ପୁଣି ଇତିହାସ ରଚିବ ଇସ୍ରୋ; ୨୭ ଡ଼ିସେମ୍ବରରେ ଲଞ୍ଚ କରିବ ୧୪ ସାଟେଲାଇଟ୍
ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଆଉଥରେ ୨୭ ଡ଼ିସେମ୍ବରରେ ଇତିହାସ ରଚିବାକୁ ଯାଉଛି |
ଇସ୍ରୋ ୨୭ ଡ଼ିସେମ୍ବର ଏକାଥରକେ ୧୪ଟା ସ୍ୟାଟେଲାଇଟ ଲଞ୍ଚ କରିବାକୁ ଯାଉଛି | ସକାଳ ୯ଟା ବାଜି ୨୮ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ରକେଟ ଲଚିଂ ପ୍ୟାଡ଼ରୁ ଏହିସବୁ…