ଗଣତନ୍ତ୍ର ଦିବସ ଉପଲକ୍ଷେ ସର୍ଚ୍ଚ ଇଞ୍ଜିନ ଗୁଗୁଲର ସ୍ୱତନ୍ତ୍ର ‘ଡୁଡ଼ଲ’
ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଉପଲକ୍ଷେ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ଡୁଡ଼ଲ । ଯାହା ବିବିଧତା ମଧ୍ୟରେ ଭାରତୀୟ ସଂସ୍କୃତିର ଏକତାକୁ ଦର୍ଶାଉଛି ।
ଏହି ଡୁଡ଼ଲଟିକୁ ଡିଜାଇନ କରିଛନ୍ତି ସିଙ୍ଗାପୁରର କଳାକାର ମେରୁ ସେଠ। ଏଥିରେ ତାଜମହଲ ଏବଂ ଇଣ୍ଡିଆ ଗେଟ୍ ଭଳି…