Russia-Ukraine War: ରୁଷ-ୟୁକ୍ରେନ ଯୁଦ୍ଧରେ ଲାଗିଲା ୭୨ ଘଣ୍ଟିଆ ବ୍ରେକ୍! ପୁଟିନଙ୍କ ବଡ଼ ଘୋଷଣା…
ମସ୍କୋ: ଦୀର୍ଘ ସାଢ଼େ ୪ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଛି ବଡ଼ ଖବର। ଆମେରିକାର ଦୁଇ ବିଶେଷ ଦୂତ ଷ୍ଟିଭ୍ ୱିଟକଫ୍ ଓ ଜାରେଡ୍ କୁଶନର ଶାନ୍ତି ଆଲୋଚନା ପାଇଁ ମସ୍କୋରେ ପହଞ୍ଚିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କିଭ୍ ଉପରେ ଆକ୍ରମଣ ୭୨ ଘଣ୍ଟା ପାଇଁ ବନ୍ଦ…