ଚିଲିକାରେ ଆଜିଠୁ ବାର୍ଷିକ ଡଲଫିନ ଗଣନା ଆରମ୍ଭ
ପୁରୀ : ଚିଲିକା ହ୍ରଦରେ ବାର୍ଷିକ ଡଲଫିନ ଗଣନା ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଛି ।
ଏହି ଡଲଫିନ୍ ଗଣନା ସାମିଲ ରହିଥିବା ୧୧ଟି ଦଳରେ ୮୦ ଜଣ ବିଶେଷଜ୍ଞ ରହିଥିବା ନେଇ ସୂଚନା ମିଳିଛି ।
ଅନ୍ୟପକ୍ଷରେ ଏହି ଡଲଫିନ ଗଣନାରେ ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି…