Latest Odisha News

BREAKING NEWS

ବିଶିଷ୍ଟ ପ୍ରକାଶକ ପୀତାମ୍ବର ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ପ୍ରକାଶକ ତଥା ବିଦ୍ୟାପୁରୀ ପ୍ରକାଶନୀ ସଂସ୍ଥାର ପ୍ରତିଷ୍ଠାତା ପୀତାମ୍ବର ମିଶ୍ରଙ୍କର ଶୁକ୍ରବାର ଦିନ ଚିକିତ୍ସାଧିୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ପରିବାର ବର୍ଗଙ୍କ ପକ୍ଷରୁ ମିଳିଥିବା…

ଓଡ଼ିଶା ସିଭିଲ୍ ସର୍ଭିସ: ମେନ୍ ପରୀକ୍ଷା ଲାଗି ୪୩୨ ଜଣ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କଲେ, ଜାଣନ୍ତୁ ସମ୍ପୂର୍ଣ୍ଣ…

କଟକ: ଓଡ଼ିଶା ସିଭିଲ୍ ସର୍ଭିସ ୨୦୧୮ ପରୀକ୍ଷାରେ ସମୁଦାୟ ୪୩୨ ଜଣ ପରିକ୍ଷାର୍ଥୀ ମୁଖ୍ୟ ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ ହୋଇଥିବା ନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ସୂଚନା ପ୍ରଦାନ କରିଛି । ଓଡ଼ିଶା ପ୍ରସାଶନିକ ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ…

ସ୍ୱାସ୍ଥ୍ୟସେବା ଲାଗି ଟୋଲ୍ ଫ୍ରି’ ନଂ ଶୁଭାରମ୍ଭ କଲେ ଓଡିଶା ସରକାର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ତଥା ପରାମର୍ଶ ଲାଗି ଜନସାଧାରଣଙ୍କୁ ଆଉ ହଇରାଣ ହରକତ ହେବାକୁ ପଡିବ ନାହିଁ । କେବଳ ଗୋଟିଏ ମାତ୍ର କଲ୍ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଲୋକମାନେ ସହଜରେ ପାଇପାରିବେ । ଏଥିପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏକ ଟୋଲ୍ ଫ୍ରି’…

ଡିଡ଼ିସିଏ ସଭାପତି ପଦରୁ ଇସ୍ତଫା ଦେଲେ ରଜତ ଶର୍ମା

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଦିଲ୍ଲୀ ଓ ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନ (ଡିଡ଼ିସିଏ)ର ସଭାପତି ପଦରୁ ଶନିବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସଚ୍ଚୋଟତା ତଥା ସ୍ୱଚ୍ଛତା ପରି ଆଦର୍ଶକୁ ସେ କେବେବି ଜଳାଞ୍ଜଳି…

ଆଜି ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ

ଭୁବନେଶ୍ୱର: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଶନିବାର ଦିନ ଏକ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗସ୍ତ ସୂଚୀ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ରାସ୍ତା ତଥା ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ । ସେହିପରି ରାଜଧାନୀରେ…

ଖାକି ବର୍ଦ୍ଦିରେ ରାଣୀଙ୍କ ଦମଦାର୍ ଲୁକ୍, ସାମ୍ନାକୁ ଆସିଲା ‘ମର୍ଦାନୀ ୨’ର ଟ୍ରେଲର

ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ ପୁଣି ରୂପେଲି ପରଦାକୁ କମବ୍ୟାକ୍ କରିଛନ୍ତି ରାଣୀ ମୂଖାର୍ଜୀ । ନିକଟରେ ତାଙ୍କ ଅଭିନୀତ ‘ମର୍ଦାନୀ ୨’ର ଲୋମଟାଙ୍କୁରା ଟ୍ରେଲର ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ ରାଣୀ ଜଣେ ଦବଙ୍ଗ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରିଛନ୍ତି । ଯାହାକୁ ଦର୍ଶକ ଖୁବ୍…

ବଲାଙ୍ଗିରରେ ଯୁବକଙ୍କୁ ଦଳିଦେଲା ହାତୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଆଗଲପୁର ନିକଟରେ ଶୁକ୍ରବାର ରାତିରେ ଏକ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଶ୍ରୀରାମ ବିଶ୍ୱାଳ ଏବଂ ତାଙ୍କ ଘର ଧଉଁରାଦାଦର ଗ୍ରାମରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ଗତକାଲି ରାତିରେ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ବରଗଡ ଜିଲ୍ଲାର ଉଠାଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଶନିବାର ଦିନ ତାଙ୍କ ଘରେ ଚଢାଉ କରିଛି । ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି । ମିଳିଥିବା ସୂଚନା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୧୧-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୧୬ରିଖ ଶନିବାର ତୁଳା ୩୦ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ…