ପୁତିନଙ୍କୁ ବିରୋଧ କରୁଥିବା ନେତା ନାଭାଲିନୀଙ୍କୁ ବିଷ ଦିଆଯାଇଥିବା ସନ୍ଦେହ, ଅବସ୍ଥା ଗୁରୁତର
ମସ୍କୋ: ରୁଷିଆରେ ଗୁରୁବାର ରାଜନୈତିକ ଝଡ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୀତିକୁ ତୀବ୍ର ବିରୋଧ କରୁଥିବା ନେତା ଆଲେକ୍ସଲ ନାଭାଲିନୀଙ୍କୁ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି । ଏ ନେଇ ଅବଶ୍ୟ ବିଧିବଦ୍ଧ ଭାବେ କୌଣସି ମନ୍ତବ୍ୟ ଦିଆ ଯାଇ ନାହିଁ । ତାଙ୍କ ଅବସ୍ଥା…