Latest Odisha News

BREAKING NEWS

ଘଡଘଡି ସହ ବର୍ଷା ଆଶଙ୍କା: ୮ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ବରଗଡ, ଝାରସୁଗୁଡା,…

ଲାଇଫ୍ ସପୋର୍ଟରେ ଅରୁଣ ଜେଟଲି, ଏମ୍ସରେ ନେତାଙ୍କ ଭିଡ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧିନ ରହିଥିବାବେଳେ ତାଙ୍କୁ ଏବେ ଲାଇଫ୍ ସପୋର୍ଟରେ ରଖାଯାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଏମ୍ସ ପକ୍ଷରୁ ଗତ ୧୦…

ସାମାଜିକ ସଂସ୍କାରର ବାର୍ତ୍ତାବହ: ଗାୟକ ଦତ୍ତକୃଷ୍ଣ ପଣ୍ଡା

ଭୁବନେଶ୍ୱର: ପାଲାକୁ ସାହିତ୍ୟ ସଙ୍ଗୀତଠାରୁ ନେଇ ସାମାଜିକ ସଂସ୍କାର ଓ ବେଦ, ବେଦାନ୍ତ, ଦର୍ଶନ ପାଖରେ ପହଞ୍ଚାଇବାରେ ଯେଉଁ କେତେଜଣ ଗାୟକଙ୍କ ଅବଦାନ ରହିଛି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ଦର୍ଶନ ତରଙ୍ଗ ଦତ୍ତକୃଷ୍ଣ ପଣ୍ଡା । କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ଅନ୍ତର୍ଗତ ଷଣ୍ଢପଲ୍ଲୀ…

ଏସପି ସୌମ୍ୟା ମିଶ୍ରଙ୍କ ବିରୋଧରେ ମାମଲା: ମାଡ଼ମାରି ଗର୍ଭନଷ୍ଟ କରିବା ଅଭିଯୋଗ ଆଣିଲେ ମହିଳା

ରାଉରକେଲା: ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କ ବିରୋଧରେ ଜଣେ ମହିଳାଙ୍କ ଗର୍ଭନଷ୍ଟ କରିଦେଇଥିବା ଅଭିଯୋଗରେ ଥାନାରେ ପୋଲିସ ଏକ ମାମଲା ରୁଜୁ କରିଛି । “ସୁନ୍ଦରଗଡ଼ ସବ୍ ଡ଼ିଭିଜନାଲ୍ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟଙ୍କ (ଏସଡ଼ିଜେଏମ) ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଏସପି…

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ସମ୍ବାଦ’ ଖବରକାଗଜର ସଂପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିବା ନେଇ ସୂଚନା ମିଳିଛି । ସେ ସଂକ୍ରମଣ ଜନିତ…

ଜାଣନ୍ତୁ, ଏମିତି କେଉଁ କାରଣ ଲାଗି ୧୫ ଜଣଙ୍କୁ ଚାକିରିରୁ ବରଖାସ୍ତ କଲେ ନବୀନ !

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରିବାକୁ ନିୟମିତ ଭାବେ ନିର୍ଦ୍ଦେଶ ଦେଇଆସିଛନ୍ତି । ନବୀନ ସରକାର ଦୁର୍ନୀତି ବିରୋଧରେ ଶନିବାର ଦିନ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଦୁର୍ନିୀତି ଅଭିଯୋଗରେ ୧୫ଜଣ ସରକାରୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୮-୦୮-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୮ ରିଖ ରବିବାର ସିଂହ ୦୨ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ଦିନ ଘ ୧୦-୫୪ ମିନିଟ୍ ପର୍ଯ୍ୟନ୍ତ…

ଚାଲନ୍ତୁ ବୁଲିଯିବା ଶିମିଳିପାଳ ଅଭୟାରଣ୍ୟ

ଓଡ଼ିଶାର ମୟୂରଭଞ୍ଜରେ ଅବସ୍ଥିତ ଶିମିଳିପାଳ ଜାତୀୟ ଉଦ୍ୟାନ। ଏଠାକାର ସୁନ୍ଦର ପରିବେଶ ସାଙ୍ଗକୁ ପ୍ରାକୃତିକ ଶୋଭରାଜି ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରି ଦେଇଥାଏ । ଭାରତର ଜାତୀୟ ଉଦ୍ୟାନ ମାନଙ୍କ ମଧ୍ୟରୁ ଏହା ଅନ୍ୟତମ । ଏହି ସ୍ଥାନକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ…

ଡର

ଡର ଆଶିଷ କୁମାର ମିଶ୍ର ତତେ ଯାହା ଦେଲେ ପରବର୍ତ୍ତୀ ମୂହୁର୍ତ୍ତରେ ଲାଗୁଛି ନିଜକୁ ହିଁ ଦେଲି ! ତୋ ଲୁହ ମୋ ଆଖିରେ ପଶୁଛି ଦରଜ ତୋ ପଶୁଛି ଛାତିରେ, ହସ ମଳିଚିଆ ଓଠରେ ଏମିତିକି ବେଳେବେଳେ କେବଳ ଭାବୁଛି ନିଜକଥା ନିଜକୁ ହିଁ ଭଲପାଇ ବସୁଛି। ଗଢୁଛି ତୋର ମୂର୍ତ୍ତିଟିଏ ତ ସେ…

ଛୁଇଁଯାଉଥିଲା…

ଛୁଇଁଯାଉଥିଲା... ପ୍ରୀତି ପ୍ରତୀକ୍ଷା ବେଦନାସିକ୍ତ ଜୀବନ ଭିତରେ କାହାରି ନା କାହାରି ଟିକିଏ ଭଲପାଇବା, ଟିକିଏ ପ୍ରେମ, ଟିକିଏ ସ୍ନେହ, ପ୍ରଗାଢ ମୋହରେ ବୁଣିଦେଉଥିଲା ବଂଚିବାର ରାହାଟିଏ ! ଉଜୁଡ଼ା କ୍ଷେତରେ ସଜଡା ଫସଲ ଦୂରତାର ବିଡମ୍ବନା... ସଂପର୍କର ବିଶ୍ୱାସସବୁ ଧୋକା…