Latest Odisha News

BREAKING NEWS

Jeep Fell Mountain: ଶହେ ମିଟର ଘାଟି ରାସ୍ତାରୁ ତଳକୁ ଖସିଲା ଜିପ୍, ୨ ଭାରତୀୟଙ୍କ ସମେତ ୬ ମୃତ

କାଠମାଣ୍ଡୁ: ନେପାଳର ମକୱାନପୁର ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଜିପ୍ ରେ ନଅ ଜଣ ଯାତ୍ରା କରୁଥିବା ବେଳେ ପାହାଡ଼ି ରାସ୍ତାରୁ ୧୦୦ ମିଟର ତଳକୁ ଏକ ଘାଟିରେ ଖସି ପଡ଼ିଥିଲା । ଏଥିରେ ଦୁଇ ଜଣ ଭାରତୀୟଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଶନିବାର ରାତିରେ…

Nicolas Maduro: ଆମେରିକା କୋର୍ଟରେ ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ମାଦୁରୋ, କହିଲେ ମୁଁ…

ଓ୍ବାଶିଂଟନ୍: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ପ୍ରଥମ ଥର ପାଇଁ ଏକ ଆମେରିକାର ଫେଡେରାଲ୍ କୋର୍ଟରେ ହାଜର ହୋଇଥିଲେ ଏବଂ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଡ୍ରଗ୍ସ ଚାଲାଣ ଏବଂ ଆତଙ୍କବାଦୀ ଷଡ଼ଯନ୍ତ୍ର ସହିତ ଜଡିତ ଗମ୍ଭୀର ଅଭିଯୋଗର ଶୁଣାଣି ସମୟରେ, ମାଦୁରୋ କୋର୍ଟକୁ କହିଥିଲେ…

Travel advisory for Iran: ଭାରତୀୟଙ୍କୁ ସତର୍କ କରାଇଲା ବୈଦେଶିକ ମନ୍ତ୍ରଣାଳୟ…ଇରାନକୁ ଅନାବଶ୍ୟକ ଯାତ୍ରା…

ନୂଆଦିଲ୍ଲୀ:ସୋମବାର ବୈଦେଶିକ ମନ୍ତ୍ରଣାଳୟ ବିଶ୍ୱ ପରିସ୍ଥିତିକୁ ବିଚାରକୁ ନେଇ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଭାରତୀୟ ନାଗରିକମାନଙ୍କୁ ଇରାନକୁ ଅନାବଶ୍ୟକ ଯାତ୍ରା ଏଡାଇବାକୁ ପରାମର୍ଶ ଦେଇଛି । ସରକାରଙ୍କ ଆର୍ଥିକ ନୀତି ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ବିରୋଧରେ ଇରାନରେ ହେଉଥିବା…

Government AI Clinic Launched: ଭାରତର ପ୍ରଥମ ସରକାରୀ AI କ୍ଲିନିକ୍‌ ଏଠାରେ ଖୋଲିଲା…

ନୂଆଦିଲ୍ଲୀ: ଦେଶର ପ୍ରଥମ ସରକାରୀ ପରିଚାଳିତ ଏଆଇ କ୍ଲିନିକ୍ ଗ୍ରେଟର ନୋଏଡାର ସରକାରୀ ଚିକିତ୍ସା ବିଜ୍ଞାନ ସଂସ୍ଥାନ (GIMS)ରେ ଖୋଲିଛି। ଏହି ଏଆଇ କ୍ଲିନିକ୍ ଜାନୁଆରୀ ୪, ୨୦୨୬ରେ ଉଦଘାଟନ କରାଯାଇଥିଲା। ଏହି କ୍ଲିନିକ୍ ପ୍ରାରମ୍ଭିକ ପର୍ଯ୍ୟାୟରେ କର୍କଟ, ହୃଦରୋଗ, ବୃକକ୍ ରୋଗ ଏବଂ ଯକୃତ ରୋଗ…

ଜୁଆ ଆଡ୍ଡାରେ ଚଢ଼ଉ,ଜଣେ ମହିଳାଙ୍କ ସମେତ ୫ ଗିରଫ

ଗୋପାଳପୁର:  ଜୁଆ ଆଡ୍ଡା ଉପରେ ଚଢ଼ଉ କରି ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରିଛି ପୋଲିସ । ଗୋପାଳପୁର ପୋଲିସ ବାହାଦୂରପେଟା ଏକ ତୋଟାରୁ ଚଢ଼ଉ କରି ପୋଲିସ ୬୦ ହଜାର ୨ ଶହ ଟଙ୍କା, ଗୋଟିଏ ଜରି ପାଲ,ଗୋଟିଏ ତାସ ପ୍ୟାକେଟ,୫ ଟି ମୋବାଇଲ ଜବତ କରିଛି । ଗିରଫ ଜୁଆଡି ମାନେ ହେଲେ ବ୍ରହ୍ମପୁର…

ପରଲୋକରେ ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନରଞ୍ଜନ

ଭୁବନେଶ୍ବର: ଓଡ଼ିଆ ଯାତ୍ରା ଜଗତ ଜଣେ ସୁନାମଧନ୍ୟ କଳାକାରଙ୍କୁ ହରାଇଛି । ସୋମବାର ଜଲିଉଡ ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କର ଚିକିତ୍ସାଧିନ ଅବସ୍ତାରେ ଭୁବନ ମେଡିକାଲରେ ଦେହାନ୍ତ ହୋଇଛି। ସେ ଜଣ୍ଡିସରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏହା ସହ ଲିଭର ସିରୋସିସ୍ ରୋଗରେ ପୀଡିତ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା;୧୮ ଦିନରେ ପଞ୍ଚମ ଘଟଣା

ଢାକା: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାଟି ଜସୋର ଜିଲ୍ଲାର ମୋନିରାମପୁରରେ ଘଟିଛି । ରାଣା ପ୍ରତାପ ବୈରାଗୀ ନାମକ ଜଣେ ଯୁବକଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ଗତ ୧୮ ଦିନ ମଧ୍ୟରେ ଏହା ପଞ୍ଚମ ହିନ୍ଦୁ ହତ୍ୟା। ହିନ୍ଦୁ…

Illegal Mining: ସରକାରୀ ଛତ୍ରଛାୟାରେ ଖଣି ଲୁଟ ଚାଲିଛି: ବିଜେଡି

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଗୋପାଳପୁର ଗାଁରେ ଏକ ପଥର/ଡୋଲୋମାଇଟ୍ ଖଣିରେ ଏକ ଦୁଃଖଦ ବିସ୍ଫୋରଣ ଦୁର୍ଘଟଣା ଘଟିଛି, ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ବିଜେଡି ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରିଛି । ଆଜି ଶଙ୍ଖ ଭବନରେ ଅନୁଷ୍ଠିତ…

ଫେବୃୟାରୀ ୨୭ରେ ରିଲିଜ ହେବ ଦି କେରଳ ଷ୍ଟୋରୀର ସୀକ୍ୱେଲ

ମୁମ୍ବାଇ: ବହୁ ଚର୍ଚ୍ଚିତ ଦି କେରଳ ଷ୍ଟୋରୀ ସୀକ୍ୱେଲ ବିୟଣ୍ଡ ଦି କେରଳ ଷ୍ଟୋରୀର ରିଲିଜ ତାରିଖ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଫେବୃୟାରୀ ୨୭ରେ ଏହା ରିଲିଜ ହେବ । ମେକର୍ସ ସନସାଇନଙ୍କ ପକ୍ଷରୁ ଫିଲ୍ମର ରିଲିଜ ତାରିଖ ସହ ମୋଶନ ପୋଷ୍ଟର ରିଲିଜ କରାଯାଇଛି । ମେକର୍ସଙ୍କ ପକ୍ଷରୁ…

Odisha Parba 2.0: ଗୌହାଟୀରେ ତିନିଦିନ ଧରି ଚାଲିବ ‘ଦ୍ୱିତୀୟ ଓଡିଶା ପରବ’; ଓଡିଶାର ସାଂସ୍କୃତିକ ଐତିହ୍ୟ ହେବ…

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ୩୦ରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆସାମର ଗୌହାଟୀର ରାଡିସନ ବ୍ଲୁ ହୋଟେଲ ରେ ଆୟୋଜିତ ହେବାକୁ ଥିବା ‘ଦ୍ୱିତୀୟ ଓଡ଼ିଶା ପରବ’ ପରିପ୍ରେକ୍ଷୀରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୬ଟି ବିଭାଗ ତରଫରୁ ୨୦ ଟି ଷ୍ଟଲ ଏବଂ…