Latest Odisha News

BREAKING NEWS

Nagpur factory blast: ବିସ୍ଫୋରକ ପ୍ରସ୍ତୁତ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୭ ମୃତ; ଅନେକ ଆହତ

ମହାରାଷ୍ଟ୍ର: ରବିବାର ଦିନ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଏକ ଶିଳ୍ପାଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ନାଗପୁରର ଶିଳ୍ପାଞ୍ଚଳରେ ଥିବା ଏକ ବିସ୍ଫୋରକ ପ୍ରସ୍ତୁତ କାରଖାନାରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଏହି ଘଟଣାଟି ଆଜି ସକାଳେ ଘଟିଥିଲା। ବିସ୍ଫୋରଣରେ ଅତି କମରେ ୧୭ଜଣଙ୍କର…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି: ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କଲା ସିବିଏସଇ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ୍ ଓ ଆମେରିକା ଇରାନ ଉପରେ ଯେତେକି ଆକ୍ରମଣ କରୁଛନ୍ତି ଇରାନ ବି ଆମେରିକାକୁ ଟାର୍ଗେଟ୍ କରି ଏହାର ସାମରିକ ଘାଟି ଉପରେ ଆକ୍ରମଣ ଜାରି ରଖିଛି । ଫଳରେ ଇରାନ ସହିତ କତାର, ୟୁଏଇ, ବାହାରିନ, ସାଇପ୍ରସ, ଇରାକ ଲେବାନନ ଭଳି ଦେଶ ଯୁଦ୍ଧର…

Indian Flights Cancelled: ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ୩୫୦ଟି ଭାରତୀୟ ବିମାନ ବାତିଲ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି । ଯାହା ଏବେ ଭାରତୀୟ ଯାତ୍ରୀଙ୍କ ପକେଟ ଏବଂ ଯାତ୍ରା ଯୋଜନାକୁ ସିଧାସଳଖ ପ୍ରଭାବିତ କରୁଛି । ରବିବାର, ୧ ମାର୍ଚ୍ଚରେ, ଭାରତୀୟ ବିମାନ କମ୍ପାନୀଗୁଡ଼ିକର ୩୫୦ ରୁ ଅଧିକ ବିମାନ ବାତିଲ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ…

ୱେଷ୍ଟଇଣ୍ଡିଜର ଆକର୍ଷଣୀୟ ବ୍ୟାଟିଂ

କୋଲକାତା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ସୁପର ଏଇଟ ମୁକାବିଲରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୯୬ ରନର ଲକ୍ଷ୍ୟ ରଖିଛି । ଟସ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ୱେଷ୍ଟଇଣ୍ଡିଜର ଟପ ଅର୍ଡର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଅଧିନାୟକ…

ଆବୁଧାବୀରେ ଫସି ଯାଇଛନ୍ତି ଇଂଲଣ୍ଡ କ୍ରିକେଟର ଜନୀ ବେୟାରଷ୍ଟୋ

ଦୁବାଇ:ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ମିଡିଲ ଇଷ୍ଟରେ ଉତେଜନା ବୃଦ୍ଧି ପାଇଛି । ଏଥିଯୋଗୁ ଅନେକ ଆନ୍ତର୍ଜାତୀୟ ଏୟାରଲାଇନ୍ସ ବିମାନ ଚଳାଚଳକୁ ବନ୍ଦ କରିବା ସହ ରୁଟରେ ପରିବର୍ତନ କରିଛନ୍ତି । ଇଂଲଣ୍ଡ ଲାୟନ୍ସର କୋଚ ତଥା ଇଂଲଣ୍ଡର ପୂର୍ବତନ କ୍ରିକେଟର ଜନୀ…

US Israel Iran Attack: ପ୍ରଧାନମନ୍ତ୍ରୀ ଡକାଇଲେ CCS ବୈଠକ; ଭାରତୀୟ ନାଗରିକଙ୍କ ସୁରକ୍ଷା ସହ ରଣନୈତିକ ପ୍ରସ୍ତୁତି…

ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତ ଆଲର୍ଟରେ ରହିଛି । ଉଚ୍ଚସ୍ତରୀୟ ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ଗସ୍ତ ସମାପ୍ତ କରି ଆଜି ରାତିରେ ଦିଲ୍ଲୀ ଫେରିବା ମାତ୍ରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ…

ଓମାନ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ଜାହାଜରେ ଥିଲେ ୧୫ ଜଣ ଭାରତୀୟ ଓ ୫ ଇରାନ ନାଗରିକ

ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଛି । ଏହି ସମୟ ମଧ୍ୟରେ ଓମାନ୍‌ ଉପକୂଳରେ ଏକ ତୈଳ ଟ୍ୟାଙ୍କର ଉପରେ ମିସାଇଲ୍‌ ମାଡ଼ ହୋଇଛି । ଏଥିରେ ୧୫ ଜଣ ଭାରତୀୟ କ୍ରିଉ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ କ୍ରିଉ ସଦସ୍ୟ…

ଟି୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାର କ୍ରମାଗତ ୭ମ ବିଜୟ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଦକ୍ଷିଣ ଆଫ୍ରିକା କ୍ରମାଗତ ୭ଟି ମ୍ୟାଚରେ ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଛି । ସେମିରେ ନ୍ୟୁଜିଲାଣ୍ଡକୁ ଦକ୍ଷିଣ ଆଫ୍ରିକା ଭେଟିବ । ଗ୍ରୁପ ଷ୍ଟେଜର ସମସ୍ତ ୪ଟି ଏବଂ ସୁପର ଏଇଟର ୩ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଛି…

Pakistan Violence Protest: ଖମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ବ୍ୟାପକ ହିଂସା; ୧୨ ମୃତ, ୩୦ରୁ ଅଧିକ ଆହତ

ଇସଲାମବାଦ: ଆମେରିକା ଏବଂ ଇସ୍ରାଏଲ ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖମେନେଇଙ୍କ ମୃତ୍ୟୁ ହୋଇଛି । ଇରାନ ସମର୍ଥନରେ ବାହାରି ପାକିସ୍ତାନର କରାଚୀରେ ଉପଦ୍ରବକାରୀମାନେ ଆମେରିକା ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ହିଂସାତ୍ମକ ସଂଘର୍ଷବେଳେ…

ମହିଳା ଦିନିକିଆ: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର କ୍ଲିନ ସୁଇପ, ଶତକ ସହ ବିଦାୟ ନେଲେ ହୀଲେ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ସମସ୍ତ ୩ଟି ଯାକ ମ୍ୟାଚ ଜିତି କ୍ଲିନ ସୁଇପ କରିଛି । କ୍ୟାରିୟରର ଶେଷ ମ୍ୟାଚ ଖେଳୁଥିବା ଅଷ୍ଟ୍ରେଲିଆର ଏଲିସ ହୀଲେ ଚମତ୍କାର ଶତକ ମାରି ସମ୍ପୂର୍ଣ୍ଣ ଷ୍ଟାଇଲରେ କ୍ରିକେଟକୁ…