ମହାରାଷ୍ଟ୍ରରୁ ବାଲେଶ୍ୱର ପହଞ୍ଚିଲା ଆଉ ଏକ ସ୍ୱତନ୍ତ୍ର ଟ୍ରେନ; ଆସିଲେ ୪୦୨ଜଣ ପ୍ରବାସୀ
ବାଲେଶ୍ୱର: ବାଲେଶ୍ୱର ଷ୍ଟେସନ୍ରେ ପହଞ୍ଚିଲା ଆଉ ଏକ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍ । ଟ୍ରେନ୍ରେ ଆସିଛନ୍ତି ୪୦୨ ଜଣ ପ୍ରବାସୀ ଓଡ଼ିଆ ।
ଅଧିକ ପଢନ୍ତୁ: ଭଦ୍ରକ ଷ୍ଟେସନରେ ପହଞ୍ଚିଲା ପ୍ରବସୀଙ୍କୁ ନେଇ ଆସୁଥିବା ଆଉ ଏକ ଟ୍ରେନ
ସମସ୍ତେ ମହାରାଷ୍ଟ୍ରର ଥାନେରୁ…