Latest Odisha News

BREAKING NEWS

ବହୁଚର୍ଚ୍ଚିତ ସୁବର୍ଣ୍ଣପୁର ହତ୍ୟାକାଣ୍ଡର ଖୋଲିଲା ଗୁମର !

ସୁବର୍ଣ୍ଣପୁର: ଶେଷରେ ସାମ୍ନାକୁ ଆସିଲା ହତ୍ୟାକାରୀ । ଶାନ୍ତିରେ ନିଃଶ୍ୱାସ ମାରିଲା ପ୍ରଶାସନ ଓ ସାଧାରଣ ଜନତା । ଫିଟିଲା ବହୁଚର୍ଚ୍ଚିତ ମୁଣ୍ଡ ବିହୀନ ମୃତଦେହର ଗୁମର । ତେବେ କିଏ ଓ କାହିଁକି ଘଟାଇଥିଲା ଏପରି ନିର୍ମମ ହତ୍ୟାକାଣ୍ଡ ? ଶନିବାର ଲୁତୁରପଙ୍କ ନିକଟରେ ଏକ ବିଲରୁ ମିଳିଥିଲା…

ଗୋଟିଏ ଜେଲରେ ରିୟା ଓ ଇନ୍ଦ୍ରାଣୀ ମୁଖାର୍ଜୀ, ବାଇକୁଲା ଜେଲ୍ ବିଷୟରେ ଜାଣନ୍ତୁ

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ଡ୍ରଗ୍ସ ଲିଙ୍କରେ ଗିରଫ ରିୟା ଚକ୍ରବର୍ତ୍ତୀ ଏବେ ବାଇକୁଲା ଜେଲରେ ଦିନ କାଟୁଛନ୍ତି । ସେହି ଜେଲରେ ରହୁଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ । ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ । ନିଜ ଝିଅ ସିନା ବୋରାଙ୍କୁ…

କାହିଁକି ବଦଳିଲେ ଯାଜପୁର ଜିଲ୍ଲାପାଳ ?

ଯାଜପୁର: ବଦଳିଲେ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ । ତାଙ୍କ ସ୍ଥାନରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ନୂଆ ନିଯୁକ୍ତି ମିଳିଛି । କାହିଁକି ବଦଗଳିଲେ ରଞ୍ଜନ ଦାସ, ଏହାକୁ ନେଇ ଏବେ ଚର୍ଚ୍ଚା । ଯାଜପୁର ଜିଲ୍ଲାରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ବଢ଼ିବାରେ…

ପୁଣି ପଡିଆକୁ ଫେରିବେ ଯୁବରାଜ !

ମୋହାଲୀ: ଭାରତୀୟ କ୍ରିକେଟର ଦଳର ଷ୍ଟାର ଖେଳାଳି ଯୁବରାଜ ସିଂ କିଛି ଦିନ ତଳେ କ୍ରିକେଟରୁ ସନ୍ୟାସ ନେଇଥିଲେ । ଏବେ ସେ ଏଥିରୁ ଓହରି ପୁନର୍ବାର ଖେଳ ଜାରି ରଖିବା ପାଇଁ ମନ ବଳାଇଛନ୍ତି । ଏଥିନେଇ ସେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ପତ୍ର ଲେଖି ଅନୁମତି…

ଅନୁଭବ ମହାନ୍ତିଙ୍କ ସପକ୍ଷରେ ବାହାରିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ବିଚ୍ଛେଦକୁ ନେଇ ବାକବିତର୍କ ଲାଗି ରହିଛି । ଏଭଳି ସମୟରେ ଅନୁଭବଙ୍କ ସପୋର୍ଟରେ ବାହାରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।…

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ କେଉଁଠିକୁ ବଦଳି ?

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ବଦଳିଲେ ଯାଜପୁର, ଅନୁଗୋଳ, ନୂଆପଡା ଓ ବଲାଙ୍ଗିର ଜିଲ୍ଲାପାଳ । ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ । ତାଙ୍କ ସ୍ଥାନରେ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଯାଜପୁର…

ଏକ ମୋଟର ସାଇକେଲ ର‌୍ୟାଲି ଆମେରିକାରେ କରୋନାର ସୁପର ସ୍ପ୍ରେଡର ସାଜିଥିଲା: ରିପୋର୍ଟ

ୱାଶିଂଟନ:ସାନଡିଏଗୋ ଷ୍ଟେଟ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଆମେରିକାରେ କରୋନା ବ୍ୟାପିବାର କାରଣ ଭାବେ ଏକ ମୋଟର ସାଇକେଲ ରାଲୀକୁ ଦାୟୀ କରିଛି । ଜୁନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆୟୋଜିତ ହୋଇଥିବା ରାଜନୈତିକ ର‌୍ୟାଲୀର ସର୍ଭେ କରାଯାଇଥିଲା। ଅଗଷ୍ଟ ୭ରୁ ୧୬…

ଭାରତୀୟ ବାୟୁ ସେନାରେ ଗୁରୁବାର ସାମିଲ ହେବ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍

ନୂଆଦିଲ୍ଲୀ: ଅମ୍ବାଲା ସ୍ଥିତ ବାୟୁସେନା ଘାଟିଠାରେ ଗୁରୁବାର ଦିନ ଏକ ସମାରୋହରେ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ରାଫେଲ୍ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ୧୭ତମ ସ୍କ୍ୱାର୍ଡ଼ନ “ଗୋଲଡେନ ଆରୋ”ର ଅଂଶ ଭାବେ ସାମିଲ ହେବାକୁ ଯାଉଛି।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧୧୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୧୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୩୧୧୦ ଜଣଙ୍କ ମଧ୍ୟରୁ ସର୍ବାଧିକ ୧୦୨୩ ଜଣ ଖୋର୍ଦ୍ଧାରୁ, ୨୧୫ ଜଣ ପୁରୀରୁ, ୨୦୨ ଜଣ କଟକରୁ, ୧୫୪ ଜଣ…

[ଭିଡ଼ିଓ] ଠାବ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ଜାହାଜ !

ଭୁବନେଶ୍ୱର: ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଲଢୁଆ ପାଣିଜାହାଜ । ଆଉ ତା ପୁଣି ୮୦ ବର୍ଷ ପରେ । ଉଦ୍ଧାର ହୋଇଥିବା ଜାହାଜଟି ଜର୍ମାନୀର ବୋଲି ଜଣାପଡିଛି । ଏକ ସମୁଦ୍ର ଛାନବିନ୍ ଦଳ ଜର୍ମାନୀ ଲଢୁଆ ପାଣି ଜାହାଜର ଭଗ୍ନାବଶେଷକୁ ଠାବ କରିବାରେ ସଫଳ ହୋଇଛନ୍ତି । ପୁରୁଣା ଫଟୋ, ସୋନାର୍…