Latest Odisha News

BREAKING NEWS

ବହୁ ପ୍ରତୀକ୍ଷାର ଅନ୍ତ ପରେ ସାନିଆ, ପୁଅ ଇଜହାନଙ୍କୁ ଭେଟିଲେ ସୋଏବ

ନୂଆଦିଲ୍ଲୀ: କରୋନା ଭାଇରସ ଏବଂ ଲକଡାଉନ କଟକଣା ଯୋଗୁ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ପରସ୍ପରଠାରୁ ଦୀର୍ଘ ଦିନ ଧରି ଅଲଗା ରହିଥିଲେ । ଏହାର ମୂଖ୍ୟ କାରଣ ହେଲା ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା । ଜୁଲାଇରେ ପତ୍ନୀ ଓ ପୁତ୍ର ଇଜହାନଙ୍କୁ…

ଭାରତରେ ପାକିସ୍ତାନୀ ପତାକା ଉତ୍ତୋଳନ, ହ୍ୟାଣ୍ଡ ଗ୍ରେନେଡ ଜବତ !

ଜାମ୍ମୁ ଓ କାଶ୍ମୀର: ରହୁଛନ୍ତି ଓ ଖାଉଛନ୍ତି ଭାରତରେ । ହେଲେ ଗୁଣ ଗାଉଛନ୍ତି ପାକିସ୍ତାନର । ଏପରିକି ଭାରତ ମାଟିରେ ବି ପାକିସ୍ତାନୀ ପତାକା ଉତ୍ତୋଳନ କରିବାର ଧ୍ରୁଷ୍ଟତା କରିଥିଲେ । ହେଲେ ଖବର ପାଇ ମାମଲାରେ ସଂପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ମଙ୍ଗଳବାର ଜାମ୍ମୁ ଓ…

ବଡ ଷଡଯନ୍ତ୍ର ଲକ୍ଷ୍ୟରେ ଚୀନ, ସୀମାରେ ଠୁଳ କଲାଣି ସୈନ୍ୟ ଓ ବମ୍ବର୍ସ

ନୂଆଦିଲ୍ଲୀ: ଚୀନ ସେନା ପିଏଲଏ କିଛି ବଡ ଧରଣର ଷଡଯନ୍ତ୍ର ରଚିବା ଆରମ୍ଭ କରୁଛି । ରିପୋର୍ଟ ମୁତାବକ ଚୀନ ଭାରତ ସୀମା ନିକଟରେ ଦେଶର ବିଭିନ୍ନ ସ୍ଥାନରୁ ସୈନ୍ୟ ଆଣି ଠୁଳ କରିବାରେ ଲାଗିଛି । ଏଥିରେ ବଡ ବଡ ଗାଡି, ବମ୍ବର୍ସ, ସ୍ପେଶାଲ ଫୋର୍ସର ସୈନ୍ୟ ଏବଂ ଅନ୍ୟ ଯୁଦ୍ଧ ସାମଗ୍ରୀ । ପଠାରୀ…

ବଜ୍ରାଘାତରେ ଗଲା ୫ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ଘଟିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବଜ୍ରପାତରେ ୧୦ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ ଜଣ, ବରଗଡ଼ ଜିଲ୍ଲାରୁ ୨ ଜଣ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଅଛନ୍ତି । ସୂଚନା…

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଦିଲ୍ଲୀପ ଶତପଥି ଥିଲେ ଅଜାତଶତ୍ରୁ । ଓଡ଼ିଶାର ସାମ୍ବାଦିକ ଜଗତକୁ ତାଙ୍କର ବହୁମୂଲ୍ୟ ଅବଦାନ ରହିଛି । ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ସାମ୍ବାଦିକ ଭାବେ ସେ ଯେତିକି ପ୍ରତିଷ୍ଠା ଅର୍ଜନ କରିଥିଲେ, ଜଣେ ବନ୍ଧୁବତ୍ସଳ ଓ ଛାତ୍ର ବତ୍ସଳ ବ୍ୟକ୍ତି ଭାବେ…

କଟକ-ଭୁବନେଶ୍ବରରେ ମୁତୟନ ହେବ ଅଧିକ ଆମ୍ବୁଲାନ୍ସ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି । ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।…

ବିଧାନସଭା ଉପନିର୍ବାଚନ: ଭୋଟ ଦେଇପାରିବେ କୋଭିଡ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୁଇଟି ବିଧାନସଭା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡ ଗାଇଡଲାଇନ୍ ଅନୁସାରେ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ହେବ । ଏଥିପାଇଁ ଆକଶ୍ୟକ ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଜି ମୁଖ୍ୟ ନିର୍ବାଚନ…

କଙ୍ଗନାଙ୍କ ଘର ଭାଙ୍ଗି ଅଡୁଆରେ ଶିବସେନା: ଠାକରେଙ୍କ ଏହି ପଦକ୍ଷେପକୁ ଏନସିପି, କଂଗ୍ରେସର ମଧ୍ୟ ସମାଲୋଚନା

ମୁମ୍ବାଇ: ରାଜନୀତିରେ ବ୍ୟକ୍ତିଗତ ବିଦ୍ୱେଷ ଭାବ ରଖିବା ଶିବସେନା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଘର ଭାଙ୍ଗିବା ନେଇ ବୁଧବାର ଏନସିନି ଓ କଂଗ୍ରେସ ଶିବସେନାକୁ ସମାଲୋଚନା କରିଛନ୍ତି । କଂଗ୍ରେସ ନେତା ସଞ୍ଜୟ ନିରୁପମ କହିଛନ୍ତି ପ୍ରତିଶୋଧର ରାଜନୀତି…

ସ୍ପର୍ଶ : ଏକ ପ୍ରେମ କାହାଣୀ

ଭାସ୍ୱତୀ ବସୁ                                                                      ସିତାରର ତାର ଛୁଇଁ ମୂର୍ଚ୍ଛନା ସୃଷ୍ଟି କଲା ଭଳି କବୀରର ଆଙ୍ଗୁଠି ଛୁଁ ଥିଲା ପାରମିତାର ମଥା ଆଉ କପାଳ। ଆଃ ରିଅଲ ଶିଳ୍ପୀ ତ... ଆବେଶରେ ଆଖି ବନ୍ଦ କରି ଉପଭୋଗ କରୁଥାଏ ପାରମିତା। କେଶ…

ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବଂଚିଯାଇଛନ୍ତି ଆଫଗାନିସ୍ତାନ ଉପରାଷ୍ଟ୍ରପତି

କାବୁଲ: ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ସେ ଅଳ୍ପକେ ବଂଚିଯାଇଛନ୍ତି । ଆତଙ୍କବାଦୀ ଅମରୁଲ୍ଲା ଘରୁ ବାହାରି କାର୍ଯ୍ୟାଳୟକୁ ଯାଉଥିବା ସମୟରେ ବିସ୍ଫୋରଣ ଘଟାଇଥିଲେ । ଏଥିରେ ୩ ସୁରକ୍ଷାକର୍ମୀଙ୍କ ସମେତ ୧୫ଜଣଙ୍କ ମୃତ୍ୟୁ…