କ’ଣ ସତରେ ରୁଷରୁ ତେଲ କିଣିବେନି ଭାରତୀୟ କମ୍ପାନୀ?, ଟ୍ରମ୍ପଙ୍କ ବୟାନ ପରେ ଆସିଲା ଭାରତର ପ୍ରତିକ୍ରିୟା….
ନୂଆଦିଲ୍ଲୀ: ବର୍ତ୍ତମାନ ଆମେରିକା ସହ ଶୁଳ୍କ ଟେନସନ ମଧ୍ୟରେ ଗତକାଲି ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି ଯେ ଭାରତର ଅନେକ ସରକାରୀ ତୈଳ ରିଫାଇନାରୀ ରୁଷରୁ ଅଶୋଧିତ ତେଲ କିଣିବା ବନ୍ଦ କରିଦେଇଛନ୍ତି। ଭାରତର କିଛି ସରକାରୀ କମ୍ପାନୀଗୁଡ଼ିକ ଗତ ସପ୍ତାହରୁ ଅଶୋଧିତ ତେଲ ଆମଦାନୀ…