Latest Odisha News

BREAKING NEWS

ଦୁନିଆର କିଛି ଅଜବ-ଗଜବ ହୋଟେଲ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ବାହାରକୁ ବୁଲିବାକୁ ଯିବା ସମୟରେ ପ୍ରାୟତଃ ସମସ୍ତେ ଭଲ ହୋଟେଲରେ ରହିବାକୁ ପସନ୍ଦ କରିଥା'ନ୍ତି । ହୋଟେଲ ଯେତେ ଲାକଜୁରିଅସ ହୋଇଥାଏ, ରହିବାର ଆନନ୍ଦ ମଧ୍ୟ ସେହି ଭଳି ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଦୁନିଆର କିଛି ଅଜବ ହୋଟେଲ ସମ୍ପର୍କରେ କହିବୁ । ସମୁଦ୍ର ଭିତରେ…

ରାଜସ୍ଥାନର ଏହି ଗ୍ରାମର ସମସ୍ତ ପୁରୁଷ କରନ୍ତି ୨ଥର ବିବାହ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମ ଦେଶରେ ଦୁଇଟି ପତ୍ନୀଙ୍କୁ ଏକା ସାଙ୍ଗରେ ରଖିବା ବେଆଇନ୍ ଅଟେ। କିନ୍ତୁ ରାଜସ୍ଥାନର ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଏକା ସାଙ୍ଗରେ ଦୁଇଟି ପତ୍ନୀ ରଖିବା ସାଧାରଣ କଥା। ଏହି ଗାଁର ଲୋକମାନେ ମଉଜ ମସ୍ତି ପାଇଁ ଦୁଇଟି ବିବାହ କରିନଥାନ୍ତି। ଏହା ଏକ ବାଧ୍ୟ ବାଧକତା ମଧ୍ୟ। ତେବେ ବେଳେ ବେଳେ…

ଶୀତଦିନେ ଖଜୁରୀ ଖାଇଲେ ମିଳେ ଏହିସବୁ ଫାଇଦା, ଜାଣନ୍ତୁ

ଭୁବନେଶ୍ୱର: ଶୀତଦିନେ ଖାଇବା ପିଇବାରେ ଅଧିକ ଧ୍ୟାନ ରଖିବାକୁ ପଡ଼ିଥାଏ। ଥଣ୍ଡା,କାଶ,ଜ୍ବର,ଗଳା ସଂକ୍ରମଣ ଆଦି ସାଧାରଣ ସମସ୍ୟା ଶୀତଦିନେ ଦେଖାଯାଇଥାଏ। ଏଥିପାଇଁ ଏହିଦିନରେ ଗରମ ତତ୍ତ୍ବ ଥିବା ଜିନିଷ ଖାଇବା ଉଚିତ୍। ଏଥିପାଇଁ ଖଜୁରୀ ଏବଂ ଶୁଖିଲା ଖଜୁରୀସବୁଠୁ ଉତ୍କୃଷ୍ଟ ଫଳ ଅଟେ।…

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଆଜି ଜୟନ୍ତୀ, ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଜନମାନସରେ ଗଭୀର ପ୍ରତିଛବି ଛାଡ଼ିଯାଇଥିବା ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଜନନାୟକ ମଧ୍ୟରେ ଖୁବ୍ ପରିଚିତ ହୋଇପାରିଥିଲେ । ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ କଟକର ସ୍ୱରାଜ୍ୟ ଆଶ୍ରମରେ ତାଙ୍କର ଜନ୍ମ । ପିଲାଟିଦିନୁ…

ବିଜେପି ସହ ମିଶି ସରକାର ଗଢିବା ‘ଏନସିପି’ର ନିଷ୍ପତ୍ତି ନୁହେଁ: : ଏନସିପି ଅଧ୍ୟକ୍ଷ

ମୁମ୍ବାଇ: ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଜେପି-ଏନସିପି ମେଣ୍ଟରେ ମହାରାଷ୍ଟ୍ରରେ ଗଠନ ହୋଇଛି ସରକାର । ତେବେ ଏହି ପରିପେକ୍ଷିରେ ଏନସିପି ମୁଖ୍ୟ ଶରଦ ପାୱାର ଦେଇଛନ୍ତି ଏକ ଚାଞ୍ଚଲ୍ୟକର ବୟାନ । ଶରଦ କହିଛନ୍ତି ଯେ, ଏନସିପି ସହ ମିଶି ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବା ତାଙ୍କ ଦଳର…

ଭାରତୀୟ ସଂସ୍କୃତି ଓ ସାମାଜିକ ଜୀବନ ଅନୁଧ୍ୟାନ ନିମନ୍ତେ ଓଡ଼ିଶାରେ ବିଦେଶୀ ମହିଳା

ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଓ ସାମାଜିକ ଜୀବନ ଅନୁଧ୍ୟାନ କରିବା ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି କିଛି ବିଦେଶୀ ମହିଳା । ପ୍ରାୟ ୪ ଜଣ ଭାରତୀୟ ମା' ତଥା ମହିଳାମାନେ ପାଖାପାଖି ଏକ ବର୍ଷ ତଳେ ନୂଆଦିଲ୍ଲୀରୁ ଲଣ୍ଡନକୁ ସଡ଼କପଥରେ ଯାତ୍ରା କରିଥିଲେ । ଏହି ଦୁଇ ମାସର ଯାତ୍ରା ସମୟରେ ସେମାନେ…

ପିସିଆର ଭ୍ୟାନକୁ ନକ୍ସଲ ଆକ୍ରମଣ; ୪ ପୋଲିସ ସହିଦ

ଲାତେହାର: ଝାଡ଼ଖଣ୍ଡର ଲାତେହାର ଜିଲ୍ଲାରେ ଶୁକ୍ରବାର ରାତି ୮ଟାରେ ଏକ ପୋଲିସ ପିସିଆର ଭ୍ୟାନ ଉପରକୁ ନକ୍ସଲ ମାନେ ଆକ୍ରମଣ କରିଛନ୍ତି । ଏଥିରେ ୪ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଝାଡ଼ଖଣ୍ଡର ଲାତୋହାର ଜିଲ୍ଲାରେ ମାଓ ହିଂସାରେ ଜଣେ…

କୋରାପୁଟରେ କୋଠା ଭୁଶୁଡିବା ଘଟଣା: ଜଣେ ମୃତ

ଜୟପୁର: କୋରାପୁଟର ଜୟପୁର ଅନ୍ତର୍ଗତ ବାରିଣିପୁଟ ନିକଟବର୍ତ୍ତୀ ସ୍ଥାନରେ ଶୁକ୍ରବାର ଦିନ ଏକ କୋଠା ଭୁଶୁଡିଯିବା ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଗତକାଲି ଏହି ଅଞ୍ଚଳରେ କୋଠା ଭୁଶୁଡି ଯାଇଥିବା ବେଳେ ତା’ ତଳେ ପାଖାପାଖି ୫ ଜଣ ବ୍ୟକ୍ତି ଚାପି ହୋଇ ରହିଯାଇଥିଲେ ।…

ଦୁଇ ମିନିବସ ମୁଁହାମୁହିଁ ଧକ୍କା; ୧୧ମୃତ

ନାଗୋର: ରାଜସ୍ଥାନର ନାଗୋର ଜିଲ୍ଲାର କୁଚାମନ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ୨ଟି ମିନିବସ ମୁଁହାମୁହିଁ ଧକ୍କା ହୋଇଛି । ଏହାଫଳରେ ଗୋଟିଏ ମିନି ବସ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା । ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସ୍ଥାନୀୟ…

ମହାରାଷ୍ଟ୍ରରେ ରାତାରାତି ବଦଳିଲା ରାଜନୈତିକ ସମୀକରଣ; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଫଡନାଭିସ୍

ମୁମ୍ବାଇ: ବହୁ ପ୍ରତିକ୍ଷିତ ମହାରାଷ୍ଟ୍ର ଆସନକୁ ନେଇ ଜାରି ରହିଥିବା ହାଇଭୋଲଟେଜ୍ ଡ୍ରାମାର ଅନ୍ତଘଟିଛି । ରାତାରାତିି ମହାରାଷ୍ଟ୍ରରେ ରାଜନୈତିକ ସମୀକରଣ ବଦଳିଥିବା ବେଳେ ସରକାର ଗଢିଛନ୍ତି ବିଜେପି-ଏନସିପି ମେଣ୍ଟ । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର…