Latest Odisha News

BREAKING NEWS

ମୁହଁ ଖୋଲିଲେ ପିଣ୍ଟୁ ନନ୍ଦ, କହିଲେ ସେ ଝିଅକୁ ମୁଁ ଜାଣିନି

ଭୁବନେଶ୍ୱର: ପିଣ୍ଟୁଙ୍କ ନାଁରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଜଣେ ମହିଳା ଦୁର୍ବବ୍ୟହାର ଅଭିଯୋଗ ଆଣିଛନ୍ତି । ଏହାପରେ ମୁହଁ ଖୋଲିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ସେ କହିଛନ୍ତି, ସଂପୃକ୍ତ ମହିଳା ଏହି ଅଭିଯୋଗ କାହିଁକି ଆଣିଲେ ସେ ଜାଣିନାହାନ୍ତି ।  ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ସେ…

କାହିଁକି ଫରହାନଙ୍କ ପାଇଁ ବିଦା ହେଲେ ଭିକି କୌଶଲ ?

ମୁମ୍ବାଇ: ଚଳଚଂଚଳ ବଲିଉଡ । ସାମ୍ନାକୁ ଆସୁଛି ନୂଆନୂଆ ଖବର । ଅଟକିପଡିଥିବା ପ୍ରୋଜେକ୍ଟ ବି ଏବେ ଆରମ୍ଭ ହେଲାଣି । ହେଲେ ଏକ ଅପକମିଂ ପ୍ରୋଜେକ୍ଟରେ ଭିକି କୌଶଲ ବାଦ ପଡିଥିଲାବେଳେ ତାଙ୍କୁ ରିପ୍ଲେସି କରିଛନ୍ତି ଫରହାନ୍ ଅଖତର । ଭାରତୀୟ ବୌଜ୍ଞାନିକ ରାକେଶ ଶର୍ମାଙ୍କୁ ନେଇ ନିର୍ମିତ ହେବ…

ସୋସିଆଲ ମିଡିଆରେ ଫଟୋ ଭାଇରାଲ: ଏତଲା ଦେଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: ଥାନାକୁ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସୋସିଆଲ ମିଡିଆରେ ଫଟୋ ଭାଇରାଲ ପ୍ରସଙ୍ଗରେ ସେ ମଂଚେଶ୍ୱର ଥାନାରେ ଏତଲା ଦେଇଛନ୍ତି । ତାଙ୍କ ନାମରେ ଅତିରଂଜିତ କରି ଉଦ୍ଦେଶ୍ୟମୂଳକ ଭାବରେ ଖବର ତିଆରି କରିବା ପ୍ରସଙ୍ଗରେ ସଂପୃକ୍ତ ୱେବ୍ ପୋର୍ଟାଲ ବିରୋଧରେ ଏତଲା କରିଛନ୍ତି । ନିଜ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧.୩୧ କୋଟି ଟଙ୍କା ଦାନ କଲେ ଖୋର୍ଦ୍ଧା ଜିଲ୍ଲାବାସୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାବାସୀଙ୍କ ତରଫରୁ ୨ୟ ପର୍ଯ୍ୟାୟରେ କୋଭିଡ଼୍-୧୯ ଲଢ଼େଇରେ ଆର୍ଥିକ ସହଯୋଗ ରାଶି ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ୩୧ ଲକ୍ଷ ୮୨ ହଜାର ୪୪୫ ଟଙ୍କା ପ୍ରଦାନ କରାଯାଇଛି । ଖୋର୍ଦ୍ଧାର ଜିଲ୍ଲାପାଳ ସିତାଂଶୁ ରାଉତ, ଅତିରିକ୍ତ ଜିଲ୍ଲାପାଳ…

ପ୍ଲାଜମା ଦେଲେ ପୋଲିସ କର୍ମୀ

କଟକ: ରାଜ୍ୟରେ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ସଫଳ ହେଉଛି ପ୍ଲାଜମା ଥେରାପି । ଆଜି ଆଉ ଦୁଇ ଜଣ ପୋଲିସ କର୍ମୀ ସେମାନଙ୍କ ପ୍ଲାଜମା ଦେଇଛନ୍ତି । କଟକ ଏସସିବି ବଡ ମେଡିକାଲରେ ପ୍ଲାଜମା ଦେଇଥିବା ଦୁଇ ଜଣ ପୋଲିସ କର୍ମୀ ହେଲେ ରବିନ୍ଦ୍ରନାଥ ମହାରଣା ଏବଂ ସୁଦର୍ଶନ ସେଠୀ । ଉଭୟ ପୋଲିସ…

ତାରାର ମୃତ୍ୟୁରେ ନବରଙ୍ଗପୁର ପୋଲିସର ଶୋକପ୍ରକାଶ

ନବରଙ୍ଗପୁର: ଦୀର୍ଘ ଦିନର ଟ୍ରେନିଂ ପରେ ନବରଙ୍ଗପୁର ପୋଲିସ ସେବାରେ ଯୋଗ ଦେଇ ପାରିଥିଲା ସନ୍ଧାନୀ କୁକୁର ତାରା । ହେଲେ ଗତ ବୁଧବାର ଦିନ ତାରା ମୃତ୍ୟୁବରଣ କରିବା ପରେ ପୋଲିସ ପକ୍ଷରୁ ତାକୁ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଛି ।…

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଗଞ୍ଜାମ, ଗଜପତି ଓ ସୁନ୍ଦରଗଡ ଆଦି ଜିଲ୍ଲାର ଗୋଟିଏ…

କୋଭିଡ୍ ଯୋଦ୍ଧା ଓ ସୀମିତ ଲୋକଙ୍କୁ ନେଇ ପାଳନ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ପାଳନ ହେବ ସ୍ୱାଧୀନତା ଦିବସ, ସେନେଇ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଚଳିତବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜାତୀୟ ଦିବସ ପାଳନ କମିଟି ବୈଠକ ବସିଛି । ଗୃହ…

ସତ ହେଲା ଶିଶୁ ଶ୍ରମିକଙ୍କ ସ୍ୱପ୍ନ

ବାରିପଦା: ଦିନେ ସେମାନେ ଥିଲେ ଶିଶୁ ଶ୍ରମିକ ଥିଲେ। ହେଲେ ବୁଧବାର ଦିନ ପ୍ରକାଶିତ ମାଟ୍ରିକ୍‌ ରେଜଲ୍ଟ ତାଙ୍କ ମନରେ ଜନ୍ମ ଦେଇଛି ଅନେକ ସ୍ବପ୍ନ । କିଏ ପାଠ ପଢ଼ି ଚାକିରି କରିବ ତ ଆଉ କିଏ ନିଜକୁ ବିଭିିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇ ପାରିବା ଭଳି ଲକ୍ଷ୍ୟ ରଖି ନିଜକୁ ପ୍ରସ୍ତୁତ କରିବା…

କରୋନାରେ ମୃତ୍ୟୁବରଣ କରିଥିବା ୨ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲାର ଦୁଇ ଜଣେ ସାମ୍ବାଦିକ କରୋନା ସଂକ୍ରମଣରେ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ମଞ୍ଜୁର କରିଛନ୍ତି ।…