ବିଲେଇ ବେକରେ ଆଇଡିକାର୍ଡ; ଜାଣନ୍ତୁ କରୁଛି କେଉଁ ଚାକିରୀ
ନୂଆଦିଲ୍ଲୀ: ଯେକୌଣସି କମ୍ପାନୀରେ ଚାକିରୀ କଲେ କମ୍ପାନୀ ତରଫରୁ ଆଇଡି କାର୍ଡ ମିଳିବା ଅତି ସାଧାରଣ କଥା। ତେବେ ଆଣେ ଯଦି ଆପଣଙ୍କୁ କହିବୁ ଯେ ମଣିଷ ଭଳି ଏକ ବିଲେଇକୁ ଚାକିରୀ ସହ ନିଜ ପରିଚୟ ପାଇଁ ମିଳିଛି ଆଇଡ଼କାର୍ଡ। ତେବେ କ'ଣ ଆପଣ ବିଶ୍ୱାସ କରିବେ? ମାତ୍ର କଥାଟି ସତ...
ଏଭକି ଏକ…