Latest Odisha News

BREAKING NEWS

କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନ୍ AEE ଅନୁପମା ସାହୁଙ୍କ ଘରୁ ଆଉ ୪ ଲକ୍ଷ ଜବତ, ମୋଟ ନଗଦ ଜବତ ପରିମାଣ ୭.୧୫ ଲକ୍ଷରେ…

କେନ୍ଦ୍ରାପଡ଼ା: ରାଜ୍ୟରେ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏକ ବଡ଼ ଧରଣର ଦୁର୍ନୀତି ଘଟଣା ସାମ୍ନାକୁ ଆସିଛି । ଠିକାଦାରଙ୍କଠାରୁ ବକେୟା ବିଲ୍ କ୍ଲିୟର କରିବା ନାଁରେ ବର୍ଷ କମିଶନ ଓ ଲାଞ୍ଚ ଆଦାୟ କରୁଥିବା ଅଭିଯୋଗରେ ଓଡ଼ିଶା…

ଶବଦାହର ୧୫ ଦିନ ପରେ ଆସିଲା ଫୋନ୍‌ କଲ୍‌: ‘ଆପଣଙ୍କ ପୁଅ ଜୀବିତ ଅଛି’

ପଞ୍ଜାବ : ପଞ୍ଜାବର କପୁରଥଲା ଜିଲ୍ଲାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ପୁଅକୁ ମୃତ ଭାବି ପରିବାର ଲୋକେ ଶ୍ରାଦ୍ଧ ଓ ଅନ୍ତିମ ସଂସ୍କାର ସାରିସାରିଥିଲେ, ସେହି ପୁଅ ୧୫ ଦିନ ପରେ ଜେଲ୍‌ରେ ଜୀବିତ ଥିବା…

One Last Kiss: ୧୮ ବର୍ଷର ସାଥିକୁ କାନ୍ଦି କାନ୍ଦି ବିଦାୟ ଦେଲେ ବସ୍ ଡ୍ରାଇଭର

ନୂଆଦିଲ୍ଲୀ: ୧୮ ବର୍ଷର ସାଥିକୁ କାନ୍ଦି କାନ୍ଦି ଶେଷ ବିଦାୟ ଦେଲେ ପଲ କୁରିଏନ୍। ଖାସ୍ କରି ତାଙ୍କର One Last Kiss କୁ ନେଇ ଚର୍ଚ୍ଚା ଜୋର ଧରିଛି। ବସ୍‌କୁ କୁଣ୍ଢାଇ ଚୁମ୍ବନ ଦେଇ ବିଦାୟ ନେଲେ ଅବସରପ୍ରାପ୍ତ ଚାଳକ। ଏଭଳି ଭାବବିହ୍ୱଳ ଘଟଣା ଦେଖିବାକୁ ମିଳିଛି କେରଲମ୍ ରେ। ଅନନ୍ତ ମୋହନ…

ବ୍ରିଜ୍ ଉପରୁ ନଦୀକୁ ଡେଇଁ ପଡ଼ିଲେ ଯୁବକ, ମିଳୁନି ପତ୍ତା 

ଭୁବନେଶ୍ୱର: ଭୁବନେଶ୍ୱରର ଟଙ୍କପାଣି ରାସ୍ତା ଉପରେ ଥିବା ବାଙ୍କୁଆଳ ବ୍ରିଜ୍ ଉପରୁ ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକ ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ଓଲ୍ଡ ଟାଉନର ବାରିକ ସାହିର ସ୍ଥାନୀୟ ବାସିନ୍ଦା ଭବାନୀ ଶଙ୍କର ଖଟେଇ ନାମକ ୨୩ ବର୍ଷୀୟ ଯୁବକ ବ୍ରିଜ୍…

ପରକୀୟା ପ୍ରିତୀ ସନ୍ଦେହ; ସ୍ତ୍ରୀକୁ ମାରି ଫିଙ୍ଗିଦେଲା ସ୍ୱାମୀ!

ସମ୍ବଲପୁର: ସମ୍ବଲପୁର ଥାନା ଅନ୍ତର୍ଗତ ସେନ୍ ପାର୍କ ନିକଟରେ ଜଣେ ମହିଳାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ମହିଳାଙ୍କୁ ପଥରରେ ପିଟି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛି। ତେବେ ମୃତ ମହିଳାଙ୍କ ନାମ ହୀନା ବେଗମ ବୋଲି…

Miss World 2026: ମିସ୍ ୱାର୍ଲ୍ଡ ୨୦୨୬ କ୍ରାଉନ୍ ପିନ୍ଧିଲେ ଜୋହେରି ମୋଲା

ନୂଆଦିଲ୍ଲୀ: ମିସ୍ ୱାର୍ଲ୍ଡ ୨୦୨୬ କ୍ରାଉନ୍ ପିନ୍ଧିଲେ ଜୋହେରି ମୋଲା। ଭିଏତନାମର ନହା ଟ୍ରାଙ୍ଗରେ ଆୟୋଜିତ ମିସ୍ ୱାର୍ଲ୍ଡ ୨୦୨୬ ଟାଇଟଲ ହାତେଇଛନ୍ତି ଡୋମିନିକାନ୍ ରିପବ୍ଲିକର ଜୋହେରି ମୋଲା ଡୋମିନିକ୍ୟୁଜ୍। ସେ ଗ୍ରାଣ୍ଡ ଫିନାଲେରେ ସାରା ବିଶ୍ୱର ଅନେକ ସୁନ୍ଦର ପ୍ରତିଯୋଗୀଙ୍କୁ ପଛରେ ପକାଇ…

ଇଣ୍ଡୋନେସିଆ: ସ୍କୁଲରେ ମାଗଣା ଖାଦ୍ୟ ଖାଇ ପ୍ରାୟ ୨,୦୦୦ ଛାତ୍ରଛାତ୍ରୀ ଓ ଶିକ୍ଷକ ଅସୁସ୍ଥ

ଜାକର୍ତ୍ତା: ଇଣ୍ଡୋନେସିଆ ସରକାରଙ୍କ ମାଗଣା ସ୍କୁଲ ଖାଦ୍ୟ ଯୋଜନାରେ ବିଷାକ୍ତ ଖାଦ୍ୟ (ଫୁଡ୍ ପଏଜନିଂ) କାରଣରୁ ପ୍ରାୟ ୨,୦୦୦ ଛାତ୍ରଛାତ୍ରୀ ଓ ଶିକ୍ଷକ ଅସୁସ୍ଥ ହୋଇପଡ଼ିଛନ୍ତି। ରାଷ୍ଟ୍ରପତି ପ୍ରାବୋୱୋ ସୁବିଆନ୍ତୋଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା 'ମାଗଣା ପୋଷଣଯୁକ୍ତ ଆହାର' କାର୍ଯ୍ୟକ୍ରମ…

ଝିରମ ଘାଟି ନକ୍ସଲ ଆକ୍ରମଣ ମାମଲା: NIA କୋର୍ଟ ଦ୍ୱାରା ସମସ୍ତ ୧୦ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ:ଛତିଶଗଡ଼ର ସବୁଠାରୁ ଭୟଙ୍କର ନକ୍ସଲ ଆକ୍ରମଣ ଘଟଣା 'ଝିରମ ଘାଟି' ମାମଲାରେ ସ୍ୱତନ୍ତ୍ର NIA କୋର୍ଟ ନିଜର ରାୟ ଶୁଣାଇଛନ୍ତି। କୋର୍ଟ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (NIA) ଦ୍ୱାରା ଉପସ୍ଥାପିତ ପ୍ରମାଣ, ସାକ୍ଷୀଙ୍କ…

ଯଦି ପୃଥିବୀରେ ଗୋଟିଏ ବି ଗଛ ନ ରହେ, ମଣିଷ ସମାଜ ରହିବ ତ?

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି ଯଦି ପୃଥିବୀ ପୃଷ୍ଠରେ ଗୋଟିଏ ବି ଗଛ ନରହେ, ତେବେ କଣ ହେବ? ଯଦି ପୃଥିବୀର ସମସ୍ତ ଗଛ ହଠାତ୍ ଉଭାନ ହୋଇଯାଏ, ତେବେ ସବୁଠାରୁ ବଡ଼ ବିପଦ କଣ ହେଇପାରେ? ଆମର ବାୟୁମଣ୍ଡଳରେ ଦୀର୍ଘକାଳୀନ ମାନବ ଜୀବନ ପାଇଁ ପର୍ଯ୍ୟାପ୍ତ ଅମ୍ଳଜାନ ରହିଛି, ଏବଂ ପୃଥିବୀର…