ଆସନ୍ତାକାଲି ୧୪ଟି ଜିଲ୍ଲାରେ ବର୍ଷା ଆଶଙ୍କା
ଭୁବନେଶ୍ୱର: ଆସନ୍ତାକାଲି ତଥା ହୋଲି ଉତ୍ସବରେ ଓଡିଶାର ୧୪ ଟି ଜିଲ୍ଲାରେ ବର୍ଷା ହେବାନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି ।
ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରର ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଧିକାରୀ ମଦନ ମୋହନ ଦାସ କହିଛନ୍ତି ଯେ…