ପ୍ରକାଶିତ ହେଲା ‘ଓଟିଇଟି – ୨୦୧୯’ ପରୀକ୍ଷାଫଳ
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବହୁ ପ୍ରତିକ୍ଷୀତ ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶିତ ହୋଇଛି । ଏହି ପରୀକ୍ଷାଫଳ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍ bseodisha.ac.in ରେ ପ୍ରକାଶିତ ହୋଇଛି । ଓଡ଼ିଶାର ଯେକୌଣସି ସରକାରୀ…