Latest Odisha News

BREAKING NEWS

ମ୍ୟାଟ୍ରିକ ପରୀକ୍ଷାରେ ଝିଅକୁ ଦେଉଥିଲେ କପି; ପୋଲିସଠାରୁ ଖାଇଲେ ଲାଠି ପାହାର !

ଢେଙ୍କାନାଳ: ଢେଙ୍କାନାଳରେ ଥିବା ଗୋଡ଼ପଳାଶୁଣୀ ବାପୁଜୀ ବିଦ୍ୟାପୀଠରେ ଶନିବାର ଦିନ ମ୍ୟାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଜଣେ ବ୍ୟକ୍ତି କପି ଯୋଗାଇ ପୋଲିସଠାରୁ ଲାଠି ମାଡ଼ ଖାଇ ଆହତ ହୋଇଛନ୍ତି । ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଜଣକ ଡମ୍ବରୁ ସାହୁ ବୋଲି ଜଣାପଡ଼ିଛି । ସେ ସ୍କୁଲ ହତା…

୪୭ ବର୍ଷ ପରେ ପରସ୍ପରକୁ ଭେଟିଲେ ଦୁଇ ଭଉଣୀ

ନୋମପେହ୍ନ: କାମ୍ବୋଡିଆରେ ଦୁଇ ବୟସ୍କା ଭଉଣୀ ୪୭ ବର୍ଷ ପରେ ପୁନର୍ବାର ପରସ୍ପରକୁ ଭେଟି ପାରିଛନ୍ତି । ଏହି ଦୁଇ ଜଣ ହେଲେ ୱନ ସେନ୍ (୯୮) ଓ ୱନ ଚିୟୋ(୧୦୧) । ୧୯୭୩ରେ ସେମାନେ ପରସ୍ପରକୁ ଶେଷ ଥର ପାଇଁ ଦେଖିଥିଲେ । ସେମାନଙ୍କ ମଧ୍ୟରେ କେହି ଚିନ୍ତା କରି ନ ଥିଲେ ଯେ, ତାଙ୍କ ଭଉଣୀ ବଂଚିଥିବେ…

ପୁରୀ: ପର୍ଯ୍ୟଟକଙ୍କୁ ଅଧା ରାସ୍ତାରେ ଛାଡି ଗାଡି ଚାଳକ ଫେରାର

ଗୋପ: ଚେନ୍ନାଇର ମଦୁରାଇରୁ ଆସିଥିବା ୨୫ଜଣ ପର୍ଯ୍ୟଟକଙ୍କ ଖୁସିର ଯାତ୍ରା ଦୁଃସ୍ୱପ୍ନରେ ପରିଣତ ହୋଇଛି । ଯେତେବେଳେ ପୁରୀ ଜିଲ୍ଲାର ଗୋପ-କୋଣାର୍କ ରାସ୍ତାରେ ବାଲିସାହି ନିକଟରେ ଗାଡି ଚାଳକ ସେମାନଙ୍କୁ ଛାଡି ଫେରାର ହୋଇଯାଇଛି । ସୂଚନାଯୋଗ୍ୟ, ଶୁକ୍ରବାର ଦ୍ୱିପହର ବେଳା ପୁରୀ, କୋଣାର୍କ,…

ତିନି ଦଳର ମିଳିତ ସରକାର ଖୁବ୍ ଶୀଘ୍ର ଭାଙ୍ଗିବ: ଭୈୟାଜୀ ଯୋଶୀ

ମୁମ୍ବାଇ: ମହାରାଷ୍ଟ୍ରରେ ବେଶି ଦିନ ତିନି ଦଳର ମିଳିତ ସରକାର ରହିବ ନାହିଁ ବୋଲି ଆରଏସଏସର ଭୈୟାଜୀ ଯୋଶୀ ଭବିଷ୍ୟବାଣୀ କରିଛନ୍ତି । ଦେବେନ୍ଦ୍ର ଫଡନିଭସ ବେଶି ଦିନ ବିରୋଧୀ ଦଳର ନେତା ରହିବେ ନାହିଁ ବୋଲି ସେ କହିଛନ୍ତି । ତାଙ୍କର ଏହି ବୟାନ ପରେ ରାଜନୀତି ସରଗରମ ବୃଦ୍ଧି ପାଇଛି । ଶୁକ୍ରବାର…

ଜାଡେଜାଙ୍କୁ ଆଦର୍ଶ ମାନନ୍ତି ଅଗର

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ବାମହାତୀ ସ୍ପିନର ଆଶଟନ ଅଗର ଦକ୍ଷିଣ ଆଫ୍ରିକା ବିପକ୍ଷରେରେ ଜୋହାନ୍ସବର୍ଗରେ ଖେଳାଯାଇଥିବା ପ୍ରଥମ ଟି୨୦ ମୁକାବିଲାରେ ହାଟ୍ରିକ୍ ନେଇଛନ୍ତି। ଅଗରଙ୍କ ୫ଟି ୱିକେଟ ବଳରେ ଅଷ୍ଟ୍ରେଲିଆଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ହାଟ୍ରିକ୍ ନେବା ପରେ ଅଗର ଭାରତୀୟ…

ନିର୍ଭୟା ଦୋଷୀ ବିନୟର ପିଟିସନ ଖାରଜ କଲେ ପଟିଆଲା ହାଉସ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀ ବିନୟ ଶର୍ମାର ପିଟିସନ ଖାରଜ କରିଛନ୍ତି ପଟିଆଲା ହାଉସ କୋର୍ଟ । କୋର୍ଟ କହିଛି କି, ତିହାଡ ଜେଲ ରିପୋର୍ଟ ମୁତାବକ ଦୋଷୀ ବିନୟ ଶର୍ମାର ମାନସିକ ଅବସ୍ଥା ଠିକ୍ ଅଛି । ତା’ର ମାନସିକ ଅବସ୍ଥାକୁ ନେଇ ଚିକିତ୍ସା କରାଇବାର କୌଣସି…

ଭୁବନେଶ୍ୱର ଏମ୍ସରେ ହିନ୍ଦୀ ପ୍ରସଙ୍ଗ: ନିର୍ଦ୍ଦେଶିକା କହିଲେ ହିନ୍ଦୀ ବ୍ୟବହାର ଲାଗି ନିର୍ଦ୍ଦେଶାନାମା ଜାରୀ ହୋଇଛି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶିକା ବି ଗୀତାଞ୍ଜଳି ଶନିବାର ଦିନ ଏକ ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, ହିନ୍ଦୀ ଭାଷା ବ୍ୟବହାର ଲାଗି ଜାରି କରାଯାଇଥିବା ନିର୍ଦ୍ଦେଶାନାମାର ଭୂଲ୍ ଭାବେ ଅବତାରଣା କରାଯାଇଛି । ଭୁବନେଶ୍ୱରସ୍ଥିତ…

ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ ହେବେ ହନୁମାଙ୍କଡ

ଆଗ୍ରା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପରିବାରର ସୁରକ୍ଷା ଦାୟିତ୍ୱ ଆମେରିକୀୟ ସିକ୍ରେଟ ସର୍ଭିସ ପାଖରେ ରହିବ । କିନ୍ତୁ ବାହ୍ୟ ସୁରକ୍ଷା ଦାୟିତ୍ୱ ଏନଏସଜି ଓ ଉତ୍ତର ପ୍ରଦେଶ…

ରଣଜୀ ଟ୍ରଫି: ବେଙ୍ଗଲ ୧୬୧ ରନରେ ଅଗ୍ରଣୀ

କଟକ:ରଣଜୀ ଟ୍ରଫି କ୍ରିକେଟ କ୍ୱାର୍ଟରଫାଇନାଲରେ ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ତୃତୀୟ ଦିବସ ଶେଷ ସୁଦ୍ଧା ବେଙ୍ଗଲ ୧୬୧ ରନ ଆଗରେ ରହିଛି । ଦ୍ୱିତୀୟ ଇନିଂସରେ ବେଙ୍ଗଲ ପକ୍ଷରୁ କୌଶିକ ଘୋଷ ୪୧ ଓ ଅଭିମନ୍ୟୁ ଈଶ୍ୱରନ ୩୦ ରନ କରିଥିଲେ । ଓଡିଶାର ଗୋବିନ୍ଦ…

୫୮ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ମହିଳା

ଯାଜପୁର: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ଏହା ପ୍ରମାଣ କରି ଦେଖାଇନ୍ତି ଯାଜପୁର ଜିଲ୍ଲା ବଡମଙ୍ଗଳପୁର ଗ୍ରାମର ୫୮ ବର୍ଷୀୟା ଅର୍ଚ୍ଚନା ଦାସ । ୪୨ ବର୍ଷ ପରେ ଅର୍ଚ୍ଚନା ପୁଣି ଥରେ ଉଚ୍ଚ ମାଧ୍ୟମିକ ପ୍ରମାଣପତ୍ର ପରୀକ୍ଷା ପାଇଁ ନାମ ଲେଖାଇଛନ୍ତି । ଦୁଇଟି ସନ୍ତାନଙ୍କ ଜନନୀ ଅର୍ଚ୍ଚନା…