କ୍ଷମା ମାଗିଲେ ପପୁ ପମପମ୍
ଭୁବନେଶ୍ୱର: ବହୁ ବିବାଦର ମଞ୍ଜ ପାଲଟିଛନ୍ତି ଓଲିଉଡ୍ କମେଡ଼ି କିଙ୍ଗ୍ ପପୁ ପମପମ୍ । କିଛିଦିନ ପୂର୍ବରୁ ରେଲୱେ ଷ୍ଟେସନରେ ଏକ ଲତା ମଙ୍ଗେସକରଙ୍କ ଗୀତ ଗାଉଥିବା ବେସାହାରା ରାନୁ ମଣ୍ଡଳ ଇଣ୍ଟରନେଟରେ ଚର୍ଚ୍ଚିତ ହୋଇ ପଡ଼ିଥିଲେ । ମାତ୍ର ପପୁ ତାଙ୍କୁ ବି ଛାଡ଼ି ନଥିଲେ । ପପୁ ଦେହରେ ଶାଢୀ ପିନ୍ଧି…