ସେକେଣ୍ଡ ହ୍ୟାଣ୍ଡ ସ୍କୁଟି କିଣୁଥିବା ବେଳେ ଧରାପଡ଼ିଲା ୪୫ ହଜାର ଟଙ୍କା ନକଲି ନୋଟ
ବରଗଡ଼: ଧରାପଡ଼ିଲା ୪୫ ହଜାର ଟଙ୍କାର ନକଲି ନୋଟ। ବରଗଡ଼ ଜିଲ୍ଲାରେ ଏକ ସେକେଣ୍ଡ ହ୍ୟାଣ୍ଡ ବାଇକ୍ କିଣିବା ସମୟରେ ୪୫ ହଜାର ଟଙ୍କାର ନକଲି ନୋଟ୍ ସହ ଜଣେ ନାବାଳକକୁ ପୋଲିସ ଧରିଛି। ଏହି ମାମଲାରେ ଜଣେ ନାବାଳକକୁ ବରଗଡ଼ ଟାଉନ ଥାନା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ତେବେ ବରଗଡ଼…