କରୋନା ଭୟ: ହୋଲି ପାଳନ କଲେ ନାହିଁ ସୋନାକ୍ଷୀ
ମୁମ୍ବାଇ: ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଚଳିତ ବର୍ଷ ତାଙ୍କର ପ୍ରିୟ ହୋଲି ପର୍ବ ପାଳନ କରିନାହାନ୍ତି।
ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି। ପ୍ରଶଂସକମାନଙ୍କୁ ହୋଲିରେ ଅଭିନନ୍ଦନ ଜଣାଇବା ପାଇଁ ସେ ମଙ୍ଗଳବାର ଦିନ ତାଙ୍କର ଏକ ପୁରୁଣା ଫଟୋ ସେୟାର…