱାଶିଂଟନ୍: "ମି ଠୁ" ମାମଲାରେ ଦଣ୍ଡ ଭୋଗୁଥିବା ହଲିଉଡ଼ ଚଳଚ୍ଚିତ୍ର ନିର୍ମାତା ହାର୍ଭେ ୱେନଷ୍ଟାଇନଙ୍କ ଠାରେ କରୋନାଭାଇରସ୍ ଥିବା ଜଣାପଡିଛି । ୱେନଷ୍ଟାଇନ ଆମେରିକାରେ କୋଭିଡ-୧୯ ପରୀକ୍ଷା କଟିଥିଲେ ଯାହାର ରିପୋର୍ଟ ପଜିଟିଭ୍ ଆସିଥିବା ଆମେରିକାର ଗଣମାଧ୍ୟମ ପ୍ରକାଶ କରିଛି । ଯୌନ…

ହାତରେ ଟଙ୍କା ଧରୁଥିଲେ ଭଲଭାବେ ହ୍ୟାଣ୍ଡୱାସ କରନ୍ତୁ: ଆଇବିଏ

ମୁମ୍ବାଇ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଭିନ୍ନ ରାଷ୍ଟ୍ରକୁ କାୟା ବିସ୍ତାର କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅବସରରେ ଭାରତୀୟ ବ୍ୟାଙ୍କ ଆସୋସିଏସନ (ଆଇବିଏ) ମଧ୍ୟ ଜନସାଧାରଣଙ୍କୁ ସଚେତନ ଲାଗି ଆଗଭର ହୋଇଛି । ଜାତୀୟ…

କୋଭିଡ-୧୯: ଲକଡାଉନ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ, ଉଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଶ୍ୱ ତଥା ଦେଶରେ କରୋନାର ପ୍ରଭାବ ଜାରି ରହିଛି । ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୪୧୫ କୁ ବୃଦ୍ଧି ପାଇଛି । ଏହି ମାରାତ୍ମକ ଭୂତାଣୁର ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତ ସରକାର ରାଜ୍ୟଗୁଡିକୁ ଲକଡାଉନ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ…

ଲକଡାଉନ୍ କରୋନାଭାଇରସ ମୁକାବିଲା ଲାଗି ଯଥେଷ୍ଟ ନୁହେଁ: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ପ୍ରାୟ ୧୯୨ ରାଷ୍ଟ୍ରକୁ ବ୍ୟାପୁଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ହେଲେ କେବଳ ଲକଡାଉନ ଏହି ସଂକ୍ରମଣକୁ ରୋକିବା ଲାଗି ଯଥେଷ୍ଟ ନୁହେଁ । ଏନେଇ ବିବିସି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ବିଶ୍ୱ…

କୋଭିଡ-୧୯: ମହାରାଷ୍ଟ୍ରରେ ୮୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ: ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ କୋଭିଡ-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ୍ ହୋଇଥିବା ଅଧିକାରୀ ମାନେ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଦେଇଥିବା ସୂଚନା ଅନୁସାରେ ଭାରତରେ ମୋଟ…

ଫ୍ଲାଇଟରେ ଥିଲେ କରୋନା ସଦିଗ୍ଧ, କକପିଟ ଦେଇ ଡେଇଁ ପଳାଇଲେ ପାଇଲଟ୍‌

ନୂଆଦିଲ୍ଲୀ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଭିନ୍ନ ରାଷ୍ଟ୍ରକୁ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଦିନକୁ ଦିନ ଜନସାଧାରଣମାନେ ପରସ୍ପର ଠାରୁ ଦୂରତା ବଜାୟ ରଖିବା ସହ ଆତଙ୍କିତ ହୋଇପଡିଛନ୍ତି । ନିକଟ ଅତିତରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଜାଣିଲେ ଆପଣ ଏକପ୍ରକାର…

ଅଜାଣତରେ ଏହି ଭୁଲ ଯୋଗୁଁ ଦ୍ରୁତ ଗତିରେ ବ୍ୟାପୁଛି କରୋନା; ଜାଣନ୍ତୁ ଓ ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ ସହ ଲଢ଼ିବା ପାଇଁ ପ୍ରତ୍ୟେକ ଲୋକ ପ୍ରସ୍ତୁତି କରୁଛନ୍ତି । ନିଜକୁ ଭାଇରସ ଦାଉରୁ ରକ୍ଷା କରିବା ପାଇଁ ସାନିଟାଇଜର ଓ ମୁହଁରେ ମାସ୍କର ବ୍ୟବହାର କରୁଛନ୍ତି । ଏହାପରେ ମଧ୍ୟ ଆମେ ପ୍ରତିଦିନ ଏମିତି କିଛି ଭୁଲ କରୁଛେ, ଯାହା ଭାଇରସକୁ ସହଜରେ ସଂକ୍ରମଣ କରିବାକୁ…

ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର: କରୋନା ଭୂତାଣୁ ସହ ମୁକାବିଲା ପାଇଁ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ଆସନ୍ତା ୩୧ ଯାଏଁ ବନ୍ଦ କରାଯାଇଛି । କରୋନାଭାଇରସର ଭୟାବହତାକୁ ଦେଖି ସପ୍ତାହବ୍ୟାପୀ ଘରୋଇ ବସ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ…